କ୍ରିକେଟର ଏହି ବଡ଼ ରେକର୍ଡ଼ ଭାଙ୍ଗିବେ ଶୁଭମନ ଗିଲ ,ଗର୍ଜୁଛି ଗିଲଙ୍କ ବ୍ୟାଟ ,ଆଉ ମାତ୍ର ଅଳ୍ପ ରନ ବାକି ହୋଇପାରେ ବିଶ୍ୱ ରେକର୍ଡ ….ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ସଚିନଙ୍କ ରେକର୍ଡ ବ୍ରେକ କରିବେ କି ଗିଲ ଆଉ ଦରକାର 665 ରନ ଗର୍ଜୁଛି ଗିଲଙ୍କ ବ୍ୟାଟ ଲଗାତାର ଦିନିକିଆ ମ୍ୟାଚରେ ବିଶାଳ ବିଶାଳ ସ୍କୋର କରି ଚାଲିଛନ୍ତି ଶୁଭମନ ଗିଲ ଆଉ ରେକର୍ଡ ପରେ କରି ଚାଲିଛନ୍ତି ରେକର୍ଡ ଏହି କ୍ରମରେ ଆଉ 665 ରନର ଆବଶ୍ୟକତା ଅଛି ଯଦି ଶୁଭମନ ଗିଲ ଏତିକି ରନ ସଂଗ୍ରହ କରନ୍ତି ତାହେଲେ ସେ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡ ବ୍ରେକ କରିବାରେ ସଫଳ ହେବେ |

ଖବର ଅନୁଯାଇ ଶୁଭମନ ଗିଲ 2023 ବର୍ଷରେ 20 ଟି ଇନିଂସ 1230 ରନ ସଂଗ୍ରହ କରିଛନ୍ତି ଏଥିରେ ଶୁଭମନଙ୍କ ଷ୍ଟ୍ରାଇକ ରେଟ 105.03 ରହିଥିବା ବେଳେ ଆଭରେଜ 72.35 ରହିଛି ଜଣେ ଯୁବ ବ୍ୟାଟ୍ସମ୍ୟାନ ଭାବରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏତେ ପରିମାଣରେ ରନ ହାସଲ କରିବାରେ ଅନେକ ବରିଷ୍ଠ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଗିଲ |

2023 ରେ ଶୁଭମନ ଛଅଟି ଶତକ ମାରିଥିବା ବେଳେ ପାଞ୍ଚୋଟି ଅର୍ଦ୍ଧ ଶତକ ମାରିଛନ୍ତି ଶୁଭମନ ଏହି ରନ କରିବା ପରେ ଗାଙ୍ଗୁଲି ,ଆଜାରୁଦ୍ଦିନ ,ଧୋନି ,ଗୌତମ ଗମ୍ଭୀରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି ତେବେ ଗୋଟିଏ ବର୍ଷ ଅଧିକ ରନ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁ ରେ ରହିଛି |

ସଚିନ ଗୋଟିଏ ବର୍ଷରେ 1894 ରନ ସଂଗ୍ରହ କରିଥିଲେ 1998 ମସିହାରେ ଦିନିକିଆ ମ୍ୟାଚରେ ତେନ୍ଦୁଲକର ଏହି ରେକର୍ଡ କରିଥିଲେ ଯାହା ଆଜି ଯାଏ ଅନବ୍ରେକ ହୋଇଛି ତେନ୍ଦୁଲକର 34 ଟି ଇନିଂସ ଖେଳି ଏହି ରନ ସଂଗ୍ରହ କରିଛନ୍ତି ଏଥିରେ 9 ଟି ଶତକ ଏବଂ ସାତୋଟି ଅର୍ଦ୍ଧ ଶତକ ରହିଛି |

ବ୍ୟକ୍ତିଗତ ଭାବରେ ସର୍ବାଧିକ ସ୍କୋର 143 ରନ ରହିଛି |ତେବେ ଶୁଭମନ ଗିଲଙ୍କୁ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ବ୍ରେକ କରିବାକୁ ହେଲେ ଆଉ 635 ରନ ଆବଶ୍ୟକତା ରହିଛି ଆଗକୁ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ରହିଛି ଯଦି ଶୁଭମନ 665 ରନ କରିବାରେ ସଫଳ ହୁଅନ୍ତି ତେବେ ସଚିନଙ୍କ ରେକର୍ଡ ଭାଙ୍ଗିବେ ଶୁଭମନ |

Leave a Reply

Your email address will not be published. Required fields are marked *