ନମସ୍କାର ଦର୍ଶକବନ୍ଧୁ ବହୁଦିନ ହେଲା ଓଲିଉଡ଼ର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି |ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ନାଁରେ ମାନସିକ ଏବଂ ଶା-ରୀ-ରି-କ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ଅନୁଭବ ମଧ୍ୟ ବର୍ଷାଙ୍କ ନାଁ ରେ ଛାଡ଼ ପତ୍ର ମାମଲା ରୁଜୁ କରିଥିଲେ |
ତେବେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କର ବିବାହ ବିଚ୍ଛେଦ ଆବେଦନ କଟକ ଫ୍ୟାମିଲି କୋର୍ଟରେ ଖାରଜ ହୋଇ ଯାଇଛି |ସେ ଆହୁରି ମଧ୍ୟ ଲେଖିଛନ୍ତି ଆଇନଗତ ଲଢେଇରେ ମୋ ପରିବାର ସବୁବେଳେ ମୋ ସହିତ ଛିଡ଼ା ହୋଇଛି ମୋ ପରିବାର ତଥା ମୋ ମା ଙ୍କ ଆଶୀର୍ବାଦ ବିନା ଏହା କେବେ ସମ୍ଭବ ହୋଇନଥାନ୍ତା |
ଏହି ଆଇନ ଗତ ଲଢେଇରେ ତଥ୍ୟ ଏବଂ ପ୍ରମାଣ ସହିତ ମୋ ପାଇଁ ଲଢ଼ିଥିବା ଆଇନ ଜୀବି ମାନଙ୍କୁ ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକି କୋର୍ଟ ଖାରଜ କରିଥିବା ବେଳେ ବର୍ଷାଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି |ତଳ କୋର୍ଟରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେବ ବୋଲି ଅନୁଭବ କହିଛନ୍ତି |
ସତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟ ପାଳିତଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଜଣାଉଛି ଏହା ସହିତ ମୋ ଜୀବନର ଏହି ଦୁଃଖ ସମୟରେ ମତେ ଅକୁଣ୍ଠିତ ଭାବରେ ସହଯୋଗ ଏବଂ ସମର୍ଥନ ଜଣାଇ ଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଅନୁଭବ କହିଛନ୍ତି |