କଲେଜ ଯିବା ବାହାନାରେ ପ୍ରେମିକା ସହ ପ୍ରେମିକର ଚାଲିଥିଲା ରାସଲୀଳା, ଧରିଦେଲେ ଗାଁ ଲୋକେ ,ଆଉ ତା’ପରେ ଯାହା କଲା…ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ରାସ୍ତା ଉପରେ ପ୍ରେମୀଯୁଗଳ ଗାଡ଼ି ଥୋଇଦେଇ ଏକ ଗଛ ମୂଳରେ ବସି କରୁଥିଲେ ପ୍ରେମ ସୁଖ ପାଠ ପଢିବା ବାହାନାରେ ଟ୍ୟୁସନ ଯାଉଛି ବୋଲି ଘରେ କହିକି ଆସିଥିଲେ ହେଲେ ଏକ ରାସ୍ତା କଡ଼ରେ ଶୂନଶାନ ଗଛ ମୂଳରେ ବସି କରୁଥିଲେ ଏପରି କାର୍ଯ୍ୟ |ହେଲେ ରାସ୍ତାରେ ଯାଉଥିବା ଲୋକମାନେ ସେମାନଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ଏଠି ଏହି ଶୂନଶାନ ଜାଗାରେ ତୁମେ ଦୁହେଁ ଛୋଟ ପିଲା ବସି କଣ କରୁଚ

|କେତେଦିନ ଆଉ ବହି ଖାତା କଲମ ଧରି ପାଠ ପଢିବେ ମୁଣ୍ଡ ଖରାପ ହୋଇଯିବ ପାଠପଢିକି ତେଣୁ ଟିକେ ପ୍ରେମର ନଲେଜ ପାଠ ପଢିବାକୁ ନିରୋଳାକୁ ଆସିଥିଲେ |ଏକଥା ଆମେ କହୁ ନାହୁଁ ଦେଖୁଥିବା ଫୋଟରେ ଏହି ପ୍ରେମୀଯୁଗଳ କହୁଛନ୍ତି |ରାସ୍ତା କଡ଼ ପୋଖରୀ ପାଖ ନିରୋଳା ଜାଗା କିଏ କାହିଁକି ଏଠାକୁ ଆସିବ ପ୍ରେମିକ ଜଣକ ପ୍ରେମିକାକୁ କହୁଛନ୍ତି ଦୁଇ ଘଣ୍ଟା ଭିତରେ ଆମର ସବୁ କାର୍ଯ୍ୟ ସରିଯିବ |

ଏହି କାର୍ଯ୍ୟ କରିବା ପାଇଁ ପ୍ରେମୀ ଯୁଗଳ କଲେଜ ନଯାଇ ଏଠାରେ ବସିଥିଲେ |ତାଙ୍କର ଏହି ଦେ-ହ ସୁଖ କରିବା ଇଛାଟା ବେଶୀ ସମୟ ରହିନଥିଲା ଏବଂ ସେମାନଙ୍କର ଏମାନଙ୍କ କାରନାମା ଦେଖି ଗାଁରେ ଥିବା ଲୋକମାନେ ପୋଖରୀରେ ମାଛ ଧରୁଥିଲେ ପାଖରେ ଦେଖିଲେ ଗୋଟିଏ ଗାଡ଼ି ଥୁଆ ହୋଇଛି ଏବଂ ପୋଖରୀ କୂଳରେ ଆସି ଦେଖିଲେ ତ ପ୍ରେମୀଯୁଗଳ ମାତିଛନ୍ତି ତାଙ୍କ ସୁଖରେ |

ପୋଖରୀରେ ମାଛ ଧରିଥିବା ଟୋକା ଏବଂ ବାଇକରେ ଯାଉଥିବା ଲୋକମାନେ ଝିଅଟିକୁ ବାରମ୍ବାର ପ୍ରଶ୍ନ କଲେ ତୁମେ ଏଠି କଣ କରୁଥିଲ ସତ କୁହ ପ୍ରେମିକା ଜଣକ ସବୁ ସତ ମାନିଲେ ଏବଂ ସେଠାରେ ଥିବା କିଛି ଟୋକାମାନେ ଭିଡିଓ ମଧ୍ୟ କରିଦେଲେ ହେଲେ ତାଙ୍କର ଏହି ଭିଡିଓକୁ ସବୁଆଡ଼େ ଛାଡ଼ିଦେଲେ ଏଥର ନାମ ନିଅ ତୁମ ଘର ଲୋକ ମାନେ ଜାଣିପାରିବେ ତୁମେ ଏଥର କୁଆଡ଼େ ଯାଇଥିଲ |

Leave a Reply

Your email address will not be published. Required fields are marked *