ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଜାଣିବା ଆମେ ଜାଣିବା କିଛି ଗୁରୁତ୍ବପୂର୍ଣ୍ଣ ଅନୁଚିନ୍ତା ବିଷୟରେ ଯାହା ଜାଣିବା ଦ୍ୱାରା ଆମ ଦୈନଦିନ ଜୀବନରେ କରୁଥିବା କିଛି ଭୁଲ କାର୍ଯ୍ୟର ସୁଧାର ଆଣି ପାରିବେ |ଶନି ଦଶା ପଡ଼ିଲେ କାଉକୁ ଖାଇବାକୁ ଦିଅନ୍ତୁ ଏବଂ ଘୋଡ଼ା ନାଳକୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ ଘରର ମୁଖ୍ୟ ଦ୍ୱାରରେ କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ |
ମାଟି ସୁରଇରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଲେ ବାସ୍ତୁ ସମସ୍ୟା ଦୂର ହୋଇ ଯାଇଥାଏ ସାତୋଟି ଦ୍ୱିତୀୟ ଚନ୍ଦ୍ର ଦର୍ଶନ କଲେ ମନ ବାଞ୍ଛା ପୂରଣ ହୋଇଥାଏ ପୁରୁଷ ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ ବେକ କେବେବି ମଧ୍ୟ ଖାଲି ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ |
ପ୍ରତିଦିନ ସକାଳେ ଦୁଇଟି ନିମ୍ବ ପତ୍ର ଖାଇଲେ ମୁହଁର ଦାଗ ଲିଭିବା ସହିତ ମୁହଁର ତେଜ ବଢିଥାଏ ସକାଳୁ ଉଠି ବାସି ମୁହଁରେ ଏକ ଗ୍ଲାସ ପାଣି ପିଇଲେ ମଙ୍ଗଳ ହୋଇଥାଏ |ଗାଧୁଆ ଘରେ ଉଲଗ୍ଣ ହୋଇ ଗାଧେଇବା ଉଚିତ ନୁହେଁ |
କାରଣ ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇ ଥାଆନ୍ତି କେବେବି ଆପଣ ନିଜର ପାଦ ଫାଟିବାକୁ ଦିଅନ୍ତୁ ନାହିଁ ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଶୁକ୍ରାଗ୍ରହ କମ ଜୁରୀ ହେବା ସହିତ ବୈବାହିକ ଜୀବନ ଏବଂ ପାରିବାରିକ ଜୀବନରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ |