ସୈତାନ ସାଜିଲେ ଶିକ୍ଷକ, ନିଜ ଛାତ୍ରୀଙ୍କ ସହ କରିଲେ ଏମିତି କାମ….ବାପା ମାଆଙ୍କ ନାଁ ଧରି ଛାତ୍ରୀଙ୍କ ସହ କଲେ ଏପରି, ପୁରା ଖବର ଶୁଣି ହଲିଯିବେ…

ନମସ୍କାର ଦର୍ଶକବନ୍ଧୁ ସବୁ ପିତା ମାତାଙ୍କ ପାଇଁ ଭଲ ଖବର ଆପଣ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଟ୍ୟୁସନ କିମ୍ବା କୋଚିଙ୍ଗ ଛାଡ଼ୁଛନ୍ତି କି ତେବେ ଏ ଦୃଶ୍ୟକୁ ଟିକେ ଦେଖି ନିଅନ୍ତୁ ଇଏ ହେଉଛି ଏବେ କାର କୋଚିଙ୍ଗରେ ପାଠ ପଢ଼ା ଯାଉଥିବା ଶିକ୍ଷକଙ୍କ କିଛି ଏଭଳି କାମ |ପଚାଶ ବର୍ଷର ଶିକ୍ଷକଙ୍କୁ 20 ବର୍ଷର ଛାତ୍ରୀ ଖୁସି ଖୁସିରେ ଦୁହେଁ ମନ୍ଦିରରେ ଫୁଲ ମାଳ ପକାଇ ଦୁହେଁ ଦୁହେଁଙ୍କୁ କଲେ ନିଜର |

କୋଚିଙ୍ଗ କ୍ଲାସରେ ଛାତ୍ରୀ ଜଣଙ୍କୁ ପାଠ ପଢାଉ ପଢାଉ ପ୍ରେମ ରସ ପିଆଇ ଦେଲେ ଆହୁରି ମଧ୍ୟ ପାଦୁକା ଭାବି ଢକ ଢକ କରି ପିଇଗଲେ ଏମିତି ପିଇଲେ ଯେ ଏକାଥରକେ ବର ମାଳା ପଡ଼ିଗଲା ଦେଖୁ ନାହାଁନ୍ତି କେମିତି ଖୁସି ଖୁସିରେ ଚାରିପଟେ ବୁଲୁଛନ୍ତି ଏହି ଘଟଣାଟି ଘଟିଛି ବିହାର ରାଜ୍ୟର ସମସ୍ତି ପୁରରେ |

ରୋଷଡା ବଜାରରେ ଛାତ୍ରୀ ଘର ଠାରୁ ଅଳ୍ପ ଦୂରରେ ଥିବା କୋଚିଙ୍ଗ ସେଣ୍ଟରକୁ ଇଂରାଜୀ କୋଚିଙ୍ଗ ପାଇଁ ଯାଇଥିଲେ |ଝିଅଟି ପାଠ ପଢିବା ବଦଳରେ ଟ୍ୟୁସନ ମାଷ୍ଟରଙ୍କ ସହ ଗେଲ ହେଉଥିଲା ଶିକ୍ଷକଙ୍କ ସାଙ୍ଗରେ ଗେଲ ଏତେ ବଢିଗଲା ଯେ ଛାତ୍ରୀରୁ ସିଧା ସଳଖ ପତ୍ନୀ ହୋଇଗଲେ |

ମନ୍ଦିର ଭିତରେ ଦୁହେଁ ହସି ହସି ମୁରୁକି ମୁରୁକି ବାହା ହେଉଛନ୍ତି |ଯେଉଁ ବାପା ମା ମାନେ ନିଜ ଛୁଆକୁ ଟ୍ୟୁସନ ବା କୋଚିଙ୍ଗ ଛାଡ଼ୁଛନ୍ତି ଆପଣମାନେ ସଜାଗ ହୋଇ ଯାଆନ୍ତୁ ନିଜ ଝିଅଙ୍କୁ କୁହନ୍ତୁ ଭୁଲ ନ ରାସ୍ତାରେ ନଯାଇ ଠିକ ରାସ୍ତାରେ ଯାଆନ୍ତୁ |

ଆଉ ଅନ୍ୟାୟ ବିରୋଧରେ ପ୍ରତିବାଦ କରିବା ପାଇଁ ନଚେତ ଆଗାମୀ ସମୟରେ ଏମିତି ଗୁରୁ ଶିଷ୍ୟ ସବୁ ପ୍ରେମିକ ପ୍ରେମିକା ହୋଇ ଘୁରି ବୁଲିବେ |ଗୁରୁର ମର୍ଯ୍ୟାଦା ନହେଲେ ଦୁନିଆରୁ ଲୋପ ପାଇଯିବ ଦୟାକରି ଏପରି ପାପ କାମରେ ଲିପ୍ତ ହୁଅନ୍ତୁ ନାହିଁ ନଚେତ ସବୁ କିଛି ସରିଯିବାର ବାଟ ସହଜରେ ଖୋଲିଯିବ |

Leave a Reply

Your email address will not be published. Required fields are marked *