ନମସ୍କାର ଦର୍ଶକବନ୍ଧୁ ଯାହା ପାଖରେ ପ୍ରଭୁ ହନୁମାନଙ୍କ କୃପା ରହିଛି ତାକୁ ଜୀବନରେ କୌଣସି ବି ଶକ୍ତି ହରାଇ ପାରିବ ନାହିଁ ତାର ଚେଷ୍ଟାରେ କୌଣସି ବି କାର୍ଯ୍ୟ କେବେବି ବିଫଳ ଯିବ ନାହିଁ ଏହା ସତ୍ୟ ଶତ ପ୍ରତିଶତ ସତ୍ୟ |ବନ୍ଧୁଗଣ ଆପଣ ଆଖି ବନ୍ଦ କରି “ଓଁ ରାମ ରାମାୟ ନମଃ ” ଏହି ମନ୍ତ୍ରର ତିନିଥର ଉଚ୍ଚାରଣ କରନ୍ତୁ ଏବଂ ଆପଣଙ୍କ ଡାହାଣ ହାତର ତର୍ଜନୀ ଆଙ୍ଗୁଳି ରଖି ଦିଅନ୍ତୁ |ସ୍କ୍ରିନରେ ଯେଉଁ ଚିତ୍ର ଅଛି 1 ରୁ 9 ପର୍ଯ୍ୟନ୍ତ କୌଣସି ବି ଏକ ଏକ ସଂଖ୍ୟା ଉପରେ ପ୍ରଭୁ ରାମଙ୍କର ନାମକୁ ତିନିଥର ଧ୍ୟାନ କରି ପ୍ରଭୁ ରାମ ଏବଂ ହନୁମାନଙ୍କୁ ସ୍ମରଣ କରି ସେହି କୌଣସି ବି ସଂଖ୍ୟା ଉପରେ ଆପଣଙ୍କ ଆଙ୍ଗୁଠି ରଖି ଦିଅନ୍ତୁ ଏହା ମଧ୍ୟରେ ଆପଣଙ୍କୁ ମିଳିବାକୁ ଥିବା ଫଳ ବିଷୟରେ ଜାଣନ୍ତୁ ଏହା ହନୁମାନ ଜ୍ୟୋତିଷର ଅଙ୍କ ଶାସ୍ତ୍ର ଅଟେ ଏହା ଅଦ୍ଭୁତ ଏବଂ ଚମତ୍କାରୀ ମଧ୍ୟ ଅଟେ |ଆପଣ ଅଜ୍ଞାତରେ ଯେଉଁ ସଂଖ୍ୟାଟିକୁ ବାଛିବେ ତେବେ ଆପଣଙ୍କୁ ଫଳ କଣ ପ୍ରାପ୍ତ ହେବ ଜାଣିପାରିବେ |
ବନ୍ଧୁଗଣ ଯଦି ଆପଣ ସଂଖ୍ୟା 1 ଟିକୁ ବାଛିଛନ୍ତି ତେବେ ଆପଣଙ୍କର ଆଗାମୀ ସମୟରେ ଧନର ପ୍ରାପ୍ତି ହେବାର ଯୋଗ ରହିଅଛି ଏବଂ ମାନ ସମ୍ମାନ ମିଳିବାର ଯୋଗ ମଧ୍ୟ ରହିଅଛି ଅଟକି ଯାଇଥିବା ଧନ ମିଳିବାର ଯୋଗ ରହିଅଛି କରଜ ସମ୍ୱଦିୟ ସମସ୍ୟା ମଧ୍ୟ ଆପଣଙ୍କ ସମାପ୍ତ ହୋଇପାରେ |ଆପଣଙ୍କ ଆଗାମୀ ସମୟ ଶୁଭ ହିଁ ଶୁଭ ହେବାର ଯୋଗ ବନୁଅଛି |ତେବେ ଆପଣ ଯଦି ସଂଖ୍ୟା 1 କୁ ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭପ୍ରଦ ଅଟେ |
ତେବେ ଜାଣନ୍ତୁ ଆପଣ ଯଦି ଆଙ୍ଗୁଠି ସଂଖ୍ୟା 2 ଉପରେ ରଖିଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ଧନର ଖର୍ଚ୍ଚ ଅଧିକ ହେବାକୁ ଯାଉଛି ଅର୍ଥାତ ଧନର ହାନି ହେବାର ସମ୍ଭାବନା ରହିଛି ଏଥିପାଇଁ ଧନ ସମ୍ବଦିୟ ନିର୍ଣ୍ଣୟ ଆପଣ ଯାହା ବି ନେଉଛନ୍ତି ଭାବିଚିନ୍ତି ନିଅନ୍ତୁ |ଯଦି ଆପଣ ଧନ ସମ୍ୱାଦିୟ କୌଣସି କାର୍ଯ୍ୟର ଦାୟିତ୍ୱ ନେଉଛନ୍ତି ତେବେ ଆପଣ ଘରେ ବଡ଼ ଲୋକଙ୍କ ପରାମର୍ଶ ନିଅନ୍ତୁ ଯଦି ଆପଣ ବିବାହ କରିଛନ୍ତି ମାତା ପିତାଙ୍କ ଆଶୀର୍ବାଦ ପୁରା ନିଅନ୍ତୁ |
ଯଦି ଆପଣଙ୍କ ଆଙ୍ଗୁଠି ସଂଖ୍ୟା 3 ଉପରେ ରଖିଛନ୍ତି ତ ଆପଣଙ୍କ ମିତ୍ର ସଂଯୋଗ ହେବ କୌଣସି ପ୍ରିୟ ବ୍ୟକ୍ତିଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ ପୁରୁଷ ମାନଙ୍କ କୌଣସି ସୁନ୍ଦରୀ ମହିଳାଙ୍କ ସହିତ ସାକ୍ଷାତ ହୋଇପାରେ |ମହିଳା ମାନଙ୍କୁ କୌଣସି ଧନଵାନ ବ୍ୟକ୍ତିର ସାହାଯ୍ୟ ପାଇପାରିବେ ଏବଂ ଯଦି ଆପଣ କୌଣସି ଇଣ୍ଟରଭିୟୁ କାର୍ଯ୍ୟ କ୍ଷେତ୍ରରେ ଯାଇଥିଲେ ତେବେ ସେଥିରେ ସଫଳତା ହେବାର ମଧ୍ୟ ଯୋଗ ବନୁଅଛି |
ତେବେ ବନ୍ଧୁଗଣ ଆପଣ ଯଦି ସଂଖ୍ୟା 4 ଟିକୁ ଛୁଇଁଛନ୍ତି ତେବେ ଜାଣନ୍ତୁ ଆପଣଙ୍କୁ କୌଣସି ରୋଗ ବା ବ୍ୟାଧି ହେବାର ସମ୍ଭାବନା ବନୁଅଛି ଏଥିପାଇଁ ସାବଧାନ ରହିବା ଉଚିତ ଏଥିରୁ ରକ୍ଷା ପାଇବା ପାଇଁ ଆପଣ ମଙ୍ଗଳବାର ଦିନ ଚମେଲ ତେଲର ଦୀପ ଜାଳନ୍ତୁ ଏହା ଦ୍ୱାରା ଆପଣଙ୍କ ଯାହା ବି ସଙ୍କଟ ଥିଲା ତାହା ସବୁ ଦୂର ହୋଇଯିବ |ଯଦି ଆପଣ ପ୍ରତ୍ୟକ ଦିନ ହନୁମାନ ଚାଳିଶା ପାଠ କରନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ଦୁଃଖର ବିନାଶ ଘଟିବ |
ଆପଣ ଯଦି ସଂଖ୍ୟା 5 ଉପରେ ଆଙ୍ଗୁଳି ରଖିଛନ୍ତି ତେବେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇବାର ସମୟ କାର୍ଯ୍ୟ ବିଷୟରେ ଆପଣ ଯାହା ଚିନ୍ତା କରୁଛନ୍ତି ତାହା ପୂରଣ ହେବାର ଯୋଗ ବନୁଅଛି ଆଗରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ନିଶ୍ଚୟ ପୂରଣ ହେବାର ଯୋଗ ବନୁଅଛି ଅଥବା ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି ଯେଉଁଥିରେ ଆପଣଙ୍କୁ ଆଗକୁ ବହୁତ ସଫଳତା ମିଳିବ |
ବନ୍ଧୁଗଣ ଆପଣ ଯଦି ସଂଖ୍ୟା 6 ଉପରେ ହାତ ରଖିଛନ୍ତି ତେବେ ଆପଣଙ୍କ କାହା ସହ ବାଦ ବିବାଦ କଳହ ହେବାର ସମ୍ଭାବନା ବନୁଅଛି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇପାରେ ବା ପିତା ପୁତ୍ରଙ୍କ ମଧ୍ୟରେ କଳହ ହୋଇପାରେ |ଆପଣଙ୍କ ଏଭଳି ସମୟ ଯେତେବେଳେ ଆସୁଛି ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ଧର୍ଯ୍ୟ ଧରନ୍ତୁ ସବୁ କିଛି ଠିକ ଠକ ହୋଇଯିବ |ଧର୍ଯ୍ୟ ଧରନ୍ତୁ ଆଜି ଯଦି ଖରାପ ସମୟ ଆସିଛି କାଲି ଆମ ଜୀବନରେ ଭଲ ସମୟ ଆସିବ |
ଆପଣ ଯଦି ସଂଖ୍ୟା 7 ଉପରେ ଆଙ୍ଗୁଳି ରଖିଛନ୍ତି ତ ଆପଣଙ୍କୁ ସନ୍ତାନ ସୁଖ ମିଳିପାରେ ବା ସନ୍ତାନ ମାନଙ୍କ ଠାରୁ କିଛି ଖୁସି ଖବର ମିଳିପାରେ ସନ୍ତାନ ମାନଙ୍କୁ କୌଣସି କ୍ଷେତ୍ରରେ ସଫଳତା ମିଳିପାରେ ଘରେ କୌଣସି ବଡ଼ ଖୁସି ଖବର ପ୍ରାପ୍ତ ହେଵ |
ଯଦି ଆପଣ ସଂଖ୍ୟା 8 ଉପରେ ଆଙ୍ଗୁଳି ରଖିଛନ୍ତି ତ ଜୀବନରେ କଷ୍ଟ ଆସିବା ଆପଣଙ୍କ ଅପମାନ ହେବାର ଯୋଗ ରହିଅଛି କେହି ଆପଣଙ୍କ ସହିତ ବିଶ୍ୱାସଘାତକତା କରି ପାରନ୍ତି |କାହାକୁ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ ଆପଣଙ୍କ ଭରସା ଭାଙ୍ଗିପାରେ ଏଥିପାଇଁ ଆପଣ ଅନ୍ୟମାନଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ |
ଯଦି ଆପଣ ସଂଖ୍ୟା 9 କୁ ବାଛିଛନ୍ତି ତେବେ ଆପଣ କୌଣସି ମକଦମାରେ ବିଜୟ ହୋଇପାରନ୍ତି ଆପଣଙ୍କ ଯଦି କୌଣସି କୋର୍ଟ କଚେରୀ ମାମାଲା ଥିଲା ସେଥିରେ ଆପଣଙ୍କୁ ନିଶ୍ଚିତ ଭାବରେ ଡିଗ୍ରୀ ନିଶ୍ଚିତ ଭାବରେ ସଫଳତା ହେବ |ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ଆପଣଙ୍କ ଆଗକୁ ଭାବିଥିବା କାର୍ଯ୍ୟ କରିପାରୁନଥିଲେ ସେହି କାର୍ଯ୍ୟ ହେବାର ମଧ୍ୟ ଯୋଗ ବନୁଅଛି |