ଯେଉଁ କନ୍ୟାର କାଖରେ ବାଳ ରହିଥାଏ Janantuତାଙ୍କ ଚରିତ୍ର କିପରି ହୋଇଥାଏ,ପୁରୁଷ ମାନେ ଥରେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ଦ୍ୱାରା ଯାହାକି ପୁରୁଷ ଏବଂ ମହିଳା ମାନେ ନିହାତି ଭାବରେ ଜାଣିବା କଥା ତେବେ ଆସନ୍ତୁ ଜାଣିବାପ୍ରଥମେ ଯଦି ଆପଣଙ୍କ ଘରର ଘଣ୍ଟା ବାରମ୍ବାର ଖରାପ ହେବାରେ ଲାଗେ ତେବେ ଆପଣ ଜାଣି ନିଅନ୍ତୁ ଯେ ଆପଣଙ୍କ ଘର ଉପରେ କିଛି ଗଭୀର ସଂକଟ ପଡ଼ିବାକୁ ଯାଉଛି ଏବଂ ସେହି ଘରେ ଯଦି କିଛି କାଚ ପାତ୍ର ବାରମ୍ବାର ଭାଙ୍ଗିବାରେ ଲାଗେ ତେବେ ଜାଣନ୍ତୁ କିଛି ଆର୍ଥିକ ସଙ୍କଟ ଆସିପାରେ |

ଘରେ ଯଦି ଶୁଭ କାର୍ଯ୍ୟ ବାରମ୍ବାର ବାଧା ଉତ୍ପନ ହୁଏ ତେବେ ଜାଣିବେ ଆସନ୍ତା ସମୟରେ କିଛି ବିପଦ ପଡ଼ିବାର ସୂଚନା ମିଳୁଅଛି |ଯଦି ଘରର ଛାତ ଉପରେ କିମ୍ବା ଅଗଣାରେ କାଉ କିମ୍ବା ଚିଲ ହାଡ଼ ପକାଇବାର ସୂଚନା ମିଳିଥାଏ ଯଦି ଦିନ ହେଉ କିମ୍ବା ରାତି ଘର ଆଗରେ କୁକୁର ଭୁକୁଛନ୍ତି ତେବେ ଜାଣିବେ କିଛି ଅଶୁଭ ଘଟଣା ଘଟିବାର ସମ୍ଭାବନା ରହିଅଛି |

ଯଦି କାହାର କେବେ ଗମ୍ଭୀର ରୋଗ ଭଲ ହେଉ ନାହିଁ ତେବେ ଶୋଇବା ବେଳେ ମୁଣ୍ଡ ତଳେ ପଇସା ଟିଏ ରଖିକି ମଶାଣିରେ ପକାଇ ଦେଲେ ତାହା ଦୂର ହୋଇ ଯାଇଥାଏ |ଯଦି ବ୍ୟବସାୟରେ କ୍ଷତି ହୋଇଥାଏ ତେବେ ଗୋଟିଏ କାଚ ଶିଶିରେ ସୋରିଷ ତେଲ ପୁରାଇ ନଦୀରେ ପକାଇଲେ ତାହା ଦୂର ହୋଇଥାଏ |

ଯଦି ଦୁର୍ଭାଗ୍ୟ ଲାଗି ରହୁଥାଏ ସୌଭାଗ୍ୟ ଆସିବାକୁ ହେଲେ ଗୋଟିଏ ଲେମ୍ବୁ କୁ ମୁଣ୍ଡ ଉପରେ ସାତ ଥର ବୁଲାଇ ତାକୁ ଦୁଇଫାଳ କରି ଦୁଇଟି ଦିଗରେ ଫୋପାଡ଼ି ଦେବା ଉଚିତ |ଯେଉଁ କନ୍ୟାର ପେଟରେ କେଶ ଥାଏ ସେହି କନ୍ୟା କଳହ ପ୍ରିୟ ଏବଂ ଚରିତ୍ର ହୀନ ହୋଇଥାଏ ଯେଉଁ କନ୍ୟାର ଆଇବ୍ରୋ ପରସ୍ପର ଲାଗିକି ରହିଥାଏ ସେହି କନ୍ୟାକୁ କେବେବି ଧନର ଅଭାବ ରହିବ ନାହିଁ |ଯେଉଁ କନ୍ୟାର କାଖରେ ବାଳ ଥାଏ ସେ କନ୍ୟା ସ୍ୱାର୍ଥପର ଏବଂ ଲଜ୍ୟାହୀନ ହୋଇଥାଆନ୍ତି |

Leave a Reply

Your email address will not be published. Required fields are marked *