ଭଗବାନଙ୍କ ନାମ ନେଇ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ସ୍ଵସ୍ତିକ ଚିହ୍ନ ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ କିପରି ରହିବ |

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ଆପଣଙ୍କ ଭବିଷ୍ୟତ ବିଷୟରେ ଏହି ବିଷୟଟି ପ୍ରଶ୍ନ ଭବିଷ୍ୟତ ଉପରେ କାର୍ଯ୍ୟକ୍ରମ ଅଟେ ଯାହାକି ଏପରି ଏକ ବିଷୟ ବସ୍ତୁ ଆମେ ଆପଣଙ୍କ ପାଇଁ ନେଇ ଆସିଅଛୁ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ନୂଆ ବିଷୟ ଅଟେ |ଯାହାକି ଆପଣ ତିନୋଟି ସ୍ୱସ୍ତିକର ଚିହ୍ନ ଦେଖୁଛନ୍ତି ଗୋଟିଏ ହେଉଛି ବାଇଗଣୀ ରଙ୍ଗ ,ହଳଦିଆ ଏବଂ ଆଉ ଗୋଟେ ହନୁମାନ କଲର ଏହି ତିନୋଟି ରଙ୍ଗ ମଧ୍ୟରୁ ଆପଣ କେଉଁ ରଙ୍ଗଟିକୁ ବାଛିବେ ପ୍ରଥମେ ଆପଣ ତାହାକୁ ଭଲ ଭାବରେ ବିଚାର କରନ୍ତୁ |ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣ କେବଳ ଗୋଟିଏ ରଙ୍ଗକୁ ହିଁ ବାଛନ୍ତୁ ଦୁଇଟି ରଙ୍ଗକୁ କେବେବି ହେଲେ ବାଛନ୍ତୁ ନାହିଁ ବା ଏହା ବିଷୟରେ କୁହାଯାଉଥିବା କଥାକୁ ଶୁଣିବେ ନାହିଁ |ଯଦି ଆପଣଙ୍କ ଏହି ସ୍ୱସ୍ତିକ ଚିହ୍ନ ଉପରେ ବିଶ୍ୱାସ ଥାଏ ତାହେଲେ ଆପଣ ଆଖି ବନ୍ଦ କରି ମଧ୍ୟ ଗୋଟିଏ କୁ ବାଛନ୍ତୁ ଏପରି କରିବା ଦ୍ୱାରା ଆପଣ ନିଜ ଭବିଷ୍ୟତ ସହିତ ଜଡ଼ିତ କିଛି କଥା ଆପଣ ଜାଣିପାରିବେ ଏହା ପ୍ରଶ୍ନ ଭବିଷ୍ୟତର ସମୟ ଅଟେ ଯାହା ଆପଣଙ୍କ ସବୁ ଘଟିଥିଲା ବିଶେଷ ଉପରେ ଆଧାରିତ ଅଟେ ତ ଆଖି ବନ୍ଦ କରି ବାଛନ୍ତୁ ଗୋଟିଏ ସ୍ୱସ୍ତିକ |

ବାଇଗଣୀ ରଙ୍ଗ -ଯଦି ଆପଣ ବାଇଗଣ ରଙ୍ଗର ସ୍ୱସ୍ତିକ ଚିହ୍ନ ଟିକୁ ବାଛିଛନ୍ତି ତ ଜାଣନ୍ତୁ ଆପଣଙ୍କ ମନ କଥା ଆମେ ବର୍ତ୍ତମାନ ଜାଣି ପାରିଅଛୁ ଆପଣ ଗୋଟେ ସୈତାନ ମଣିଷର ହାବୁଡ଼ରେ ପଡ଼ି ଯାଇଛନ୍ତି ଯାହାକି ଆପଣ ବହୁତ ଚିନ୍ତାରେ ମଧ୍ୟ ଅଛନ୍ତି କିନ୍ତୁ ଏହା କିଛି ସମୟ ଧରି ରହିବ ଆଗାମୀ ସମୟରେ ଏହା ସବୁ ଠିକ ହୋଇଯିବ ଆପଣ ଆଉ ଅଯଥା ଚିନ୍ତା କରନ୍ତୁ ନାହିଁ |ମିତ୍ର ମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଶତ୍ରୁ ହାବୁଡ଼ରେ ପଡ଼ି ଯାଇଛନ୍ତି ରାଜ କାର୍ଯ୍ୟରେ ଆପଣ ସଫଳତା ଲାଭ କରୁ ନାହାଁନ୍ତି |ସମସ୍ତ କର୍ମରେ ଲାଭ କମ ଏବଂ କ୍ଷତି ଅଧିକ ମିଳୁଛି ପରିମାଣରେ ନିବେଶ କଲେ ମଧ୍ୟ ଆପଣ ସେଥିରେ କ୍ଷତି ସହିବାକୁ ପଡୁଛି |ପରିବାର ବର୍ଗ ଆପଣଙ୍କୁ ବହୁତ କ୍ଷତି କରାଉଛି ଆପଣ ଆପଣଙ୍କ ସ୍ତ୍ରୀ ଙ୍କ କଥାକୁ ଆଦୌ ଶୁଣନ୍ତି ନାହିଁ କିନ୍ତୁ ଏହା ଭୁଲ ଅଟେ ଆପଣ ନିଜ ସ୍ତ୍ରୀଙ୍କ କଥା ମାନି ଚାଲନ୍ତୁ ଦେଖିବେ ଆପଣ କିଛିଟା କାର୍ଯ୍ୟରେ ସଫଳତା ପାଇବେ ଏବଂ ଆଗାମୀ ସମୟ ଭଲ ହେବ |

ହଳଦିଆ ରଙ୍ଗ -ଆପଣ ଯଦି ଏହି ରଙ୍ଗର ସ୍ୱସ୍ତିକ ଚିହ୍ନଟିକୁ ବାଛିଛନ୍ତି ତ କଣ କହୁଛି ଆପଣଙ୍କ ପ୍ରଶ୍ନ ଭବିଷ୍ୟ ଆପଣଙ୍କୁ ଯେଉଁ ସ୍ୱସ୍ତିକଟି ଭଲ ଲାଗିଲା ତ ଆପଣ ଏହାର ପଛରେ କଣ ରହିଛି ଜାଣନ୍ତୁ ଆପଣଙ୍କ ମନ୍ଦ ଦଶା ବିଦାୟ ନେବା ପରେ ଶୁଭ ଦଶା ଆରମ୍ଭ ହେବାକୁ ଯାଉଛି |ତେଣୁ ଆପଣଙ୍କୁ ଆଉ ଚିନ୍ତାକୁଳ ପରିସ୍ଥିତିରେ ପାଦ ଦେବାକୁ ପଡ଼ିବ ନାହିଁ ଯେଉଁ କାର୍ଯ୍ୟ ନିମନ୍ତେ ଗୁଡ଼ାଏ ଦିନ କାର୍ଯ୍ୟରେ ବିତାଉ ଥିଲେ ସେହି କାର୍ଯ୍ୟର ସମାଧାନ କରିବା ପାଇଁ ଆପଣଙ୍କୁ ମାତ୍ର ଆଉ ଅଳ୍ପ ସମୟ ଲାଗିବ ମିଳି ମିଶି କାର୍ଯ୍ୟ କଲେ ଆପଣଙ୍କ ଶକ୍ତି ବଢିବ ସମସ୍ତ ପ୍ରକାର ଚିନ୍ତା ଆପଣଙ୍କ ଦୂର ହେବ |ଯାହାକି କିଛି ମାନସିକ ଚିନ୍ତା ବା କୌଣସି କାର୍ଯ୍ୟ କଠିନତା ଆପଣଙ୍କ ସମୁଖକୁ ଆସୁଅଛି ତାହାର ଆପଣ ସହଜରେ ସମାଧାନ କରିପାରିବେ |

ହନୁମାନ ରଙ୍ଗ -ଆପଣ ଯଦି ତୃତୀୟ ସ୍ୱସ୍ତିକଟିକୁ ବାଛିଛନ୍ତି ଏହା ମଧ୍ୟରେ ଆପଣ ବହୁ ଖର୍ଚ୍ଚାନ୍ତରେ ପଡ଼ି ଯାଇଛନ୍ତି ଯାହାକି ଶେଷ ଭାଗରେ ଉବୁ ଡୁବୁ ହେଉଛନ୍ତି କିଏ ଜାଣିଥିଲା ଆପଣଙ୍କ ଭଳି ଜଣେ ନିରୀହ ଲୋକେ ଏଭଳି ମରଣାତ୍ମକ ପରିସ୍ଥିତିରେ ପଡ଼ିଯିବ ବୋଲି ଆପଣ ଏପରି ଏକ ବିପଦରେ ପଡ଼ି ଯାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ସେ ବିପଦର ଭୟ ମଧ୍ୟ ଆପଣଙ୍କ ମନରେ ଦୂର ହୋଇ ନାହିଁ |ଆପଣ ଉପକାର କରୁ କରୁ ଅପକାରରେ ପଡ଼ି ଯାଇଛନ୍ତି ଆପଣ ସତ୍ୟତାର ଆଶ୍ରୟ ନେଲେ ହେଲେ ଗ୍ରହ ଦଶା ଆପଣଙ୍କୁ ମହା ବିପଦରେ ପକାଇ ଦେଲା |ଏହି ଦୁଇ ସପ୍ତାହ ପରେ ଆପଣଙ୍କ ସମସ୍ତ ବିପଦ ଖଣ୍ଡନ ହେବ ଘର ପରିବାରରେ ଖୁସିର ଲହରୀ ଖେଳିଯିବ |

Leave a Reply

Your email address will not be published. Required fields are marked *