ବିବାହିତ ମହିଳା ମାନେ କେବେବି ହେଲେ ଏହି ତିନୋଟି ଜିନିଷ ଜମାରୁ ପିନ୍ଧନ୍ତୁ ନାହିଁ ,ନଚେତ ସ୍ୱାମୀର ହୋଇପାରେ ଅକାଳ ମୃ-ତ୍ୟୁ ଜାଣନ୍ତୁ କଣ ….

ନମସ୍କାର ଦର୍ଶକବନ୍ଧୁ ବାସ୍ତୁ ଶାସ୍ତ୍ର ଅନୁସାରେ ଲୋକମାନେ ବହୁତ ବିଶ୍ୱାସ କରିଥାଆନ୍ତି ଏବଂ ସେହି ବାସ୍ତୁ ଶାସ୍ତ୍ରରେ ମହିଳା ମାନଙ୍କ ବିଷୟରେ ଏମିତି ଲେଖା ଯାଇଛି ଯେ ଯାହାକୁ ସେମାନେ କେବେବି କରିବା ଉଚିତ ନୁହେଁ ଆଜି ଆମେ ଆପଣଙ୍କୁ କହିବୁ କଣ ସେହି ତିନୋଟି ଜିନିଷ |

ଯାହାକି ବିବାହିତ ମହିଳା ମାନେ ପିନ୍ଧିବା ଦ୍ୱାରା ତାଙ୍କୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିପାରେ ଏବଂ ସେମାନେ ବିଧବା ମଧ୍ୟ ହୋଇ ପାରନ୍ତି |ବନ୍ଧୁଗଣ ବିବାହିତ ମହିଳା ମାନେ ଏହି ତିନୋଟି ଜିନିଷ କେବେ ହେଲେ ପିନ୍ଧିବା ଉଚିତ ନୁହେଁ |

ସେଥିରୁ ପ୍ରଥମଟି ହେଉଛି ଧଳା ଶାଢ଼ୀ ହଁ ଦର୍ଶକବନ୍ଧୁ ବିବାହିତ ମହିଳା ମାନେ କେବେ ହେଲେ ଧଳା ଶାଢୀ ପିନ୍ଧିବା ଉଚିତ ନୁହେଁ କାରଣ ବିବାହିତ ମହିଳା ଧଳା ଶାଢ଼ୀ ପିନ୍ଧିଲେ ଅଶୁଭ ସଙ୍କେତ ବୋଲି ମନା ଯାଇଥାଏ |ଯଦି ଆପଣ ସୁନାକୁ ପାଉଁଜି କରି ପିନ୍ଧନ୍ତି ବା ଗୋଡ଼ର ଆଙ୍ଗୁଠିରେ ମୁଦି କରି ପିନ୍ଧନ୍ତି |

ତେବେ ଆପଣଙ୍କ ଉପରେ କୁବେରୁ ଦେବତା ରାଗି ଯାଇଥାଆନ୍ତି |ତୃତୀୟଟି ହେଉଛି କଳା ଶାଢ଼ୀ ବନ୍ଧୁଗଣ କଳା ରଙ୍ଗ ନାକରାତ୍ମକର ପ୍ରତୀକ ଅଟେ ଏବଂ କୌଣସି ଶୁଭ କାର୍ଯ୍ୟକୁ ଯିବା ବେଳେ କଳା ରଙ୍ଗର ଚୁଡ଼ି ପିନ୍ଧନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *