ଗଣେଶ ଚତୁର୍ଥୀରେ ନାଚୁ ନାଚୁ ଚାଲିଗଲା ଜୀବନ…ତାପରେ ଯାହା ହେଲା ଦେଖିକି ସମସ୍ତେ ରହିଗଲେ ସ୍ତବ୍ଦ, ଦେଖନ୍ତୁ ଭିଡ଼ିଓ

ଦର୍ଶକବନ୍ଧୁ ଆନ୍ଧ୍ରପ୍ରଦେଶର ଧର୍ମଗମରେ ଗଣେଶ ପୂଜାରେ ଜଣେ ଯୁବକ ଏତେ ନାଚିଲେ ଯେ ତାଙ୍କର ହାଟଆଟାକ ରେ ତାଙ୍କର ଚାଲିଗଲା ଜୀବନ | ଟ୍ୱିଟରରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ 26ବର୍ଷର ଯୁବକଙ୍କୁ ଦେଖିବାକୁ ମିଳିଛି |

ଏହି ଯୁବକଙ୍କ ନାମ ପ୍ରସାଦ ବୋଲି ଜଣାପଡିଛି, ଯୁବକ ଜଣଙ୍କ ନାଚିଥିବାବେଳେ ପଛକୁ ଯିବାବେଳେ ଧଡ଼ଧଡ଼ ହୋଇ ତଳକୁ ପଡିଯାଇଥିଲେ | ଏହି ଘଟଣା ଗତକାଲି ରାତିରେ ଘଟିଥିବା ଜଣାପଡିଛି | ତେବେ ସେହି ଯୁବକଙ୍କୁ ନିକଟସ୍ଥ ଡାକ୍ତର ଖାନାକୁ ନିଆଯାଇଥିଲା ଓ ଡାକ୍ତର ତାଙ୍କୁ ମୃ-ତୁ ଘୋଷଣା କରିଥିଲେ |

ତେବେ ଲୋକମାନେ କୋରାନ ଟିକାକୁ ମଧ୍ୟ ଦେଇ କରିଛନ୍ତି ଏହି ପୋଷ୍ଟ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଁଚିଛି | ଏଭଳି ପରିସ୍ଥିତିରେ ଲୋକମାନେ ସେହି ବ୍ୟକ୍ତିର ଜୀବନ ଚାଲିଯିବା ନେଇ ନିଜ ନିଜ କାରଣ ଦର୍ଶାଉଛନ୍ତି |

ଜଣେ ଉପଭୋକ୍ତା ଲେଖିଛନ୍ତି ଅତ୍ୟଧିକ ମଦ୍ୟପାନ ଏବଂ ଭୁଲ ଖାଦ୍ୟ ପେୟ ପରେ ଶରୀରକୁ ଅତ୍ୟଧିକ ଚାପରେ ରଖିବା ଦ୍ୱାରା ହାଟଆଟାକ ହୋଇପାରେ | ଏପରିକି ସିନେମା ଗୁଡିକରେ ମଧ୍ୟ ପର୍ବପର୍ବାଣୀରେ ମଦ୍ୟପାନର ପ୍ରଥା ପ୍ରଚାର କରାଯାଏ |

ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି DJ ସାଉଣ୍ଡ ଯୋଗୁ ଏହିସବୁ ଘଟୁଛି କରନା ଟୀକା ନେବା ପରେ ଲୋକଙ୍କ ଠାରେ ଏହି ହାଟ ବେମାରୀ ଦେଖା ଦେଉଛି | ତେବେ ସର୍ବସାଧାରଣ ସ୍ଥାନରେ ଅତି ତୀବ୍ର ଧୋନି ବନ୍ଦ କରାଯିବ ଉଚିତ |

Leave a Reply

Your email address will not be published. Required fields are marked *