World cup ପୂର୍ବରୁ ପୁରସ୍କାର ରାଶି ଘୋଷଣା କଲେ ICC ,ଟିମର ବିଜେତାଙ୍କୁ ମିଳିବ ଏତେ ଟଙ୍କା ,ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ନମସ୍କାର ଦର୍ଶକବନ୍ଧୁ ଘୋଷଣା ହେଲା ପୁରସ୍କାର ରାଶି ପୁରସ୍କାର ପୂର୍ବରୁ ବିଶ୍ୱକପ ବିଜେତା କ୍ରିକେଟ ଦଳକୁ ମିଳିବ କେତେ ଟଙ୍କା ଆସନ୍ତା ଅକ୍ଟୋବର 5 ତାରିକରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପର ମହଲଢେଇ ଏହା ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ବିଶ୍ୱକପର ପୁରସ୍କାର ରାଶି ଘୋଷଣା କରିଛି |ତେବେ ବିଜେତା ମାନଙ୍କୁ ପୁରସ୍କାର ବାବଦରେ ଏଥର କେତେ ଟଙ୍କା ମିଳିବ ତାହା ଜାଣିବା ପାଇଁ ବିଶ୍ୱର ସମସ୍ତ କ୍ରିକେଟ ପ୍ରେମୀ ମନରେ ଉତ୍ସାହ ରହିଛି |

ICC ଘୋଷଣା ଅନୁଯାଇ ଚଳିତ ଥର ହେବାକୁ ଥିବା ବିଶ୍ୱକପ ପାଇଁ ସମୁଦାୟ 10 ମିଲିୟନ ଆମେରିକୀୟ ଡଲାର ଘୋଷଣା କରାଯାଇଛି |ଏହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାଇ 82,93,00,000 ଲକ୍ଷ ଟଙ୍କା ହେବ ବିଶ୍ୱକପର ଚମ୍ପିୟାନ ଦଳକୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ 33,18,00,000 ଟଙ୍କା ଦିଆଯାଉଥିବା ବେଳେ ରନର ଦଳକୁ ଦୁଇ ମିଲିୟନ ଆମେରିକୀୟ ଡଲାର ଅର୍ଥାତ 16,59,00,000 ଟଙ୍କା ଦିଆଯିବ |

ତେବେ ନଭେମ୍ବର 19 ରେ ଅହମ୍ମଦା ବାଦ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ ନେଇ ସୂଚନା ଦିଆଯାଉଛି ଏଠାରେ କହିରଖୁଛୁ ଯେ ଗୃପ ପର୍ଯ୍ୟାୟରେ ସମସ୍ତ ଦଶଟି ଦଳ ପରସ୍ପର ରାଉଣ୍ଡ ରବୀନ ଫର୍ମାଟରେ ଖେଳିବେ ଏଥିରେ ସେମି ଫାଇନାଲରେ ଶ୍ରେଷ୍ଠ ଚାରୋଟି ଦଳ ପହଁଚିବେ ଗୃପ ପର୍ଯ୍ୟାୟ ମ୍ୟାଚ ଜିତିଲେ ମଧ୍ୟ ପୁରସ୍କାର ରାଶି ଦିଆଯିବ ବୋଲି ସୂଚନା ଦିଆଯାଇଛି ||

ଟିମ ଗୁଡ଼ିକୁ ପ୍ରତ୍ୟକ ବିଜୟ ପାଇଁ ଚାଳିଶ ହଜାର ଆମେରିକୀୟ ଡଲାର ଅର୍ଥାତ 33,17,000 ଟଙ୍କା ଦିଆଯିବ ବୋଲି କୁହାଯାଇଛି |ସେହିପରି ଗୃପ ପର୍ଯ୍ୟାୟ ଶେଷରେ ଯେଉଁ ଟିମ ନକ ଆଉଟରେ ପହଁଞ୍ଚିବାରେ ବିଫଳ ହେବେ ପ୍ରତ୍ୟକଙ୍କୁ ଏକ ଲକ୍ଷ ଡଲାର ଅର୍ଥାତ 82,94,000 ଟଙ୍କା ଦିଆଯିବ |ଏହିପରି ଭାବରେ ମ୍ୟାଚରେ ଛଅଟି ଦଳ ରହିବ |

Leave a Reply

Your email address will not be published. Required fields are marked *