Big Breaking- ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଆସିଲା ବଡ ଖୁସି ଖବର, ସରକାର ନେଲେ ଏଭଳି ନିଷ୍ପତି ,ଶୁଣିଲେ ଖୁସି ହେଇଯିବେ…

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଥିବା ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଆସୁଅଛି ଏବେ କିଛି ବଡ଼ ଖବର ଏକଥା ଆପଣମାନେ ଜାଣିଛନ୍ତି ଜାଣିଛନ୍ତି ସମସ୍ତ ଅଙ୍ଗନୱାଡି କର୍ମୀ ଆନ୍ଦୋଳନକୁ ଓଲ୍ହାଉଛନ୍ତି ତେବେ ଏହା ମଧ୍ୟରେ ଜାରି ହେଲା ନୂଆ ସୂଚନା ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |ଦଶଦଫା ଦାବି ନେଇ ରାଜ୍ୟରେ ଆନ୍ଦୋଳନ କରିଛନ୍ତି ଅଙ୍ଗନୱାଡି କର୍ମୀ ଅଙ୍ଗନୱାଡି କର୍ମୀ ମାନଙ୍କ ସମସ୍ୟା ଗୁଡ଼ିକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି ପତ୍ର ଅନୁସାରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବି ପୂରଣ କରିବା ଦିଗରେ ବିଫଳ ହୋଇଛନ୍ତି |

ନିଜେ ନିଜର ଲିଖିତ ପ୍ରତିଶୃତି ପାଳନ କରିନଥିବା ଅଭିଯୋଗ କରି ସାରା ରାଜ୍ୟରୁ ହଜାର ହଜାର ଅଙ୍ଗନୱାଡି କର୍ମୀ ସହାୟକ ଏବଂ ମିନି ଅଙ୍ଗନୱାଡି କର୍ମୀ ମାନେ ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି |ତେବେ ଯଥାଶୀଘ୍ର ସରକାର ଦାବି ପୂରଣ କରିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ଯାହା ଅସୁବିଧା ହେବ |

ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଅନ୍ତିମ ଚେତାବନୀ ଦେଇଛନ୍ତି ଅଙ୍ଗନୱାଡି କର୍ମୀ |ଅଙ୍ଗନୱାଡି କର୍ମୀ ମାନଙ୍କୁ ସରକାର ମାନ୍ୟତା ସହିତ ମାସିକ ଦରମା 18,000 ଟଙ୍କା ଦେବାକୁ ଦାବି କରାଯାଉଛି |ଅଙ୍ଗନୱାଡି ସହାୟକ ମାନଙ୍କୁ 9,000 ଟଙ୍କା ଦରମା ଦେବାକୁ ଦାବି ହୋଇଛି କେବଳ ସେତିକି ନୁହେଁ ସୁପ୍ରିମ କୋର୍ଟ ନିର୍ଦେଶ ଅନୁସାରେ ଗ୍ରାଚ୍ୟୁଟି ପ୍ରଦାନ ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ମଧ୍ୟ ଦାବି କରିଛନ୍ତି |

ଅଙ୍ଗନୱାଡି କର୍ମୀ ଏଥି ସହିତ ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯିବା |ଅଙ୍ଗନୱାଡି କର୍ମୀ ମାନଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦେବା ସହ ଅବସର କାଳୀନ ସହାୟତା 5,000 ଟଙ୍କା ପେନସନ ଦାବି ସହାୟତା ମଧ୍ୟ କୁହାଯାଇଛି ତେବେ ଏନେଇ ଅଙ୍ଗନୱାଡି କର୍ମୀ ସରକାରଙ୍କୁ ଦେଇଛନ୍ତି ଅନ୍ତିମ ଚେତାବନୀ

Leave a Reply

Your email address will not be published. Required fields are marked *