ଶରୀରର ଏହି ଦୁଇଟି ଅଙ୍ଗରେ ଭୁଲରେ କେବେ ବି ହେଲେ ଲଗାନ୍ତୁ ନାହିଁ ସାବୁନ ,ନଚେତ ହୋଇପାରେ ଏହି ଭୟଙ୍କର ରୋଗ ,ଜାଣନ୍ତୁ କଣ ….

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସଫା ସୁତୁରା ରହିବାକୁ ବହୁତ ପସନ୍ଦ କରି ଥାଆନ୍ତି ତେବେ ଏହି ସଫା ସୁତୁରା ରହିବା ଶରୀର ପାଇଁ ଯେତିକି ଭଲ ଶରୀରକୁ ସଫା କରିବା ପାଇଁ ବ୍ୟବହାର କରା ଯାଉଥିବା ସାବୁନ ସ୍ୱାସ୍ଥ୍ୟ ପାଇଁ ସେତିକି ଖରାପ ହୋଇଥାଏ |ଆଜି ଆମେ ଆପଣଙ୍କୁ କହିବୁ ଶରୀରର କେଉଁ ଅଙ୍ଗରେ ସାବୁନ ମାରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ବ୍ୟସ୍ତବହୁଳ ସମାଜରେ ଲୋକମାନେ ବହୁତ କିଛି କରି ଯାଇଥାଆନ୍ତି ସେଥି ମଧ୍ୟରୁ କିଛି ଠିକ କାମ ଥାଏ ତ ଆଉ କିଛି ଭୁଲ କାମ ମଧ୍ୟ ଥାଏ |

ଏହି ସବୁ ଭୁଲ କାର୍ଯ୍ୟ ପାଇଁ ମଣିଷ ପରବର୍ତ୍ତୀ ସମୟରେ ପଶ୍ଚାତାପ କରିଥାଏ |ତେଣୁ ଆପଣ ନିଜ ଶରୀରକୁ ସଫା ସୁତୁରା ରଖିବା ପାଇଁ ଯେଉଁ ସାବୁନ ବ୍ୟବହାର କରୁଛନ୍ତି କଣ ଆପଣ ଜାଣିଛନ୍ତି କି ଏଥିରେ ଥିବା କେମିକାଲ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ |ତେବେ ଶରୀରର ସବୁ ସ୍ଥାନରେ ସାବୁନ କ୍ଷତିକାରକ ନୁହେଁ କେବଳ ଦୁଇଟି ଜାଗା ଅଛି ଯେଉଁଠି ସାବୁନ ଲଗାଇଲେ ଆପଣଙ୍କୁ ଚର୍ମ ରୋଗ ହୋଇଥାଏ |

ଏହି ଦୁଇଟି ସ୍ଥାନ ମଧ୍ୟରୁ ପ୍ରଥମ ସ୍ଥାନ ହେଉଛି ଆପଣଙ୍କ ଗୁ-ପ୍ତା-ଙ୍ଗ ଏହା ଦ୍ୱାରା ଯାଦୁ ,କାଛୁ କୁଣ୍ଡିଆ ଭଳି ଆପଣଙ୍କୁ ଅନେକ ରୋଗ ହୋଇଥାଏ |ଏହି ସାବୁନ ଆପଣ ସେହି ସ୍ଥାନରେ ଲଗାଇଲେ ଆପଣଙ୍କ ଗୁପ୍ତାଙ୍ଗକୁ ଶୁଷ୍କ କରିଦିଏ ବା ସାବୁନରେ ଥିବା କେମିକାଲ ସେହି ସ୍ଥାନରେ ଲାଗିଲେ ଯାହା ଝାଳ ସଂସ୍ପର୍ଶରେ ଆସି ଚର୍ମ ରୋଗ ସୃଷ୍ଟି କରିଥାଏ |

ତେଣୁ ଆପଣ ଯେତେବେଳେ ଶରୀରରେ ସାବୁନ ଲଗାଉଛନ୍ତି ଭୁଲରେ କେବେ ହେଲେ ଗୁପ୍ତାଙ୍ଗରେ ଲଗାଇବେ ନାହିଁ ନଚେତ ବିଭିନ୍ନ ରୋଗରେ ପୀଡ଼ିତ ହୋଇପାରନ୍ତି ଯଦି ଆପଣ ଏହି କଥା ଜାଣି ନଥିଲେ ତାହେଲେ କେବେ ମଧ୍ୟ ଏହି ଜାଗାରେ ସାବୁନ ଲଗାନ୍ତୁ ନାହିଁ |

ଦ୍ୱିତୀୟ ସ୍ଥାନଟି ହେଉଛି ଆଖି ପ୍ରତ୍ୟକ ଜୀବ ମାନଙ୍କ ଆଖି ସୁକ୍ମ ଟିସୁରେ ଗଠିତ ହୋଇଥାଏ ସେହିପରି ମନୁଷ୍ୟର ଆଖି ମଧ୍ୟ ସୁକ୍ମ ଟିସୁରେ ଗଠିତ ଯଦି ଆପଣ ଗାଧେଇବା ସମୟରେ ସାବୁନ ଆପଣଙ୍କ ଆଖିରେ ଲାଗିଯାଏ ତେବେ ଏହା ଆପଣଙ୍କ ଆଖିକୁ ବହୁତ ଜ୍ୱାଳା ପୋଡ଼ା କରିଥାଏ |

ଯଦି ଏହି ସାବୁନ ବାରମ୍ବାର ଆପଣ ଆପଣଙ୍କ ଆଖିରେ ଲାଗେ ତାହେଲେ ଏହା ଆପଣଙ୍କ ଦୃଷ୍ଟି ଶକ୍ତିକୁ କମାଇ ଦେଇପାରେ |ତେଣୁ ଆପଣମାନେ ଗାଧେଇବା ସମୟରେ ଧ୍ୟାନ ଦିଅନ୍ତୁ ଯେ ସାବୁନ କେବେ ହେଲେ ଆପଣଙ୍କ ଗୁପ୍ତାଙ୍ଗରେ ନଲାଗୁ ଏପରି କରିବା ଦ୍ୱାରା ଆପଣଙ୍କୁ କୌଣସି ଚର୍ମ ରୋଗ ହୋଇନଥାଏ |

Leave a Reply

Your email address will not be published. Required fields are marked *