Ajira anuchinta :ସ୍ୱାମୀ ସ୍ତ୍ରୀ ଏପରି ଆଲିଙ୍ଗନ ହୋଇ ଶୋଉଚନ୍ତି କି ,ତେବେ ଜାଣନ୍ତୁ କଣ ସୂଚନା ମିଳିଥାଏ, ଥରେ ନିଶ୍ଚୟ ଦେଖନ୍ତୁ …..

ନମସ୍କାର ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ମାନ ବିଷୟରେ ଯାହା ଜାଣିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ କିଛି ଶିଖି ଥାଆନ୍ତି ଏବଂ ସ୍ୱାମୀ ସ୍ତ୍ରୀ ମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ |ଯେଉଁ କନ୍ୟା ହାତ ଓ ଗୋଡ଼ରେ ଅଧିକ କେଶ ରହିଥାଏ ସେମାନେ ଉଚ୍ଚ ଅଭିଳାଷୀ ହୋଇ ଥାଆନ୍ତି ଯେଉଁ କନ୍ୟାର ନାକ ତଳକୁ କେଶ ରହିଥାଏ ସେ କନ୍ୟା ଉଚ୍ଚ ଅଭିଳାଷୀ ହୋଇ ଥାଆନ୍ତି ଯେଉଁ କନ୍ୟାର ପେଟରେ କେଶ ରହିଥାଏ |

ସେହି କନ୍ୟା କଳହ ପ୍ରିୟ ଏବଂ ଚରିତ୍ର ହୀନ ହୋଇଥାଏ ଯେଉଁ କନ୍ୟାର ଆଇବ୍ରୋ ପରସ୍ପର ସହିତ ଲାଗିକି ରହିଥାଏ ସେହି କନ୍ୟା କେବେବି ହେଲେ ଧନର ଅଭାବ ହୋଇନଥାଏ |ଯେଉଁ ଲୋକଙ୍କ ମୁହଁର ଡାହାଣ ପାଖରେ କଳାଜାଇ ଥାଏ ସେ ପର ଉପକାରୀ ଏବଂ ମାନ ସମ୍ମାନର ଅଧିକାରୀ ହୋଇଥାଏ ଯେଉଁ ଲୋକଙ୍କ ମୁହଁର ବାମ ପାର୍ଶ୍ୱରେ କଳାଜାଇ ଥାଏ |

ତାଙ୍କୁ ଜୀବନ ସାରା ସୁଖ ଶାନ୍ତି ଭୋଗ ହୋଇଥାଏ ସପ୍ତାହକୁ ଥରୁଟିଏ ମିଶ୍ରି ଯୁକ୍ତ ଖିରି ପରିବାରରେ ସମସ୍ତେ ଏକାଠି ଖାଇଲେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି |ସ୍ତ୍ରୀ ଲୋକମାନେ ଗର୍ଭାବସ୍ଥା ସମୟରେ ଚାଉଳରେ ହଳଦୀ ମିଶାଇ ଘର ଭିତରେ ପକାଇଲେ ସମସ୍ତ ଅଶୁଭ ଶକ୍ତି ଦୂର ହୁଏ |

ଯଦି ବିବାହ ପାଇଁ ପୁତ୍ର କିମ୍ବା କନ୍ୟା ରାଜି ହେଉ ନାହାନ୍ତି ତେବେ ତାଙ୍କ ଶୋଇବା ଘର ଉତ୍ତର ପଟରେ କ୍ରିଷ୍ଟାଲ ବଲ କାଚ ପ୍ଲେଟରେ ରଖନ୍ତୁ |ପ୍ରତ୍ୟକ ଦିନ ରାତି ଦଶଟାରେ ବାମପଟ ମାଡି ଶୋଇବା ଉଚିତ ଏବଂ ରାତି ଚାରିଠାରେ ଶୋଇକି ଉଠିବା ଅଭ୍ୟାସ କରିବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ |

Leave a Reply

Your email address will not be published. Required fields are marked *