ନମସ୍କାର ଦର୍ଶକବନ୍ଧୁ ପୋଷ୍ଟାଲରେ ଆସିଲା ଦମଦାର ସ୍କିମ ପାଞ୍ଚ ଲକ୍ଷ ଦେଇ ଦଶ ଲକ୍ଷ ନେଇ ଯାଆନ୍ତୁ 120 ମାସରେ ଡବଲ ରିଟର୍ଣ୍ଣ ପୋଷ୍ଟ ଅଫିସ ଦେଉଛି ଉତ୍ତମ ଯୋଜନା କୌଣସି ବିପଦ କି ଟେନସନ ନେବାର ନାହିଁ ଡାକଘର ଯୋଜନାରେ ଟଙ୍କା ବିନିଯୋଗ କରି ଡବଲରୁ ଅଧିକ ରିଟର୍ଣ୍ଣ ପାଆନ୍ତୁ ଯଦି ଆପଣ ମାସିକ ଜମା ସହିତ ଏକ ସ୍କିମ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ RD ,PPF ଭଳି ଅନେକ ବିକଳ୍ପ ରହିଛି |କିନ୍ତୁ ଆପଣ ଯଦି ଏକ ଲକ୍ଷ ବା ତା ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଡାକଘର ଏଫଡ଼ିର ଏକ ଉତ୍ତମ ମାଧ୍ୟମ |
କାରଣ ଏହି ବିନିଯୋଗ ଦ୍ୱାରା ଆପଣଙ୍କୁ ମୂଳ ଟଙ୍କାର ଡବଲରୁ ଅଧିକ ରିଟର୍ଣ୍ଣ ମିଳିଥାଏ ଯଦି ତୁମେ ଧନ ବଢାଇବା ପାଇଁ ଚାହୁଁଚ ତାହା ପୁଣି ସୁରକ୍ଷିତ ନିବେଶ ସହ ତେବେ ପୋଷ୍ଟ ଅଫିସ ଫିକ୍ସ ଡିପୋଜିଟ ଏକ ଉତ୍ତମ ମାଧ୍ୟମ ହୋଇପାରେ |କାରଣ ଘରେ ଟଙ୍କା ରଖିବା ଦ୍ୱାରା ତା ଅସୁରକ୍ଷିତ ତାହା ସହିତ ତା ବଢି ନଥାଏ କେବଳ ବିନିଯୋଗ ଆପଣଙ୍କ ଟଙ୍କାକୁ ଅଧିକ ରିଟର୍ଣ୍ଣ ଦେଇଥାଏ |
ଯଦି ଆପଣ ଏହି ପ୍ରସଙ୍ଗରେ ରିକ୍ସ ନେବାକୁ ଚାହାଁନ୍ତି ତେବେ ଆପଣ ବଜାରରେ ବିଭିନ୍ନ ବ୍ୟବସାୟରେ ନିବେଶ କରିପାରିବେ କିନ୍ତୁ ଆପଣ ଯଦି ନିରାପଦ ପୁଞ୍ଜି ନିବେଶ ସହିତ ରିଟର୍ଣ୍ଣ ଚାହୁଁଛନ୍ତି ତେବେ ଏକ ସରକାରୀ ସୁନିଶ୍ଚିତ ଯୋଜନା ଉତ୍ତମ ବିକଳ୍ପ ହୋଇପାରେ ଯଦି ଆପଣ ମାସିକ ଜମା ସହିତ ଏକ ସ୍କିମ ଚାହୁଁଛନ୍ତି |
ତେବେ ଆପଣ ମାସିକ ଜମା ସହିତ ଏକ ସ୍କିମ ଚାହୁଁଛନ୍ତି ତେବେ ଆପଣଙ୍କ RD ,PPF ଇତ୍ୟାଦି ଅନେକ ବିକଳ୍ପ ରହିଛି |କିନ୍ତୁ ଆପଣ ଯଦି ପୋଷ୍ଟାଲରେ ଏକ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଯାଉଛନ୍ତି ତେବେ ପୋଷ୍ଟ ଅଫିସ FD .ପୋଷ୍ଟ ଅଫିସର ଟାଇମ ଡିପୋଜିଟ ଅନେକ ବିକଳ୍ପ ରହିଅଛି |
ବର୍ତ୍ତମାନ ଡାକଘରେ 7.5ପ୍ରତିଶତ ହାରରେ ପାଞ୍ଚ ବର୍ଷର FD ଉପରେ ସୁଦ୍ଧ ଉପଲବ୍ଧ ରହିଛି ଯାହା PPF ଠାରୁ ଅଧିକ ଯଦି ଆପଣ ଅଧିକ ସମୟରେ ବିନିଯୋଗ କରନ୍ତି 120 ମାସରେ ଅର୍ଥାତ 10 ମାସରେ ଆପଣଙ୍କ ପରିମାଣକୁ ଦ୍ୱିଗୁଣିତ କରିପାରିବେ |