ଓଡ଼ିଆ ସିରିଏଲ ହିରୋଇନ ତାରିଣୀଙ୍କ ପ୍ରକୃତ ପରିବାର ଆଗରୁ ଦେଖି ନ ଥିବେ, ଟିଭିରେ କିଛି ବାହାରେ କିଛି, ଦେଖିକି ଚିହ୍ନି ପାରିବେ ନାହିଁ …ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରିଣୀ ଆଖିର ତାରା ସିରିଏଲଟିକୁ ନିଶ୍ଚିତ ଭାବରେ ଦେଖୁଥିବେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ତାରିଣୀଙ୍କୁ ବହୁତ ଭଲ ପାଇବା ଦେଉଥିବେ କଣ ଆପଣମାନେ ଜାଣିଛନ୍ତି କି ଏହି ଅଭିନେତ୍ରୀ ଜଣଙ୍କର ପ୍ରକୃତ ଘର କେଉଁଠି ଏବଂ ତାଙ୍କର ପ୍ରକୃତ ପରିବାରରେ କେଉଁ କେଉଁ ମାନେ ଅଛନ୍ତି |

ଏମିତିକି ସେ ଅଭିନୟ ଛଡ଼ା ଆଉ କଣ କରନ୍ତି ଏବଂ ଏମିତିକି ଗୋଟିଏ ସିରିଏଲରେ ଆକ୍ଟିଙ୍ଗ କରିବା ପାଇଁ ସେ କେତେ ଟଙ୍କା ନିଅନ୍ତି ଆସନ୍ତୁ ଜାଣିବା ଆଜି ଆମେ ଜାଣିବା ତାରିଣୀଙ୍କ ବିଷୟରେ |ଦର୍ଶକବନ୍ଧୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ ତାରିଣୀଙ୍କ ପ୍ରକୃତ ନାମ ହେଉଛି ସୁମନ ପଟନାୟକ ଏବଂ ତାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ୱରରେ |

ତାଙ୍କ ପରିବାର କହିଲେ ଆମେ ଦେଖିବା ତାଙ୍କ ବାପା ,ମା ଏବଂ ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଜଣେ ସାନ ଭାଇଙ୍କୁ ନେଇ ତାଙ୍କର ପରିବାର ଏବେ ଭୁବନେଶ୍ୱରରେ ରହୁଛନ୍ତି |ଆପଣମାନେ ଜାଣିଥିବେ ତାରିଣୀ 2018 ମସିହାରେ ରଜ କୁଇନ ବିଜେତା ମଧ୍ୟ ହୋଇଥିଲେ |

ଆଉ ଆପଣମାନେ ଜାଣିନଥିବେ ଅଭିନେତ୍ରୀ ତାରିଣୀ ଯେତେବେଳେ ଗ୍ରାଜୁଏସନ କମ୍ପ୍ଲିଟି କଲେ ପ୍ରଥମ ଥର ପାଇଁ ଅଭିନୟ ଜଗତରେ ପାଦ ଥାପି ଥିଲେ ଆଉ ଧୀରେ ଧୀରେ ଅଭିନୟ ଜଗତରେ ଗୋଟିଏ ଗୋଟିଏ ପରେ ଗୋଟିଏ ସିଡ଼ି ଚଢିବା ସହିତ ଆଜି ସେ ତାରିଣୀ ଆଖିର ତାର ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି |

ଆଉ ସେ ଗୋଟିଏ ଦିନର ସୁଟିଙ୍ଗ ପାଇଁ 6,000 ଟଙ୍କା ଦରମା ନେଉଛନ୍ତି |ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଲେ ଅଭିନେତ୍ରୀ ତାରିଣୀଙ୍କ ପରିବାର ବିଷୟରେ ତେବେ ଆପଣମାନେ ଆଉ କେଉଁ ଅଭିନେତ୍ରୀ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଆମକୁ କମେଣ୍ଟ କରି ଜଣାଇବେ |

Leave a Reply

Your email address will not be published. Required fields are marked *