ତୁଳସୀ ମୂଳରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ ,ମାତା ଲକ୍ଷ୍ମୀଙ୍କ କୃପାରୁ 24 ଘଣ୍ଟାରେ ହେବ ଧନର ବର୍ଷା ,ନିଶ୍ଚୟ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏହି ଗୋଟିଏ ଜିନିଷକୁ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଧନ ସମ୍ପତ୍ତି ହଜାର ଗୁଣରେ ବୃଦ୍ଧି ପାଇବ ଏହା ବିନା ତୁଳସୀ ଗଛ ଅସମ୍ପୂର୍ଣ୍ଣ ରହିଥାଏ ଭଗବାନ ଶ୍ରୀକୃଷ୍ଣ ନିଜେ ତୁଳସୀର ପୂଜା କରି ଏହି ରହସ୍ୟ କହିଥିଲେ |ବନ୍ଧୁଗଣ ତୁଳସୀ ପ୍ରତ୍ୟକ ହିନ୍ଦୁ ମାନଙ୍କ ଘରେ ଥାଏ କିନ୍ତୁ ତୁଳସୀକୁ ନେଇ ଶାସ୍ତ୍ରରେ ଉଲେଖ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିୟମ ବହୁତ କମ ଲୋକ ଜାଣିଛନ୍ତି ତୁଳସୀକୁ କେମିତି ପୂଜା କରିବେ ତୁଳସୀକୁ କିପରି ପାଣିଦେବା ଉଚିତ ତୁଳସୀ ନିକଟରେ କେଉଁ ଜିନିଷ ରଖିବା ଶୁଭ ହୋଇଥାଏ ଏବଂ କେଉଁ ଜିନିଷ ରଖିବା ଅଶୁଭ ହୋଇଥାଏ |

ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ |ଏହା ବ୍ୟତୀତ ଯଦି ଆପଣ ଏହି ଗୋଟିଏ ଜିନିଷକୁ ତୁଳସୀ ଗଛ ମୂଳରେ ବାନ୍ଧି ଦିଅନ୍ତି ତେବେ ଆପଣଙ୍କୁ ମାତା ତୁଳସୀଙ୍କ ଆଶୀର୍ବାଦ ମିଳିଥାଏ | ତୁଳସୀରେ ମାତା ଲକ୍ଷ୍ମୀ ବାସ କରନ୍ତି କିନ୍ତୁ ଯଦି ଆପଣ ତୁଳସୀକୁ ଘରେ ରଖନ୍ତି ଏବଂ ଏହାର ତଳେ ଏହି ଗୋଟିଏ ଜିନିଷ ବାନ୍ଧି ଦିଅନ୍ତି ତେବେ ତୁଳସୀ ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିଥାଏ କାରଣ ଏହି ଗୋଟିଏ ଜିନିଷ ତୁଳସୀକୁ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ |

ଏହି ଜିନିଷ ତୁଳସୀଙ୍କ ସମ୍ପୂର୍ଣ୍ଣ ମିଳିଥାଏ ବନ୍ଧୁଗଣ ତୁଳସୀ କେବଳ ଭାରତରେ ନୁହେଁ ବିଶ୍ୱର ଅଧିକାଂଶ ଦେଶରେ ଏକ ଅତ୍ୟନ୍ତ ଲାଭଦାୟକ ଉଦ୍ଭିତ ଭାବରେ ବିବେଚନା କରାଯାଇଛି |ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିବା ସହିତ ଆଧ୍ୟାତ୍ମିକ ଦୃଷ୍ଟିରୁ ବହୁତ ଗୁରୁତ୍ୱ ବଢି ଯାଇଛି |ତୁଳସୀ କେବଳ ଏକ ବୃକ୍ଷ ନୁହଁନ୍ତି ବରଂ ବିଷ୍ନୁ ଙ୍କର ପତ୍ନୀ ଅଟନ୍ତି ଆମେ ତାଙ୍କୁ ତାଙ୍କ ମା ଭାବରେ ବିବେଚନା କରିଥାଉ |

ତେଣୁ ସେଥିପାଇଁ ତୁଳସୀ ଅର୍ପଣ କରିବା ଉଚିତ ହୋଇଥାଏ ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସ ବଢିଯାଏ ଘରେ ରହିଥିବା ମହିଳା ମାନେ ସର୍ବଦା ସୁଖୀ ଏବଂ ଭାଗ୍ୟଶାଳୀ ହୋଇ ଥାଆନ୍ତି ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଆପଣ ତୁଳସୀର ଲାଲ ରଙ୍ଗର ଚୁନୁରି ଚଢାନ୍ତୁ ନାହିଁ |

ଲାଲ ରଙ୍ଗର ସମ୍ବଦ ମଙ୍ଗଳ ଗ୍ରହ ସହିତ ରହିଥାଏ ଏବଂ ବୁଧଗ୍ରହର ତୁଳସୀ ସହିତ ସମ୍ବଦ ରହିଥାଏ ମଙ୍ଗଳ ଏବଂ ବୁଧଗ୍ରହ ମିତ୍ର ନୁହଁନ୍ତି ବୁଧଙ୍କ ମିତ୍ର ଗ୍ରହ ଶୁକ୍ର ଏବଂ ଶନି ଗ୍ରହ ଅଟନ୍ତି ଏଥିପାଇଁ ତୁଳସୀରେ ଲାଲ ଚୁନୁରୀ କେବେବି ଚଢ଼ିବ ଉଚିତ ନୁହେଁ ଆପଣ ତୁଳସୀରେ ସବୁଜ ରଙ୍ଗର ହଳଦିଆ ରଙ୍ଗର ,ସବୁଜ ରଙ୍ଗର ଅଥବା ନୀଳ ରଙ୍ଗର ଚୁନୁରି ଚଢାଇ ପାରିବେ |

Leave a Reply

Your email address will not be published. Required fields are marked *