ତୋରି ପାଇଁ ତୋ ପାଇଁ ସିରିଏଲର କଳାକାର ମାନଙ୍କ ପ୍ରକୃତ ଜୀବନ ସାଥି ଆଗରୁ କେବେ ଦେଖି ନଥିବେ ,ସବୁଠୁ ବେଶୀ ସୁନ୍ଦର ଏହି ହିରୋଙ୍କ ସ୍ତ୍ରୀ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତୋରି ପାଇଁ ତୋ ପାଇଁ ସିରିଏଲଟିକୁ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ସିରିଏଲରେ ଦମଦାର ଅଭିନୟ କରୁଥିବା ସବୁ କଳାକାର ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ |ଆପଣମାନେ ଏମାନଙ୍କ ପ୍ରକୃତ ଜୀବନ ସାଥୀଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ତେବେ ଦର୍ଶକବନ୍ଧୁ ଏହି ଲିଷ୍ଟର ପ୍ରଥମ ନମ୍ବରରେ ଆସୁଛନ୍ତି ଟୁଇଁକିଲ ମିଶ୍ର ଯିଏ କି ଏହି ସିରିଏଲରେ ରାମଙ୍କ ମା ଭୂମିକାରେ ଦମଦାର ଅଭିନୟ କରୁଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ ତେବେ ଟୁଇଁକିଲ କିଛି ବର୍ଷ ତଳେ ମ୍ୟାରେଜ କରିଥିଲେ ମଧ୍ୟ ଏବେ ତାଙ୍କର ଡିଭୋର୍ସ ହୋଇଯାଇଛି |

ଦ୍ୱିତୀୟରେ ଆସୁଛନ୍ତି ପ୍ରୀତି ମହାନ୍ତି ଯିଏ କି ଏହି ସିରିଏଲରେ ହିରୋଙ୍କ ଜେଜେମା ଭୂମିକାରେ ଦମଦାର ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ପ୍ରୀତିଙ୍କ ସ୍ୱାମୀ |

ତୃତୀୟରେ ଆସୁଛନ୍ତି ରାଜେନ୍ଦ୍ର ଯିଏ କି ରାମଙ୍କ ବାପା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ରାଜେନ୍ଦ୍ରଙ୍କ ସ୍ତ୍ରୀ ଯାହାଙ୍କ ପ୍ରକୃତ ନାମ ହେଉଛି ଅଞ୍ଜଳି ପଣ୍ଡା |

ଚତୁର୍ଥରେ ଆସୁଛନ୍ତି ପ୍ରିୟଙ୍କା ମହାପାତ୍ର ଯିଏ କି ଏହି ସିରିଏଲର ନେଗେଟିବ କ୍ୟାରେକ୍ଟରରେ ରୋହି ଭୂମିକାରେ ନଜର ଆସୁଛନ୍ତି ତେବେ ପ୍ରିୟଙ୍କା ରିଏଲ ଲାଇଫରେ ସିଙ୍ଗଲ ଅଛନ୍ତି |

ପଞ୍ଚମରେ ଆସୁଛନ୍ତି ଚିନ୍ତାମଣି ବିଶ୍ୱାଳ ଯିଏ କି ଏହି ସିରିଏଲର ରଞ୍ଜନ ଭୂମିକାରେ ନଜର ଆସୁଛନ୍ତି ତେବେ ଇଏ ହେଉଛନ୍ତି ରଞ୍ଜନଙ୍କ ସ୍ତ୍ରୀ ଯାହାଙ୍କ ପ୍ରକୃତ ନାମ ହେଉଛି କଳ୍ପଶ୍ରୀ ଜଗଦେବ |

ଷଷ୍ଠରେ ଆସୁଛନ୍ତି ସଂଗ୍ରାମ କୁମାର ମହାନ୍ତି ଯିଏ କି ଏହି ସିରିଏଲର ଲିଡ଼ ହିରୋ ରାମ ଭୂମିକାରେ ଅଭିନୟ କରୁଛନ୍ତି ତେବେ ରାମ ରିଏଲ ଲାଇଫରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ଡେଟ କରୁ ନାହାଁନ୍ତି |

ସପ୍ତମରେ ଆସୁଛନ୍ତି ନେହା ନଗେଶ୍ୱରୀ ଯିଏ କି ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଚିକି ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ ତେବେ ଚିକି ରିଏଲ ଲାଇଫ ରେ ଏବେ ସିଙ୍ଗଲ ଅଛନ୍ତି ଏବଂ ସେ ଆକ୍ଟିଙ୍ଗ ସହ ନିଜ ପାଠ ପଢା ମଧ୍ୟ ଜାରି ରଖିଛନ୍ତି |

Leave a Reply

Your email address will not be published. Required fields are marked *