ବାରମ୍ବାର ଆପଣଙ୍କୁ ପରିଶ୍ରା ଲାଗୁଛି କି କରନ୍ତୁ ଏହି ଘରୋଇ ଉପଚାର ,ଦୂର ହୋଇଯିବ ଏପରି ରୋଗ ,ବୁଢା ଥିଲେ ମଧ୍ୟ ଟୋକା ହୋଇଯିବେ |

ନମସ୍କାର ଦର୍ଶକବନ୍ଧୁ ଆମେ ଯାହା ବି କିଛି ଖାଇଥାଉ ବା ପିଇଥାଉ ସେଥିରୁ ଆମ ଶରୀର ପୋଷାକ ତତ୍ତ୍ୱ ଗୁଡ଼ିକ ରଖି ମହିଳା ଯୁକ୍ତ ପଦାର୍ଥ ଗୁଡ଼ିକୁ ପରିଶ୍ରା ଦ୍ୱାରା କିମ୍ବା ମଳ ଦ୍ୱାରା ଆମର ଶରୀରରୁ ବାହାରକୁ ବାହାର କରି ଦେଇଥାଏ ତେଣୁ ଏହା ଜରୁରୀ ଅଟେ ଯେ ଯେତେବେଳେ ଆପଣଙ୍କୁ ପରିଶ୍ରା କରିବାକୁ ଇଛା ଲାଗେ ତେବେ ସେହି ସମୟରେ ହିଁ ଆପଣମାନେ ପରିସ୍ରା କରିବାକୁ ଯାଆନ୍ତୁ କିନ୍ତୁ ଯଦି ଆପଣଙ୍କୁ ସାମାନ୍ୟ ଠାରୁ ଅଧିକ ବାରମ୍ବାର ପରିଶ୍ରା ଲାଗୁଚି କିମ୍ବା ରାତିରେ ପରିଶ୍ରା ଲାଗୁଚି ତେବେ ଏହା କୌଣସି ରୋଗର ଲକ୍ଷଣ ଅଟେ କିନ୍ତୁ ଯଦି ରାତିରେ ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗେ ତେବେ ଏହା ଆପଣଙ୍କ ନିଦ ମଧ୍ୟ ଖରାପ କରି ଦେଇଥାଏ |

ଏହା ସହିତ ପରିଶ୍ରା ଅଧିକ ଆସିବା ଦ୍ୱାରା ଆମର ଶାରୀରିକ ନୁହେଁ ବରଂ ମାନସିକ କାରଣ ଯୋଗୁଁ ଆସିଥାଏ |ଯେମିତିକି ଅଧିକ ଟେନ୍ସନ ନେବା କିମ୍ବା କୌଣସି ଜିନିଷର ଅଧିକ ଭୟ ଲାଗିଲେ ଅଧିକା ପରିଶ୍ରା ଲାଗିଥାଏ ତେବେ ଚାଲନ୍ତୁ ଜାଣିବା ଏହି ବାରମ୍ବାର ପରିଶ୍ରା ଲାଗିବାର କାରଣ କଣ ହୋଇଥାଏ |ଆପଣ ଏହାର କାରଣ ବିଷୟରେ ଜାଣିଲେ ଆପଣ ନିଜେ ମଧ୍ୟ ଏହାର ଉପଚାର ବିଷୟରେ ଜାଣିପାରିବେ |ପ୍ରଥମ କାରଣ ହେଉଛି ବ୍ଲାଡରରେ ଇନଫେକ୍ସନ ହେଲେ ଦ୍ୱିତୀୟରୁ ଥଣ୍ଡା ମୌସୁମୀ କାରଣ ଯୋଗୁଁ ମଧ୍ୟ ଅଧିକା ପରିଶ୍ରା ଲାଗେ |

ତୃତୀୟ ବାରମ୍ବାର ପରିଶ୍ରା ଗର୍ଭବତୀ ମହିଳା ମାନଙ୍କ ଅଧିକ ରହିଥାଏ ତେଣୁ ଏମାନେ ବିବ୍ରତ ହେବା ଆଦୌ ଉଚିତ ନୁହେଁ |ଚତୁର୍ଥ କାରଣ ପୁରୁଷ ମାନଙ୍କ ପୃଷ୍ଟଟ ଗ୍ରନ୍ଥି ଅଧିକ ବଢିଗଲେ ମଧ୍ୟ ଅଧିକା ପରିଶ୍ରା ଲାଗିଥାଏ |ପଞ୍ଚମ କାରଣ ଯଦି ଆପଣ କଫି ଚାହା ଅଧିକ ପିଉଛନ୍ତି ମୃଦୁ ପାନୀୟ ବା ମାଦକ ଦ୍ରବ୍ୟ ପିଉଛନ୍ତି କିମ୍ବା ଅଧିକ ସେବନ କଲେ ମଧ୍ୟ ବାରମ୍ବାର ପରିଶ୍ରା ଲାଗିଥାଏ |ଏବେ ଜାଣନ୍ତୁ ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗିଲେ ଆପଣ ଏହାର ଘରୋଇ ଉପଚାର କିପରି କରିପାରିବେ

ଆପଣ ଏହାକୁ କଣ୍ଟ୍ରୋଲ କିପରି କରିବେ | ତେବେ ଦର୍ଶକବନ୍ଧୁ ଆପଣ ଖାଦ୍ୟରେ ଦହି ଖାଆନ୍ତୁ ଏହି ଦହିରେ ରହିଥିବା ବ୍ୟାକ୍ଟେରିଆ ଆଃ[ଆପଣଙ୍କ ମୂତ୍ରାଶୟରେ ରହିଥିବା ହାନିକାରକ ବ୍ୟାକ୍ଟେରିଆ ଗୁଡ଼ିକୁ ନିଷ୍କ୍ରିୟ କରି ଦେଇଥାଏ |ଯଦି ଆପଣଙ୍କୁ ରାତିରେ ବାରମ୍ବାର ପରିଶ୍ରା ଲାଗିବାର ସମ୍ଭାବନା ରହିଛି ତେବେ ଆପଣ ପ୍ରତିଦିନ ସେଓ ଖାଇବା ସହିତ ଗାଜରକୁ ଜୁସ କରି ପ୍ରତିଦିନ ପିଅନ୍ତୁ ମେଥି ଶାଗ ମଧ୍ୟ ପ୍ରତିଦିନ ଖାଆନ୍ତୁ |

ଏହା ଖାଇବା ଦ୍ୱାରା ଆପଣଙ୍କ ବାରମ୍ବାର ପରିଶ୍ରା ଲାଗିବ ବନ୍ଦ ହୋଇ ଯାଇଥାଏ ଏବଂ ସାମାନ୍ୟ ଅବସ୍ଥାକୁ ଆସି ଯାଇଥାଏ |ବୃଦ୍ଧ ଲୋକମାନଙ୍କୁ ଯଦି ରାତିରେ ବାରମ୍ବାର ପରିଶ୍ରା ଲାଗୁଛି ତେବେ ଆପଣ ଏକ ଗ୍ଲାସ କ୍ଷୀରରେ ଦୁଇଟି ଖଜୁରୀ କୋଳିରେ କ୍ଷୀର ପିଅନ୍ତୁ ଏହା ଦ୍ୱାରା ଆପଣଙ୍କୁ ଲାଭ ମିଳିବ ତେବେ ଆପଣ ଯଦି ଅଙ୍ଗୁରୁ ପ୍ରତିଦିନ ଖାଇବେ ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗିବା ବନ୍ଦ ହୋଇ ଯାଇଥାଏ |

Leave a Reply

Your email address will not be published. Required fields are marked *