ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ Puni ଆସିଲା ବଡ଼ ଖୁସିର ଖବର….ସରକାର କରିଦେଲେ ବଡ ଘୋଷଣା, ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ସୂଚନା ଯାହା ସମସ୍ତେ ଜାଣିରଖିବା ଜରୁରୀ ତେବେ ଚାଲନ୍ତୁ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଚିନ୍ତା ଉପୁଜୁଛି |ପିଲାମାନଙ୍କ ପାଠ ପଢ଼ାରେ ଅବହେଳା ହେଉଥିବା ଅନେକ ରେକର୍ଡ ମଧ୍ୟ କରାଯାଉଛି କିନ୍ତୁ ଏଭଳି ଘଟଣାରେ ଏବେ ରୋକ ଲାଗିବ |

କାରଣ ଏଥିପାଇଁ ଶିକ୍ଷା ବିଭାଗରୁ କଢ଼ା ଆଦେଶ ଜାରି କରାଯାଇଛି ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଣିକି ସ୍କୁଲର ରିପୋର୍ଟ ପ୍ରତିଦିନ ଜାଞ୍ଜ କରିବା ବୋଲି କୁହାଯାଉଛି |ସ୍କୁଲରେ ଅତିକମରେ 75 % ଉପସ୍ଥିତ ଦର୍ଶାଇବା ପାଇଁ ଆଦେଶ ଜାରି କରିବା ପରେ 300 ସ୍କୁଲର ରିପୋର୍ଟ କାର୍ଡ ରୋଡ଼ ଚେକ କରିବା ପାଇଁ ଆଦେଶ ଦେଇଛନ୍ତି |

ଏଣିକି ପ୍ରତିଦିନ ରାଜ୍ୟର 300 ସ୍କୁଲର ରିପୋର୍ଟ କାର୍ଡ ଭିଡିଓ କନ୍ଫରେସିଙ୍ଗ ଜରିଆରେ ଜାଞ୍ଜ କରାଯିବ ଏଥିରେ ପ୍ରତ୍ୟକ ଜିଲ୍ଲା ନିଜର 10 ଟି ସ୍କୁଲର ପାଠ ପଢା ରିପୋର୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଶିକ୍ଷା ବିଭାଗକୁ ପ୍ରଦାନ କରିବେ |

ତେବେ ପ୍ରେଜେଣ୍ଟେସନ ପାଠ ପଢା ସହ ସେହିଦିନ ପିଲାମାନଙ୍କ ଏବଂ ଶିକ୍ଷକଙ୍କ ଉପସ୍ଥିତି ,ପରିସ୍କାର ପରିଚ୍ଛନତା ,ଖେଳ କୁଦ ଏବଂ ପ୍ରୟୋଗ ଶାଳାରେ ହୋଇଥିବା ଆକ୍ଟିଭିଟି ଇତ୍ୟାଦି ଉପରେ ରିପୋର୍ଟ ଦେବେ ସ୍କୁଲ କର୍ତ୍ତୃପକ୍ଷ |ସ୍କୁଲ ଗୁଡ଼ିକ ବିଷୟରେ ପ୍ରତିଦିନ ଅନଲାଇନରେ ରିପୋର୍ଟ ଫୋଟ ବା ଭିଡିଓ ଦାଖଲ କରିବ ଜିଲ୍ଲା |

ତେବେ ଏହାକୁ ତଦାରଖ କରିବା ପାଇଁ ଶିକ୍ଷା ବିଭାଗର ପାଞ୍ଚ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି |ସପ୍ତାହକୁ ପାଞ୍ଚଦିନ ସାଢେ ସାତଟାରେ ଏବଂ ଶନିବାର ବାରଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି ରିପୋର୍ଟ ଦାଖଲ କରାଯିବ |

Leave a Reply

Your email address will not be published. Required fields are marked *