ଆପଣ ଯଦି କୌଣସି ଝିଅକୁ ପଟାଇ ପାରୁ ନାହାଁନ୍ତି ତେବେ Karantu ଏହି ଛୋଟିଆ ଉପାୟ ,ଝିଅ ଆପଣଙ୍କ ପାଇଁ ପାଗଳ ପରି ହେବ ,ଥରେ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ ଝିଅ ପଟେଇବାର ଏକ ଜବରଦସ୍ତ ଉପାୟ ଆଜିର ଦୁନିଆରେ ଏମିତି ଅନେକ ମଣିଷ ଅଛନ୍ତି ଯେଉଁମାନେ ଅନେକ ଅକ୍ଲାନ୍ତ ପରିଶ୍ରମ କଲାପରେ ମଧ୍ୟ ଝିଅଟିଏ ପଟେଇ ପାରନ୍ତି ନାହିଁ ଏବଂ ଯାହା ଫଳରେ ସେମାନଙ୍କୁ ଅପଦସ୍ତ ହେବାକୁ ମଧ୍ୟ ପଡ଼ିଥାଏ |ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କି ଝିଅ ମାନଙ୍କୁ ଠିକ ସେ ଆଖି ଉଠାଇ ଦେଖି ପାରନ୍ତି ନାହିଁ ଏବଂ ଯାହା ଫଳରେ ସେମାନେ ଝିଅଙ୍କ ସହ କଥା ହେବା ପାଇଁ ଲାଜ କରି ଥାଆନ୍ତି |

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବୁ ଯାହା ଦ୍ୱାରା ଝିଅ ଆପଣଙ୍କୁ ପାଇବା ପାଇଁ ପାଗଳ ପରି ହେବ ଏବଂ ଆପେ ଆପେ ଆସି ଆପଣଙ୍କୁ କହିବ ମୁଁ ତୁମକୁ ଭଲ ପାଉଛି ବୋଲି ସେଥିପାଇଁ ବିଷୟଟିକୁ ଶେଷ ଯାଏ ନିଶ୍ଚିତ ଭାବରେ ଦେଖନ୍ତୁ |ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ଗୋଟିଏ ଗଛ ଅଛି ଯାହାର ନାମ ହେଉଛି ଅପାମାର୍ଗ ଗଛ ଏବଂ ଯାହାକୁ ଓଡ଼ିଆରେ ଦିନ ତାରା ବୋଲି କୁହାଯାଇଥାଏ |

କେହି କେହି ତାକୁ ଗୁଗୁଚିଆ ଗଛ ବୋଲି କହନ୍ତି ଆପଣମାନେ ବର୍ଷା ଦିନେ ପଡ଼ିଆରେ ଖେଳୁଥିବେ ଏବଂ ଦେଖିଲେ ଆପଣଙ୍କ ପ୍ୟାଣ୍ଟରେ କିଛି ଲାଗି ଯାଇଥାଇ ଯାହାକୁ ଘାଗିଡ ଚିଆ ମଧ୍ୟ କୁହାଯାଏ ତାହା ହେଉଚୁ ଅପାମାର୍ଗ ଗଛର କଣ୍ଟା ପ୍ରାୟତଃ ସବୁଆଡ଼େ ଏହି ଗଛ ମିଳି ଯାଇଥାଏ |ମନେ ରଖନ୍ତୁ ବନ୍ଧୁଗଣ ଅମାବାସ୍ୟା ଦିନ ରାତି 12 ଟାରେ ଏହି ଗଛକୁ ଉପାଡ଼ି ଆଣନ୍ତୁ ଏବଂ ଏହି ମନ୍ତ୍ରଟିକୁ ଜପ କରନ୍ତୁ ମନ୍ତ୍ରଟି ହେଉଛି ଓଁ କାମଦେବାୟ ନମଃ |

ଏହି ମନ୍ତ୍ରକୁ ତିନିଥର ଜପ କରନ୍ତୁ ହାତରେ ଧରିଥିବା ସେହି ଚେରକୁ ତିନିଥର ଫୁଙ୍କି ଦିଅନ୍ତୁ ତାପରେ ସେହି ଚେରକୁ ନେଇ ବାଣ୍ଟି ଦିଅନ୍ତୁ ଏବଂ ତାପରେ ଗୋଟିଏ ମିଠାପାନ ପ୍ରସ୍ତୁତ କରି ସେଥିରେ ବଟା ହୋଇଥିବା ପେଷ୍ଟକୁ ଅଳ୍ପ ଟିକେ ପକାଇ ଦିଅନ୍ତୁ ଏବଂ ଆପଣ ଯେଉଁ ଝିଅଙ୍କୁ ଚାହୁଁଛନ୍ତି ପସନ୍ଦ କରୁଛନ୍ତି ସେହି ଝିଅକୁ ଖାଇବାକୁ ଦିଅନ୍ତୁ ମନେରଖନ୍ତୁ |

ବନ୍ଧୁଗଣ ଯଦି ସେହି ଝିଅଟି ପାନଟିକୁ ଠିକ ଭାବରେ ଖାଇ ଦେଉଛି ତାହେଲେ ଆପଣଙ୍କ କାମଟି ଠିକ ଭାବରେ ହୋଇଯିବ ସେହି ଝିଅ ସେହିଦିନ ଠାରୁ ଆପଣଙ୍କୁ କେବଳ ଭଲ ପାଇବ ଏହା ଛଡ଼ା ସେ କାହାକୁ ମଧ୍ୟ ଚାହିଁବ ନାହିଁ |ଝିଅଟି ଆପଣଙ୍କ ପାଖରେ ରହିବ କେବେବି ଛାଡ଼ିକି ଯିବ ନାହିଁ ତେବେ ଚେଷ୍ଟା କରନ୍ତୁ ଏହି କାମଟି କରିବା ପାଇଁ |

Leave a Reply

Your email address will not be published. Required fields are marked *