ମାଡି ଆସୁଛି ଭୟଙ୍କର ଲଘୁଚାପ, ଆଜିଠାରୁ ପ୍ରବଳ ବର୍ଷା, Panipaga ବିଭାଗ ଦେଲେ ବଡ଼ ସୂଚନା….ଦେଖନ୍ତୁ ପୁରା ଖବର…

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବଡ଼ ଖବର ସାମ୍ନାକୁ ଆସିଛି ସୂଚନା ଅନୁସାରେ ଦାନା ବାନ୍ଧୁଛି ଓଡ଼ିଶାର ଏକ ବଡ଼ ଲଘୁଚାପ ଆଣିବ ବଡ଼ ବର୍ଷା ଏନେଇ କେଉଁ କେଉଁ ଜିଲ୍ଲାରେ କେତେ ପ୍ରତିଶତ ବର୍ଷା ହେବ ଓଡ଼ିଶାରେ ଏହାର ପ୍ରଭାବ କେତେ ପ୍ରତିଶତ ରହିଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ବର୍ତ୍ତମାନ ଯାହା ସୂଚନା ମିଳୁଛି ଆସୁଛି ଏକ ବଡ଼ ଲଘୁଚାପ ଆସନ୍ତା 29 ତାରିକ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି |

ଏହାର ପ୍ରଭାବରେ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଉତ୍ତର ଏବଂ ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି |ଫଳରେ ଅକ୍ଟୋବର ଆରମ୍ଭରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ଏଥିପାଇଁ ପାଗ ଅନୁକୂଳ ରହିବ |

ଏହା ଘନୀଭୂତ ହୋଇ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଦେଖିବାକୁ ମିଳିବ ଏହା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି |ତେବେ ଆଜି ରାଜ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି |

ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ନେଇ 20 ଟି ଜିଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଙ୍ଗ ସେହିପରି ରାଜ୍ୟରେ ନିଅଁଟିୟ ବର୍ଷା ଭରଣ କରିପାରିବ ଲଘୁଚାପ ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ପ୍ରାୟ 1081 ମିଲିମିଟର ବର୍ଷା ହୋଇଥିବାରୁ ଯାହା ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷ 1114 ପଏଣ୍ଟ 6 ମିଲିମିଟର ତୁଳନାରେ ତିନି ପ୍ରତିଶତ କମ ରହିଛି ବୋଲି ଜଣା ପଡ଼ିଛି |

Leave a Reply

Your email address will not be published. Required fields are marked *