Ajira anuchinta :ଜାଣନ୍ତୁ ସ୍ତ-ନ-ରେ କଳାଜାଇ ଥିବା ମହିଳାମାନଙ୍କ ଚରିତ୍ର କିପରି ହୋଇଥାଏ ,ପୁରୁଷ ଲୋକମାନେ ଜାଣି ରଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ମାନ ବିଷୟରେ ଯାହା ଜାଣିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ କିଛି ଶିଖି ଥାଆନ୍ତି ଏବଂ ସ୍ୱାମୀ ସ୍ତ୍ରୀ ମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ |ସମସ୍ତ ଏହି ମଣିଷ ଏହି ଚାରି ଜଣଙ୍କୁ କେବେ ବି ଭୁଲି ନଥାନ୍ତି ଜାଣନ୍ତୁ କଣ ପ୍ରଥମେ ହେଉଛି |

ଆପଣଙ୍କ ପ୍ରଥମ ଶିକ୍ଷକଙ୍କୁ ଦ୍ୱିତୀୟ ହେଉଛି ପଢ଼ାଉଥିବା ଶିକ୍ଷକଙ୍କୁ, ତୃତୀୟରେ ଶା-ରୀ-ରି-କ ସମ୍ପର୍କ ରଖିଥିବା ସ୍ତ୍ରୀକୁ ,ବିପଦରେ ସାହାଯ୍ୟ କରିଥିବା ସାଙ୍ଗକୁ ଏବଂ ପୁଅକୁ ବିବାହ କରିବା ପରେ ତାର ବାପା ମା ଏହି ଚାରିଜଣଙ୍କୁ କେବେ ବି ଭୁଲି ନଥାନ୍ତି |

ଘରେ ଯଦି ଚୁଚୁନ୍ଦ୍ରା ଦେଖନ୍ତି ତେବେ ଲକ୍ଷ୍ମୀ ଆଗମନର ସୂଚନା ମିଳିଥାଏ ଏବଂ ଘର ପାଖରେ ଥିବା ଗଛ ଉପରେ ଯଦି କୋଇଲି ବାରମ୍ବାର ବସି ରାବେ ତେବେ ଏହା ବହୁତ ଭଲ ସମୟ ଆସିବାର ସୂଚନା ଦେଇଥାଏ |ଯେଉଁ ମହିଳା ମାନଙ୍କ ବାମ ସ୍ତ-ନ-ରେ ,ବାମ ଗଣ୍ଡରେ ,ବାମ କଣ୍ଠରେ ,ବାମ କରରେ ,ବାମ କର୍ଣ୍ଣରେ ତିଳ ଚିହ୍ନ ବା ଭାତୁଡ଼ି ଥାଏ |

ସେହି ମହିଳା ମହିଳା ମାନେ ବହୁତ ବହୁତ ସୌଭାଗ୍ୟବତୀ ହୋଇ ଥାଆନ୍ତି |ଯେଉଁ ମହିଳା ମାନଙ୍କ ଡାହାଣ ପଟ ସ୍ତନରେ କଳାଜାଇ ଥାଏ ସେମାନେ ନିଜ ସ୍ୱାମୀଙ୍କ ଠାରୁ ବହୁତ ଭଲ ପାଇବା ପାଇ ଥାଆନ୍ତି ଏବଂ ସୌଭାଗ୍ୟଶାଳୀ ହୋଇ ଥାଆନ୍ତି |

Leave a Reply

Your email address will not be published. Required fields are marked *