ନମସ୍କାର ଦର୍ଶକବନ୍ଧୁ ଓଡ଼ିଶାର ହୀରାକୁଦକୁ ଭାସି ଆସିଛି ଜଳପରି ସତ ହେଲା ମାଳିକା ବର୍ଣ୍ଣିତ ଭବିଷ୍ୟବାଣୀ ହୀରାକୁଦ ଜଳରେ ଛଟପଟ ହୋଇ ବୁଲୁଛି ଜଳପରି ଜଳପରୀକୁ ନେଇ ଭୟଭୀତ ହେଲେଣି ସ୍ଥାନୀୟ ଲୋକେ |ଦର୍ଶକବନ୍ଧୁ କଳିଯୁଗର ଆୟୁଷ ବୋଧେ ସରି ସାରି ଯାଉଛି ଆଉ ସତ ପ୍ରମାଣିତ କରି ହୀରାକୁଦ ଜଳ ଭଣ୍ଡାରରେ ଏବେ ଏକ ଜଳପରି ଦେଖା ଦେଇଛି |ଖାଲି ଦେଖାଦେଇ ନାହିଁ ଏହି ଜଳପରୀ କାହାକୁ ଖୋଜିବା ପରେ ପାଣି ଭିତରେ ଘୁରି ବୁଲୁଚି |
ଯାହାକୁ ଦେଖି ସ୍ଥାନୀୟ ବାସୀ ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି କଳିଯୁଗ ଶେଷ ହେବାର ସଙ୍କେତ ମିଳି ସାରିଛି ବୋଲି ଅନେକ ଲୋକ ଆଲୋଚନା କରୁଛନ୍ତି କାରଣ ଜଳପରୀକୁ ଆଗରୁ କେହି କେବେ ଦେଖି ନଥିଲେ ମଧ୍ୟ ଆଗକୁ ଦିନେନା ଦିନେ ଜଳପରୀ ଦେଖାଯିବ ବୋଲି ମାଲିକରେ ବର୍ଣ୍ଣିତ ରହିଛି ତେବେ ଏବେ ସତ୍ୟ ହୋଇଛି ମାଳିକାର କାହାଣୀ ଆଉ ସତ ହେଲା ମାଳିକାର ଭବିଷ୍ୟ ବାଣୀ ଆଉ ଏବେ ଓଡିଶା |
ସମେତ ସାରା ମାନବ ଜାତି ପାଇଁ ମହା ବିପଦ ମାଡ଼ି ଆସୁଛି ବୋଲି ଜଣା ପଡ଼ିଛି ତେବେ ସେହି ଜଳପରୀ ଓଡିଶା ମାଟିରେ ଯେତିକି ସମୟ ରହିବ ଓଡିଶା ପାଇଁ ସେତିକି ବିପଦ ହେବ ବୋଲି ଜଣା ପଡ଼ିଛି ତେଣୁ ସେହି ଜଳପରୀ ଓଡିଶା ଛାଡ଼ି ଚାଲିଯାଉ ବୋଲି ଓଡିଶା ବାସୀ ପ୍ରାର୍ଥନା କରୁଛନ୍ତି |
ସେହି ଜଳପରୀ କେଉଁଠୁ ଆସିଲା କେମିତି ଆସିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନାହିଁ କିନ୍ତୁ ହୀରାକୁଦରେ ଜଳପରୀର ଭିଡିଓ ଭାଇରଲ ହେବା ପରେ ଲୋକଙ୍କ ମନରେ ଛନକା ପଶିଯାଇଛି |ସେ ଜଳପରୀ ଏବେ ପର୍ଯ୍ୟନ୍ତ କୌଣସି ଜଳପରୀକୁ ଏପର୍ଯ୍ୟନ୍ତ ଆକ୍ରମଣ କରି ନାହିଁ ତଥାପି ସେ ଜଳପରୀକୁ ନେଇ ସ୍ଥାନୀୟ ଲୋକେ ରହିଛନ୍ତି ଭୟଭୀତ |