ଭୁଲରେ ମଧ୍ୟ ଘରର ଠାକୁର ଘରେ ରଖନ୍ତୁ ନାହିଁ ଏହି ତିନୋଟି ଜିନିଷ ,ନଚେତ ହୋଇଯିବେ କାଙ୍ଗାଳ ,ଦରିଦ୍ର୍ୟତା ଆପଣଙ୍କ ପିଛା ଛାଡ଼ିବ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଆମେ କେତେଥର ପୂଜା ପାଠ କରିସାରିଲା ପରେ ମଧ୍ୟ ଆମ ମାନଙ୍କ କଷ୍ଟ ଏବଂ ଅସୁବିଧା ଦୂର ହେବା ବଦଳରେ ଅଧିକା ବଢି ଯାଇଥାଏ ଘରେ ପଇସା ଥିଲେ ମଧ୍ୟ ଘରର କୌଣସି ଉନ୍ନତି ହୋଇନଥାଏ ଏବଂ ଏହା ସହିତ ମଧ୍ୟ କିଛି ରୋଗ ଘରର ସଦସ୍ୟ ମାନଙ୍କୁ ଲାଗି ରହିଥାଏ ଏହା ଏଥିପାଇଁ ହୋଇଥାଏ ଯଦି ଘରେ କୌଣସି ବାସ୍ତୁ ଦୋଷ ବା ନକରାତ୍ମକ ଉର୍ଜା ରହିଥାଏ ସେଥିପାଇଁ |ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କ ପୂଜା ଘରେ କେବେବି ରହିବା ଉଚିତ ନୁହେଁ |

ବନ୍ଧୁଗଣ ଘରର ମନ୍ଦିର ଏକ ଏମିତି ଜାଗା ଅଟେ ଯେଉଁଠି ଘରର ସାକାରାତ୍ମକ ବା ନାକରାତ୍ମକ ଉର୍ଜା ଆରମ୍ଭ ହୋଇଥାଏ କିନ୍ତୁ ଯଦି ପୂଜା ଘରେ କିଛି ଏମିତି ଜିନିଷ ଅଛି ଯେଉଁଠି ନାକରାତ୍ମକ ଉର୍ଜାର ନିର୍ମାଣ ହେଉଛି ତାହା ଫଳରେ ଘରେ ସବୁ ଜାଗାରେ ନାକରାତ୍ମକ ଉର୍ଜା ଖେଳି ଯାଇଥାଏ |ଘରର ଅଶୁଭ ସ୍ଥିତି ଆରମ୍ଭ ହୋଇ ଯାଇଥାଏ |

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ସେହି ଜିନିଷ ଗୁଡ଼ିକ ବନ୍ଧୁଗଣ ସର୍ବ ପ୍ରଥମେ ଏହି କଥାର ଧ୍ୟାନ ରଖନ୍ତୁ ଯେ ପୂଜା ଘରେ ଠାକୁରଙ୍କ ତିନୋଟି ,ମୂର୍ତ୍ତି ରଖନ୍ତୁ ନାହିଁ |କୌଣସି ଭଗବାନଙ୍କ ଅଲଗା ଅଲଗା ତିନୋଟି ମୂର୍ତ୍ତି ପୂଜା ଘରେ ରଖିବା ସବୁଠାରୁ ଅଶୁଭ ବୋଲି କୁହାଯାଇଥାଏ |ଏହା ସହିତ ଧ୍ୟାନ ରଖନ୍ତୁ ଭଗବାନଙ୍କ କୌଣସି ମୂର୍ତ୍ତି ବା ଫୋଟ ଚିତ୍ର ଖଣ୍ଡ ବିଖଣ୍ଡିତ ରଖିବା ଉଚିତ ନୁହେଁ |

ଯଦି ଆପଣଙ୍କ ପୂଜା ଘରେ ଏମିତି କୌଣସି ମୂର୍ତ୍ତି ଅଛି ତେବେ ତାକୁ କୌଣସି ବହି ଯାଉଥିବା ଜଳରେ ବା ନଦୀରେ ପ୍ରବାହିତ କରି ଦିଅନ୍ତୁ |ଏହା ସହିତ ପୂଜା କରିଲା ବେଳେ ପୂଜା ଘରେ ଯଦି କୌଣସି ବାସୀ ଫୁଲ ପଡ଼ି ରହିଛି ତେବେ ତାକୁ ସେଠାରୁ ତୁରନ୍ତ ହଟାଇ ଦିଅନ୍ତୁ ସବୁବେଳେ ଏହି ଜିନିଷ ଧ୍ୟାନ ରଖନ୍ତୁ |

ବନ୍ଧୁଗଣ ଯେତେବେଳେ ସକାଳେ ଆପଣ ପୂଜା କରୁଛନ୍ତି ପୂଜା ସମୟରେ ଚଢାଇଥିବା ଫୁଲ ସନ୍ଧ୍ୟା ସମୟରେ ପୂଜା କଲାବେଳେ ତାକୁ ସେଠାରୁ ହଟାଇ ଦିଅନ୍ତୁ କାରଣ ଯେଉଁଠାରେ ଶୁଖିଲା ଫୁଲ ରହିଥାଏ ସେଠାରେ ସର୍ବଦା ନାକରାତ୍ମକ ଉର୍ଜାର ଆରମ୍ଭ ହୋଇ ଯାଇଥାଏ |

Leave a Reply

Your email address will not be published. Required fields are marked *