ଏବେ ଏବେ SBI ବ୍ୟାଙ୍କକୁ ନେଇ ଆସିଲା ବଡ଼ ଖୁସିର ଖବର, ସବୁ ଗ୍ରାହକ ମାନଙ୍କୁ ଏବେ ମିଳିବ ଏହି ସବୁ ସୁବିଧା…ବ୍ୟାଙ୍କ ରେ ଖାତା ଥିଲେ ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖୁସି ଖବର ଯଦି ଆପଣଙ୍କର SBI ରେ ଆକାଉଣ୍ଟ ଅଛି ତେବେ ଜାଣି ରଖନ୍ତୁ ଏବେ ଆସିଲା ଆଉ କିଛି ବଡ଼ ଖବର ଏନେଇ ମଧ୍ୟ SBI ତାହାର ୱେବସାଇଟରେ ସୂଚନା ଜାରି କରିଛି |ଯାହା ମଧ୍ୟ ଆପଣଙ୍କୁ ମିଳିବାକୁ ଯାଉଛି ଅଧିକ ବେନିଫିଟ ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ଡିଟେଲସ |SBI ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ବର୍ତ୍ତମାନ SBI ଏହାର ଗ୍ରାହକ ମାନଙ୍କୁ ଧନୀ କରିବାରେ ଲାଗିଛି |

କାରଣ ସବୁଠାରୁ ଲୋକପ୍ରିୟ ଯୋଜନା ଅମ୍ରିତ ସ୍କଳ FD ସ୍କିମ ବ୍ୟାଙ୍କ ଦ୍ୱାରା ପୁନଃ ଆରମ୍ଭ ହୋଇଛି |ଏହି ଯୋଜନା ଚାରିଶହ ଦିନର ପୁଞ୍ଜି ବିନିଯୋଗ ଦମଦାର ରିଟର୍ଣ୍ଣ ଦେଇଥାଏ ସୂଚନା ପାଇଁ ଆମେ ଆପଣଙ୍କୁ କହିରଖୁଛୁ ଏହି FD ଯୋଜନା ଏକ ସୀମିତ ସମୟ ଧରି ଆରମ୍ଭ କରାଯାଇଥିଲା ଏହା ପୂର୍ବରୁ 15 ଫେବୃଆରୀ 2023 ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବିନିଯୋଗ ପାଇଁ ଆରମ୍ଭ କରାଯାଇଥିଲା |

ଏଥିରେ ନିବେଶ ଉପରେ SBI 7 ପ୍ରତିଶତରୁ ଅଧିକ ହାରରେ ସୁଧ ଦେଉଛି |ତେବେ ୱେବସାଇଟର ସୂଚନା ଅନୁଯାଇ ବ୍ୟାଙ୍କ 400 ଦିନର FD ଉପରେ 7.10 ପ୍ରତିଶତ ହାରରେ ସୁଧ ଦେଇଥାଏ |ଏହା ବ୍ୟତୀତ ସେ ବରିଷ୍ଠ ନାଗରିକଙ୍କୁ 7.60 ପ୍ରତିଶତ ହାରରେ ସୁଧହାର ଲାଭ ମଧ୍ୟ ଦେଇଥାଏ |

ତେବେ ଏହି ଯୋଜନା 30 ଜୁନ ପର୍ଯ୍ୟନ୍ତ ବିନିଯୋଗ ପାଇଁ ପ୍ରଦାନ କରାଯାଉଥିବା ବେଳେ କିନ୍ତୁ ଆପଣ ଡିସେମ୍ବର 31 ପର୍ଯ୍ୟନ୍ତ ଏହି FD ଯୋଜନାର ବିନିଯୋଗ କରିପାରିବେ |ଯଦି ଆପଣ ନିଜର ଟଙ୍କାକୁ ସେଭିଙ୍ଗ ଆକାଉଣ୍ଟରେ ରଖିଛନ୍ତି |

ତେବେ ଆପଣ ଚାହିଁଲେ ଏହି ସ୍କିମ ମଧ୍ୟ ଆପଣାଇ ପାରିବେ ଯାହାକି ଆପଣଙ୍କୁ 400 ଦିନର ଏକ FD କରିବାକୁ ପଡ଼ିବ ଯେଉଁଥିରେ ଆପଣଙ୍କୁ 7.10 ପ୍ରତିଶତ ହାରରେ ସୁଧ ମଧ୍ୟ ମିଳିବ |

Leave a Reply

Your email address will not be published. Required fields are marked *