ବିଲ ମଝିରେ ବାଇକ ରଖିଲେ ଯୁବକ ,ଦେଖୁ ଦେଖୁ ପ୍ରେମିକା ଜଣକ ସାଙ୍ଗରେ କରିଦେଲେ ଏପରି କାର୍ଯ୍ୟ ,ଦେଖନ୍ତୁ ତାପରେ କଣ ହେଲା ….

ନମସ୍କାର ଦର୍ଶକବନ୍ଧୁ ଖୋଲା ମେଲାରେ ପ୍ରେମୀଯୁଗଳ ବସି ପ୍ରେମ ସୁଖରେ ମାତିଥିଲେ ଦୂରକୁ ଗଲେ ସିନା ପଇସା ଖର୍ଚ୍ଚ ହେବ ତେଣୁ ଦେଖିଲେ ଏହି ବିଲ ମଝିରେ ଫାଙ୍କା ଜାଗାରେ କାମ ସାରିଦେବା ପାଇଁ ଚିନ୍ତା କଲେ ନିରୋଳା ନିଛାଟିଆ ଶୂନଶାନ ଜାଗା ଭାବି ଗାଁ ଠାରୁ ଟିକେ ଦୂରରେ ଥିବା ବିଲ ମଝିକୁ ଚାଲି ଆସିଥିଲେ ଓ ଦୁହେଁ ଦୁହେଁଙ୍କୁ ମନ ଭାରି ଉପଭୋଗ କରୁଥିଲେ ଭାବିଥିଲେ ନିରୋଳା ଜାଗା କିଏ କାହିଁକି ଏଠାକୁ ଆସିବ ଏହି ବିଲ ମଝିରେ ସବୁ କାମ ସାରିଦେଇ ଚାଲିଯିବେ ବୋଲି ଭାବିଥିଲେ |

ହେଲେ ଏହି ଖୁସି ତାଙ୍କର ବେଶୀ ସମୟ ଧରି ରହିଲା ନାହିଁ ପାଖ ଗାଁର କିଛି ଯୁବକ ଏମାନଙ୍କୁ ଦେଖିଦେଲେ |ଏହି ପିଲାମାନଙ୍କୁ ଦେଖି ପ୍ରେମୀଯୁଗଳ ଚୁପଚାପ ବାଇକ ଉପରେ ବସି ପଡ଼ିଲେ ସେଠୁ ଖସିଯିବା ପାଇଁ ଚେଷ୍ଟା କରୁଥିଲେ ହେଲେ ଯୁବକ ମାନେ ତାଙ୍କୁ ଛାଡ଼ିଲେ ନାହିଁ |ଯୁବକ ମାନେ କହୁଛନ୍ତି ଏହି ଜାଗାକୁ କଣ ଲଭର ପଏଣ୍ଟ କରିଦେଲ ତୁମ ଘର କେଉଁଠି |

ଅନେକ ପରେ ଅନେକ ପ୍ରଶ୍ନ ପଚାରି ଚାଲିଲେ ହେଲେ ପ୍ରେମୀ ଯୁଗଳଙ୍କ ପାଟି ଖନି ବାଜି ଯାଉଛି ସଠିକ ଉତ୍ତର ନଦେଇ ବୁଲେଇ ବଙ୍କେଇ କଥା କହୁଛନ୍ତି ଯେମିତିକି ଭାରି ଭଦ୍ର ପିଲା ଖରାପ କିଛି କରି ନାହାଁନ୍ତି ଲାଜ ସରମ ଭଳି ଗୋଟେ ଜିନିଷ ଟିକେ ଏମାନଙ୍କ ମୁହଁ ନାହିଁ |ସେଠାରେ ଥିବା ଯୁବକ ମାନେ କହିଲେ ଚାଲ ଆମେ ତୁମର ବିବାହ କରିଦେବୁ

ତୁମର କିଛି ପଇସା ଖର୍ଚ୍ଚ ହେବ ନାହିଁ ଯାହା ଖର୍ଚ୍ଚ ହେବ ଆମେ ଦେଇଦେବୁ ଏହା କହି ସେମାନଙ୍କ ଭିଡିଓ କରିଦେଲେ ଏବଂ କହିଲେ ଚାଲ ଆଗରେ ଏକ ମନ୍ଦିର ଅଛି ଆମେ ସେଇଟି ତୁମ ବାହାଘର କରିଦେବୁ ଏବଂ ପ୍ରେମୀଯୁଗଳ କହିଲେ ନାହିଁ ଭିଡିଓ କରନି ଆମ ଘରେ ଜାଣିଲେ ଆମର ସମ୍ମାନ ମାଟିରେ ମିଶିଯିବ |

ଯୁବକ ମାନେ କହିଲେ ତୁମକୁ ଯଦି ଏହି ସବୁ କାମକୁ ଏତେ ଡର ତାହେଲେ ଏଠାକୁ କାହିଁକି ଆସୁଛ କୋଉ ହୋଟେଲ ପଳେଇଯାଅ ନହେଲେ ଦୁହେଁ ବିବାହ କରିନିଅ ଏପରି କହି ତାଙ୍କ ଭିଡିଓକୁ ଭାଇରଲ କରିଦେଲେ ଯାହା ଏବେ ଭାଇରଲ ହେଉଛି |

Leave a Reply

Your email address will not be published. Required fields are marked *