Sadhubani :ସ୍ୱାମୀ ସ୍ତ୍ରୀ ଯଦି ପୁତ୍ର ସନ୍ତାନ ଚାହୁଁଛନ୍ତି ତେବେ ପାଳନ କରନ୍ତୁ ଏହି ନିୟମ ,ନିଶ୍ଚିତ ଭାବରେ ଆପଣଙ୍କ ଜାତ ହେବ ଶିଶୁ ପୁତ୍ର ,କରିକି ଦେଖନ୍ତୁ …..

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ସ୍ୱାମୀ ସ୍ତ୍ରୀ କଣ କରିବା ଦ୍ୱାରା ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ଏହି ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟକ ପୁଅ ଝିଅ ଚାହାଁନ୍ତି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଏବଂ ସେମାନଙ୍କ ଗୋଟେ ପୁତ୍ର ସନ୍ତାନ ଜାତ ହେବା ପାଇଁ ଏହା ସମସ୍ତଙ୍କ ଇଛା ରହିଥାଏ କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇ ପାରିନଥାଏ କାହାର ପୁତ୍ର ସନ୍ତାନ ଜାତ ହୋଇଥିବା ବେଳେ କାହାର କନ୍ୟା ସନ୍ତାନ ଜାତ ହୋଇଥାଏ |

ଏହିଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ ପୁଅ ହେଉ କିମ୍ବା ଝିଅ ହେଉ ସମସ୍ତେ ସମାନ ଅଟନ୍ତି କିନ୍ତୁ ଅନେକ ଲୋକମାନଙ୍କ ଇଛା ରହିଥାଏ ଯେ କେବଳ ପୁତ୍ର ସନ୍ତାନ ହେଉ ବୋଲି ତେବେ ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ କଣ କଲେ କେବଳ ପୁତ୍ର ସନ୍ତାନ ଜାତ ହେବ ବୋଲି ତେବେ ଚାଲନ୍ତୁ ଜାଣିବା ଯେ କଣ କରିବା ଦରକାର |

ପ୍ରଥମ କଥା ହେଉଛି ଯଦି ପୂଜା ଘରେ ଘିଅ ଦୀପ ଜଳା ହୋଇଥାଏ କିନ୍ତୁ ଆପଣ ଯଦି ପୁତ୍ର ସନ୍ତାନ ଚାହାଁନ୍ତି ତେବେ ପ୍ରତି ସୋମବାର ଏବଂ ଶନିବାରରେ ଦୁଇଟି ଲେଖାଏଁ ଘିଅ ଦୀପ ନିଜ ପୂଜା ଘରେ ଜାଳିବା ନିହାତି ଦରକାର |ଦ୍ୱିତୀୟ କଥା ହେଉଛି ଆପଣଙ୍କ ବେଡ଼ ରୁମରେ ବା ଶୋଇବା ଘରେ ଖଟର ସାମ୍ନା ପଟେ ସୁନ୍ଦର ଶିଶୁର ଫୋଟ ନିହାତି ଲଗାନ୍ତୁ |

ଯାହା ଦ୍ୱାରା ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସହାୟକ ହୋଇଥାଏ ଶେଷ ତୃତୀୟ କଥାଟି ହେଉଛି ଆପଣଙ୍କୁ ପ୍ରତି ରବିବାର କେବେବି ଆମିଷ ଖାଆନ୍ତୁ ନାହିଁ ଯାହା ଫଳରେ ପୁତ୍ର ସନ୍ତାନ ଜନ୍ମ ହେବାର ସବୁଠାରୁ ବଡ଼ କାମ କରିଥାଏ |

Leave a Reply

Your email address will not be published. Required fields are marked *