ଭଗବାନଙ୍କ ନାମ ନେଇ ବାଛନ୍ତୁ ମନ ପସନ୍ଦର ଗୋଟେ ମନ୍ଦାର ଫୁଲ ଏବଂ ଜାଣନ୍ତୁ ଆଗକୁ ଆପଣଙ୍କ ଭଲଦିନ କେବେ ଆସିବ |

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଏହି ବିଷୟଟିର ରହିଛି ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ଭଗବାନ ଆପଣ ଦୁଇଟି ମନ୍ଦାର ଫୁଲ ଦେଖୁଛନ୍ତି ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ତାହା ସହିତ ଦୁଇଟି ଫୁଲ ଏକ ଏବଂ ଦୁଇ ଆପଣ ଏହି ଦୁଇଟି ଫୁଲରୁ ଗୋଟିଏ ଫୁଲ ବାଛିପାରିବେ ଆପଣଙ୍କୁ ଏହି ଦୁଇଟି ମନ୍ଦାର ଫୁଲ ମଧ୍ୟରୁ ଗୋଟିଏ ମନ୍ଦାର ଫୁଲ ବାଛନ୍ତୁ ଦେଖନ୍ତୁ ଆପଣଙ୍କ ଭାଗ୍ୟ ଚକ୍ର କଣ କହୁଛି ଏହି ବିଷୟଟି ପ୍ରଶ୍ନ ଭବିଷ୍ୟ ଉପରେ ଆଧାରିତ ଏହି ଭଳି ଅନେକ ବିଷୟ ବସ୍ତୁ ଆମେ ଆପଣଙ୍କୁ କହିଅଛି କିନ୍ତୁ ଆଜିର ବିଷୟରେ ଆମେ ଆପଣଙ୍କ ଭବିସ୍ୟକୁ ନେଇ କିଛି ନୂଆ ରହସ୍ୟ ବିଷୟରେ କହିବୁ ତ ନିଶ୍ଚିତ ଭାବରେ ଏହି ବିଷୟଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏଥିରେ ଆପଣଙ୍କ ଭବିଷ୍ୟର ବହୁତ କିଛି ପ୍ରଶ୍ନର ଉତ୍ତର ରହିଅଛି |ଆପଣଙ୍କ ଯଦି କୌଣସି ଟେନସନରେ ଅଛନ୍ତି ଦାମ୍ପତ୍ୟ ଜୀବନ କଳହ ଏବଂ ସ୍ୱାସ୍ଥ୍ୟ ଠିକ ରହୁ ନାହିଁ ବା ଆପଣଙ୍କ କୌଣସି ପ୍ରକାର ସମସ୍ୟା ରହୁଅଛି ତ ଏହି ବିଷୟଟି ଆପଣଙ୍କ ପାଇଁ ଆପଣ ଯେଉଁ ଫୁଲଟିକୁ ବାଛି ଥିବେ ତାହା ଉପରେ କୁହାଯାଉଥିବା କଥାଟିକୁ ଶୁଣିବେ ବାକି ଫୁଲର କଥା ଶୁଣିବେ ନାହିଁ |

ପ୍ରଥମେ ଯଦି ଆପଣ ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଏହା କଣ କହୁଛି ଆପଣଙ୍କ ଭାଗ୍ୟ ବିଷୟରେ ଆପଣ ବର୍ତ୍ତମାନ ବ୍ୟଗ୍ରହମନ ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି |ଯାହା ହେଉ ଆପଣଙ୍କ ନିମନ୍ତେ ବର୍ତ୍ତମାନ ବହୁତ ଶୁଭ ସମୟ ଆସିଗଲାଣି ପ୍ରାୟତଃ ଆପଣଙ୍କ ଲାଗି ଦୁଃଖର ସମୟ ଅତୀତ ହୋଇଯାଇଛି ସମସ୍ତ ବ୍ୟାକୁଳତା ଆପଣଙ୍କ ଦୂର ହେବ ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା ପ୍ରଭାବରୁ ହେଉଥିଲା ଆପଣ ବହୁତ ମନ୍ଦ ଫଳ ଭୋଗ କରି ସାରିଲେଣି ରୋଗରେ ପଡ଼ି ବହୁ ଅର୍ଥ ମଧ୍ୟ ବ୍ୟୟ କରି ସାରିଲେଣି ଆପଣଙ୍କ ସମସ୍ତ ଗୃହ ଉପକରଣ ପ୍ରାୟତଃ ନଷ୍ଟ ହୋଇଯାଉଛି କିଛି କାରଣ ନଥାଇ ଆପଣ ବିପଦରେ ପଡ଼ି ଯାଉଛନ୍ତି |ଏବେ ଠାରୁ ଆପଣଙ୍କ ସମୟ ଧୀରେ ଧୀରେ ଭଲ ଆସିଲାଣି ତେଣୁ ଆପଣ ନିଜ ଇଷ୍ଟଦେବଙ୍କ ପୂଜା କରନ୍ତୁ ଆପଣଙ୍କ ଠାରୁ ଦୂରେଇ ଯାଇଥିବା ମିତ୍ର ଏବଂ ସହଯୋଗୀ ମାନେ ଆପଣଙ୍କ ପାଖକୁ ପୁଣି ଫେରି ଆସିବେ |ଅଫିସରେ ଆପଣଙ୍କ ଯାହାବି କିଛି ସମସ୍ୟା ରହୁଥିଲା ତାହା ସବୁ ଦୂର ହୋଇଯିବ ମିତ୍ର ଶକ୍ତି ବୃଦ୍ଧି ପାଇବ |

ଦ୍ଵିତୀୟରେ ଯଦି ଆପଣ ନାଲି ରଙ୍ଗର ମନ୍ଦାର ଫୁଲଟିକୁ ବାଛିଛନ୍ତି ଆପଣ ଯାହା ପ୍ରଶ୍ନ ମନ ମଧ୍ୟରେ ଗ୍ରହଣ କରିଛନ୍ତି ତାହା ଅତ୍ୟନ୍ତ ହିଁ ଉନ୍ନତ ଅଟେ ବର୍ତ୍ତମାନ ଆପଣ ଜୀବନ ମଧ୍ୟରୁ ପାପ ଫଳମାନ ଦୂର ହୋଇ ଶୁଭଫଳର ଆଗମନ ବେଳ ଆସିଯାଇଛି |ବର୍ତ୍ତମାନ ଆପଣ ଯାହା ବ୍ୟୟ ଫଳ ଭୋଗ କରୁଛନ୍ତି ତାହା ସମୟାନୁକ୍ରମେ କମିଯିବ ଧର୍ମ ଭାବ ଜାଗ୍ରତ ହେବ ଅର୍ଥ ବା ଆର୍ଥିକ ସମସ୍ୟାରେ ଉନ୍ନତି ଆସିବ ବର୍ତ୍ତମାନ କେତୁଙ୍କ ଫଳ ଦୃଷ୍ଟିରୁ ଆପଣଙ୍କ ମନରେ ବହୁତ ଆତଙ୍କ ଦେଖାଯାଇଛି ଅହେତୁକ ଭୟରେ ଆପଣ କଷ୍ଟ |ପାଉଛନ୍ତି ଆପଣଙ୍କ ଜୀବନରେ ବହୁତ କଷ୍ଟ ସମୟ ପହଁଚିଥିଲା ଦୁଷ୍ଟ ଗ୍ରହମାନେ ଆପଣଙ୍କ ଜାତକର ଦୁସ୍ଥାନ ମଧ୍ୟରେ ଥାଇ ଆପଣଙ୍କୁ ବହୁତ କଷ୍ଟ ଭୋଗଇଛନ୍ତି ଆପଣଙ୍କ ଆୟ ଠାରୁ ବ୍ୟୟ ଭାବରେ ହାନି ହୋଉଛି |ଆପଣଙ୍କ ଭାଗ୍ୟର ଉନ୍ନତି ସମୟ ଖୁବ ନିକଟରେ ହେଲେ ଆପଣ ଟିକେ ଧର୍ଯ୍ୟ ଧରନ୍ତୁ ସଫଳତା ଆପଣଙ୍କ ପାଖକୁ ଆସିଗଲାଣି |ଆପଣଙ୍କ ଭଲ ସମୟ ଆରମ୍ଭ ହେବାକୁ ଯାଉଛି |

Leave a Reply

Your email address will not be published. Required fields are marked *