ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ପାଣିପାଗ କୁ ନେଇ ବଡ଼ ସୂଚନା ନୂଆ ଅପଡେଟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁଆପଥର ମାଡ ସହ ଘଡଘଡି ସହ ବର୍ଷା ହେବ ସବୁଠାରୁ ଅଧିକ ଭୟଙ୍କର ହେବ ପଶ୍ଚିମା ଝଡ ଭାଙ୍ଗିବ ଘରଦ୍ୱାର ଉପୁଡ଼ିପାରେ ବଡ ବଡ ଗଛ ଘରୁ ବାହାରିବା ମନା ହାଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ବଜ୍ରପାତର ବିପଦ ୧୩ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ |
ଆସନ୍ତା ୫ ଦିନକୁ ସମାଧାନ ଏହାକୁ ନେଇ ହାଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ହଠାତ୍ ବଦଳିଯିବ ପାଗ ମାଡ଼ି ଆସିବ ଘନ ଅନ୍ଧାର ବହିବ ପବନ ପ୍ରବଳ ବର୍ଷିବ ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି ନେଇ କଣ ରହିଛି ପାଣିପାଗର ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା।
ତେବେ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପଶ୍ଚିମା ଝଡର ପ୍ରଭାବରେ କାଳବୈଶାଖୀ ବର୍ଷା ଓ ଝଡ ତୋଫାନ ଜାରି ରହିବ ବିଶେଷ କରି ସୁନ୍ଦରଗଡ଼ କେନ୍ଦୁଝର ମୟୂରଭଞ୍ଜ ଦେବଗଡ଼ ଯାଜପୁର ଭଦ୍ରକ ବାଲେଶ୍ଵର ଗଜପତି ଗଞ୍ଜାମ ନୂଆପଡ଼ା ନବରଙ୍ଗପୁର କଳାହାଣ୍ଡି ଓ କନ୍ଧମାଳ ଆଦି ୧୩ଟି ଜିଲ୍ଲାରେ ପରିସ୍ଥିତିକୁ ଧ୍ୟାନରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି |
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ମୟୂରଭଞ୍ଜ ବାଲେଶ୍ଵର ରାୟଗଡ଼ା ଯାଜପୁର ଭଦ୍ରକ ଏବଂ ମାଲକାନଗିରିର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିଲା ତେବେ କୋରାପୁଟ ଜିଲ୍ଲାର ଜୟପୁର ଠାରେ ସର୍ବାଧିକ ୧୪୮.୮ କିଲୋମିଟର ବର୍ଷା ରେକର୍ଡ କରାଯାଇଛି ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘଡଘଡି ସହ ଭୀଷଣ ବର୍ଷାର ସମ୍ଭାବନା |
୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି ତେବେ ସେହିସବୁ ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦୁଝର ଅନୁଗୁଳ ଢେଙ୍କାନାଳ ଯାଜପୁର କଟକ ଖୋର୍ଦ୍ଧା ନୟାଗଡ଼ ଜଗତସିଂହପୁର ଏବଂ ପୁରୀ ତେବେ ୩ଟି ଜିଲ୍ଲା କଟକ ଯାଜପୁର ଏବଂ ଢେ଼ଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ଅତି ଭୀଷଣ ବର୍ଷା ସହ ପୁଅପଥାର ପଡ଼ିବା ସହ ବଜ୍ରପାତର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।
|