ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର, ସରକାର କଲେ ଏପରି ଘୋଷଣା ,Student ମାନେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଏବେ ଏବେ ଆସିଲା ଆଉ କିଛି ନୂଆ ଅପଡେଟ 28 ତାରିକରେ ସବୁ ସ୍କୁଲ ଛୁଟି ହେବ ଏହାକୁ ନେଇ ଆସି ସାରିଛି ବହୁତ ବଡ଼ ଅପଡେଟ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |ଏନେଇ I &PR ଡିପାର୍ଟମେଣ୍ଟ ଓଡିଶା ତରଫରୁ ଟୁଇଟର ଯୋଗେ ଟୁଇଟ କରି ଜଣାଇ ଦିଆଯାଇଛି 28 ତାରିକ ଦିନ ସବୁ ସ୍କୁଲ ଛୁଟି ହେବ |

ହେଲେ କାହିଁକି ଛୁଟି ହେବ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା ଗମେଣ୍ଟ ଅଫ ଓଡିଶା ରେଭିନ୍ୟୁ ଆଣ୍ଡ ଡିଜାଷ୍ଟାର ମ୍ୟାନେଜମେଣ୍ଟ ତରଫରୁ ଆସିଛି ଅଫିସିଆଲ ନୋଟିଫିକେସନ ଯେଉଁ ନୋଟିଫିକେସନରୁ ସ୍ପଷ୍ଟ ହୋଇଛି ଯେ 29.9.2023 ଶୁକ୍ରବାର ଦିନ ଯେଉଁ ଛୁଟି ହେବାର ଥିଲା ତାହା ସେହିଦିନ ଛୁଟି ନହେଇ 28.9.2023 ଗୁରୁବାର ଦିନ ଛୁଟି ହେବ ବୋଲି କୁହାଯାଇଛି |

ତେବେ କାହିଁକି ଛୁଟି ହେବ ତାହା ମଧ୍ୟ ଜାଣି ରଖନ୍ତୁ ମହମଦ ଜୟନ୍ତୀ ଯୋଗୁଁ ସ୍କୁଲ ଛୁଟି ହେବ ଏନେଇ ସ୍କୁଲରୁ ଯେଉଁ ଏକାଡେମୀ କ୍ୟାଲେଣ୍ଡର ଆସିଥିଲା ସେଠାରେ ପୂର୍ବରୁ ତାରିକ ଦିଆଯାଇଥିଲା ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିନ 29.9.2023 ଶୁକ୍ରବାର ଦିନ ବୋଲି କିନ୍ତୁ 29 ତାରିକ ଦିନ ଛୁଟି ନହୋଇ 28.9.2023 ଦିନ ଛୁଟି ହେବ ବୋଲି |

ଆପଣମାନେ ଚାହିଁଲେ ଟୁଇଟର ଦେଖି ପାରିବେ ଟୁଇଟ କରି ଜଣାଇ ଦିଆଯାଇଛି ଯାହା ନୋଟିଫିକେସନ ଆସିଛି ତାହା ମଧ୍ୟ ଆପଣ ଚାହିଁଲେ ଦେଖିପାରିବେ |ତେବେ ଯେଉଁ ପିଲାମାନେ ପାଠ ପଢୁଛନ୍ତି ତେବେ ଏହା ଆପଣଙ୍କ ସାଙ୍ଗ ସାଥି ମାନଙ୍କ ପାଖକୁ ଶେୟାର କରିଦିଅନ୍ତୁ |

Leave a Reply

Your email address will not be published. Required fields are marked *