ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା ମହିଳା ମାନଙ୍କ କେଉଁ ଜାଗାରେ କଳାଜାଇ ଥିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା |ସବୁ ମହିଳାଙ୍କ ଦେହରେ କଳାଜାଇ ନିଶ୍ଚିତ ଭାବରେ ଥାଏ କିନ୍ତୁ ବିଭିନ୍ନ ଅଙ୍ଗରେ କଳାଜାଇର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି କାହାର ମୁହଁରେ ତ କାହାର ଶରୀରର ବିଭିନ୍ନ ଜାଗାରେ ଶରୀରରେ କଳାଜାଇ ଥାଏ |
ତେବେ ଆସନ୍ତୁ ଜାଣିବା କେଉଁ ଖାସ ଅଙ୍ଗରେ କଳାଜାଇ ରହିଲେ ବୈବାହିକ ଜୀବନ ବହୁତ ସୁଖମୟ ହୋଇଥାଏ ଆଉ ଭାଗ୍ୟ ବଦଳିଯାଏ |ପ୍ରଥମେ ଯେଉଁ ମହିଳା ମାନଙ୍କ ଡାହାଣ ପଟ ନାକର ଅଗ୍ର ଭାଗରେ କଳାଜାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଥାଆନ୍ତି ତାଙ୍କ ଭାଗ୍ୟରେ ସବୁବେଳେ ଖୁସି ଥାଏ ଓ ତାଙ୍କ ସାଥି ସବୁବେଳେ ତାଙ୍କୁ ସ୍ୱର୍ଗ ସୁଖ ଦେବା ପାଇଁ ଚେଷ୍ଟା କରି ଥାଆନ୍ତି |
ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ |ସେହିପରି ଯେଉଁ ଝିଅ ବା ସ୍ତ୍ରୀର ଡାହାଣ ପଟ ଗାଲରେ କଳାଜାଇ ଥିବ ସେ ଅତ୍ୟନ୍ତ ଧନଵାନ ହୋଇଥାଆନ୍ତି ଏବଂ ଚରିତ୍ରବାନ ହୋଇ ଥାଆନ୍ତି |ଏହା ସହିତ ଯଦି ଝିଅଙ୍କ ହାତର ବିବାହ ରେଖାରେ ଯଦି କଳାଜାଇ ଥାଏ |
ତେବେ ବୈବାହିକ ଜୀବନ ବହୁତ ସୁଖମୟ ରହିଥାଏ |ଖାସ କରି ଯେଉଁ ଝିଅ ମାନଙ୍କ ଡାହାଣ ଆଖି ଉପରକୁ କଳାଜାଇ ଥାଏ ସେହି ପ୍ରକାର ଝିଅ ମାନେ ନିଜ ସାଥିଙ୍କୁ ସବୁବେଳେ ଖୁସି ଦେଇ ଥାଆନ୍ତି ବିବାହ ପରେ ସାଥିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ