Weather Update: ଆଜି ୯ଟି ଜିଲ୍ଲାକୁ ହାଇ-ଆଲର୍ଟ, ଭୟଙ୍କର ବର୍ଷା ପବନ, ପାଣିପାଗ ବିଭାଗ ଦେଲେ ସୂଚନା…ଦେଖନ୍ତୁ ପୁରା ଖବର

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପୁଣି ଲଘୁଚାପ ସକ୍ରିୟ 9ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କଣ ସେହି ଜିଲ୍ଲା | ତେବେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ସକ୍ରିୟ ରହିଛି ଏହାର ପ୍ରଭାବରେ 9ଟି ଜିଲ୍ଲାରେ ପ୍ରବଳ ବର୍ଷାନେଇ ଭୁବେନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି |

ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେ଼ଙ୍କନାଳ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଓ ଖୋର୍ଦ୍ଧା ଜିଲ୍ଲାରେ ଘଡଘଡି ସହ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି |

ତେବେ ଏହି ସବୁଜିଲ୍ଲାକୁ Orange warning ଜାରିକରଯାଇଛି, ତେବେ ଆଉ ଦୁଇଦିନ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗଭିଭାଗ | ସେହିପରି ଅଜିପାଇଁ ପଶ୍ଚିମ ଅଭ୍ୟନ୍ତରଣ ଓଡ଼ିଶାର 12ଟି ଜିଲ୍ଲା ପାଇଁ Orange warning ଜାରିକରଯାଇଛି |

କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଓ ଢେ଼ଙ୍କନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି 18ଟି ଜିଲ୍ଲାପାଇଁ Yellow Warning ଜାରିକରଯାଇଛି କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ଵର, ଜଗସିଂପୁର, ମାଲ୍କାନଗିର, କୋରାଫୁଟ, ରାୟଗଡ଼ା, ମୟରଭଞ୍ଜ, ନୂଆପଡ଼ା,ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ପାଇଁ Yellow Warning ଜାରିକରଯାଇଛି |

Leave a Reply

Your email address will not be published. Required fields are marked *