ତୁ ମୋ ଆଖିର ତାରା ସିରିଏଲରେ ଅଭିନୟ କରୁଥିବା ଆକ୍ଟର ଏବଂ ଆକ୍ଟ୍ରେସ ମାନଙ୍କ ପ୍ରକୃତ ନାମ ଜାଣିଲେ ଆପଣ ହସି ହସି ଗଡ଼ିଯିବେ |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ତରଙ୍ଗ ଟିଭିର ଗୋଟିଏ ସିରିଏଲ ଯାହାର ନାଁ ହେଉଛି ତୁ ମୋ ଆଖିର ତାରା ଆପଣମାନେ ନିଶ୍ଚିତ ଭାବରେ ସେହି ସିରିଏଲଟିକୁ ଦେଖୁଥିବେ ସେହି ଅଭିନେତା ଏବଂ ଅଭିନେତ୍ରୀଙ୍କ ପ୍ରକୃତ ନାମ କଣ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ସେଥିପାଇଁ ଆପଣ ନିଶ୍ଚୟ ଶେଷ ଯାଏ ଦେଖନ୍ତୁ |

ଦର୍ଶକବନ୍ଧୁ ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ନିକିତା ଯିଏ କି ଏହି ସିନେମାରେ ନେଗେଟିଭ କ୍ୟାରିୟର ପ୍ଲେ କରନ୍ତି ତାଙ୍କର ପ୍ରକୃତ ନାମ ହେଉଛି ଅନନ୍ୟ ପରିଡ଼ା ଖୁବ ସୁନ୍ଦର ଅଭିନୟ କରି ବହୁତ କମ ସମୟ ମଧ୍ୟରେ ଲୋକମାନଙ୍କ ମନରେ ଜାଗା କିଣି ସାରିଲେଣି |

ନମ୍ବର 2 ରେ ଆସୁଛନ୍ତି କୁନି ତାରିଣୀ ଏକ କୁନି କଳାକାର ଭାବରେ ସୁନ୍ଦର ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିସାରିଛନ୍ତି ତେବେ ତାରିଣୀଙ୍କ ପ୍ରକୃତ ନାମ ହେଉଛି ଶ୍ରେୟା |

ନମ୍ବର 3 ରେ ଆସୁଛନ୍ତି ତୁ ମୋ ଆଖିର ତାରା ସିରିଏଲର ଲିଡ଼ ଆକ୍ଟର ତରୁଣ ଯାହାଙ୍କ ପ୍ରକୃତ ନାମ ହେଉଛି ଦେବ ମହାନ୍ତି ଦେବ ଜଣେ ବହୁତ ସୁନ୍ଦର ଏବଂ ହ୍ୟାଣ୍ଡସମ ଅଭିନେତା ଅଟନ୍ତି |

ନମ୍ବର 4 ରେ ଆସୁଛନ୍ତି ତନୁଜା ଯାହାଙ୍କ ପ୍ରକୃତ ନାମ ହେଉଛି ଅଙ୍କିତା ରାଉତ ,ତନୁଜା ବହୁତ ସୁନ୍ଦର ଅଭିନୟ କରି ଦର୍ଶକମାନଙ୍କ ମନରେ ଘରେ କରିସାରିଛନ୍ତି |

ନମ୍ବର 5 ରେ ଆସୁଛନ୍ତି ମିସ୍କି ଯାହାଙ୍କ ପ୍ରକୃତ ନାମ ହେଉଛି ପ୍ରଲିପ୍ତା ପ୍ରିୟଦର୍ଶନୀ ଯିଏ କି ସୁନ୍ଦର ଅଭିନୟ କରି ଲୋକମାନଙ୍କ ମନରେ ଘର ସାରିଲେଣି |

ନମ୍ବର 6 ରେ ଅଛନ୍ତି ଏହି ସିରିଏଲର ଲିଡ଼ ଆକ୍ଟ୍ରେସ ତାରା ଯିଏ କି ବହୁତ ସୁନ୍ଦର ଅଭିନୟ କରି ଖୁବ କମ ସମୟ ମଧ୍ୟରେ ଓଡ଼ିଶାର ଦର୍ଶକମାନଙ୍କ ମନରେ ଘର କରିସାରିଲେଣି |

Leave a Reply

Your email address will not be published. Required fields are marked *