SBI ଆଣିଲା ବଡ଼ ଖୁସି ଖବର, ସବୁ ଗ୍ରାହକ ମାନଙ୍କୁ ଏବେ ମିଳିବ ଏହି ସବୁ ସୁବିଧା…ବ୍ୟାଙ୍କ ରେ ଖାତା ଥିଲେ ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ SBI ଗ୍ରାହକ ମାନଙ୍କ ପାଇଁ ପୁଣି ଆରମ୍ଭ କଲା ଦମଦାର ଯୋଜନା ଏହି ଯୋଜନା ଦ୍ୱାରା SBIର ଗ୍ରାହକ ମାନେ ବହୁତ ଲାଭବାନ ହୋଇପାରିବେ | ତେବେ ଦର୍ଶକ ବନ୍ଧୁ କଣ ଆସିଛି ଅପଡେଟ ଯଦି ଆପଣ ଜଣେ SBI ଗ୍ରାହକ ତେବେ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢନ୍ତୁ |

ବର୍ତ୍ତମାନ SBI ନିଜ ଗ୍ରହଙ୍କ ମାନଙ୍କୁ ଧନୀ କରିବାରେ ଲାଗିରହିଛି କାରଣ ସବୁଠାରୁ ଲୋକ ପ୍ରିୟ ଯୋଜନା ଅମ୍ରିତ କଳସ FD ସ୍କିମ ଦ୍ୱାରା ପୁଣି ଥରେ ଆରମ୍ଭ କରିଦିଆଯାଇଛି | ଏହି ଯୋଜନାରେ 400 ଦିନର ପୁଞ୍ଜି ବିନିଯୋଗର ଦମଦାର ରିଟନ ଆପଣ ପାଇପାରିବେ | ସୂଚନା ଅନୁସାରେ ଏହି FD ଯୋଜନା ଏକ ସୀମିତ ଯୋଜନା ପାଇଁ ଆରମ୍ଭ କରାଯାଇଥିଲା ଏହା 15 feb 2023 ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବିନିଯୋଗପାଇଁ ଆରମ୍ଭ କରାଯାଇଥିଲା |

ଏଥିରେ ନିବେଶ ଉପରେ SBI 7ପ୍ରତିସଦରୁ ଅଧିକ ସୁଧାହାର ଦେଇଥାଏ କିନ୍ତୁ ଏହି ଯୋଜନା ଜୁନ 30 ପର୍ଯ୍ୟନ୍ତ ବିନିଯୋଗ ଥିବା ପ୍ରଦାନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଆପଣ ଡିସେମ୍ବର 31 ପର୍ଯ୍ୟନ୍ତ ଏହି FD ଯୋଜନାରେ ବିନିଯୋଗ କରେଇନେଇ ପାରିବେ | SBI ୱେବସାଇଟ ଅନୁଯାଇ 400 ଦିନର FD ସ୍କିମ ଉପରେ 7.10 ପ୍ରତିସଦର ସୁଧ ଦେଉଛି | ଏହା ବ୍ୟତୀତ ବରିଷ୍ଠ ନାଗରିକଙ୍କୁ 7.60 ପ୍ରତିସଦ ହାରରେ ସୁଧର ଲାଭ ଦେଉଛି |

ଯଦି ଆପଣଙ୍କର SBI ରେ ଆକାଉଣ୍ଟ ଅଛି ତେବେ ଆପଣଙ୍କ ଅପାଇଁ ଏଇଟା ଗୋଟେ ବହୁତ ବଡ ଖୁସିଖବର ଏଥିରୁ ଆପଣ ବହୁତ ସାରା ବେନିଫିଟ ପାଇ ପାରିବେ | ଆପଣ ଚାହିଁଲେ 10,000 ତାଙ୍କ ହେଉ ବା 1ଲକ୍ଷ ତାଙ୍କ ହେଉ ଏହି FD ସ୍କିମରେ 400 ଦିନ ପର୍ଯ୍ୟନ୍ତ ଆପଣଙ୍କ ଟଙ୍କାକୁ ଆପଣ ରଖିପାରିବେ 400 ଦିନ ପରେ ଯେତେବେଳେ ପଇସା ଆପଣଙ୍କର ରିଟନ ହେବ ଆପଣଙ୍କ ଯେତିକି ଟଙ୍କା ରଖିଥିବେ ତାହା ଉପରେ 7.10 ପସେଣ୍ଟର ଇନ୍ଟରେଷ୍ଟ ପାଇବେ |

ଯଦି ଆପଣ ସିନିଅରସିଟିଜନରେ ପଇସା ରଖିବାକୁ ଚାହୁଁଛନ୍ତି ଯଦି ଆପଣ ଜଣେ ବରିଷ୍ଠ ନାଗରିକ ହୋଇଥିବେ ତେବେ ଯେତିକି ଟଙ୍କା ରଖିବେ 7.60 ପସେଣ୍ଟ ଇନ୍ଟରେଷ୍ଟ ମଧ୍ୟ ପାଇପାରିବେ | ନହେଲେ ଆପଣ ଚାହିଁଲେ 3ମାସ ନହେଲେ 6ମାସିକିଆ ମଧ୍ୟ ସେଟକରିପାରିବେ | ଏତିକି ମସାହେଲେ ଅଟମେଟିକ ଆପଣଙ୍କ ଯେତିକି ଇନ୍ଟରେଷ୍ଟ ହୋଇଥିବ ସେତିକି ମଧ୍ୟ ଆପଣଙ୍କୁ ଆସିପାରିବ | ବାକି 400ଦିନପରେ ଆପଣଯେଉଁ ପଇସା ରଖିଥିଲେ ସେଇପଇସା ମଧ୍ୟ ଉଠିଆ ନେଇପାରିବେ |

Leave a Reply

Your email address will not be published. Required fields are marked *