ଏମିତି ବି ଆସେ ମୃ-ତ୍ୟୁ ,ସୁଟିଙ୍ଗ ସମୟରେ ବିଲଡିଂ ଉପରୁ ଖସି ଅଭିନେତାଙ୍କ ପରଲୋକ ,ଛଟପଟ ହୋଇ ଚାଲିଗଲା Jibana ….ହେ ଭଗବାନ |

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଆଉ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି |ଆମ ଦେଶ ହେଉଛି କଳା ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ |

ଏକ ରିପୋର୍ଟ ଅନୁଯାଇ ଏହି ଲୋକପ୍ରିୟ ଅଭିନେତା ସୁଟିଙ୍ଗ କରୁଥିବା ସମୟରେ ଏକ ଉଚ୍ଚ ବିଲଡିଂରେ ଖସି ପଡ଼ିଥିବା ବେଳେ ଅଭିନେତାଙ୍କ ମୃ-ତ୍ୟୁ ହୋଇଛି ଅଖିଲି ମିଶ୍ରଙ୍କ ଆକର୍ଷିକ ଦେ-ହା-ନ୍ତ ଖବର ସିନେମା ଇଣ୍ଡଷ୍ଟ୍ରିରେ ଦୁଃଖର ଲହରୀ ସୃଷ୍ଟି କରିଛି ଏବଂ ପ୍ରଶଂସକ ମାନେ ଏହି ଖବରକୁ ବିଶ୍ୱାସ କରିପାରୁ ନାହାଁନ୍ତି |

ଏହି ଲୋକପ୍ରିୟ ଅଭିନେତା କୋଠା ଉପରୁ ତଳକୁ ଖସି ପଡ଼ୁଥିଲେ ଯେତେବେଳେ ଅଖିଲ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଅଖିଲଙ୍କ ପତ୍ନୀ ସୁଜନ ବଟନ ହାଇଦ୍ରାବାଦରେ ଥିଲେ ସେ କହିଛନ୍ତି ଯେ ମୋର ହୃଦୟ ଭାଙ୍ଗି ଯାଇଛି ମୋ ଜୀବନ ସାଥି ଚାଲି ଯାଇଛନ୍ତି |

ଏହି ଲୋକପ୍ରିୟ ଅଭିନେତା ଅଖିଲ ଅନେକ ଲୋକପ୍ରିୟ ସିରିଏଲ ଏବଂ ବହୁତ ଲୋକପ୍ରିୟ ସୋରେ ଏକ ଅଂଶ ଥିଲେ |ଲୋକପ୍ରିୟ ଅଭିନେତା ଅଖିଲ ମିଶ୍ରଙ୍କ ପରଲୋକ ହୋଇଛି |ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |

Leave a Reply

Your email address will not be published. Required fields are marked *