School ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ଼ ଖବର, ସ୍କୁଲ ଛୁଟିକୁ ନେଇ ସରକାର କଲେ ଏପରି ଘୋଷଣା, ଦେଖନ୍ତୁ ସମ୍ପୂର୍ଣ ଖବର…

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆଉ କିଛି ନୂଆ ଅପଡେଟ ପୁଣି 25 ତାରିକରୁ ସବୁ ସ୍କୁଲ ଛୁଟି ହେବ ହେଲେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ତାହା ସମସ୍ତେ ଜାଣି ରଖିବା ଜରୁରୀ ତେବେ ଆସନନ୍ତୁ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଟି ଜାଣିବା |25 ତାରିକରୁ ଆନ୍ଦୋଳନକୁ ଓଲ୍ହାଇବ ଓଷ୍ଟା 21 ଦଫା ପୂରଣ ପାଇଁ ଆନ୍ଦୋଳନକୁ ଓଲ୍ହାଇବ ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘ ଆସନ୍ତା 25 ତାରିକରୁ ଳୟର ପିଏମଜିରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅହରାତ୍ର ଧାରଣା ଦେବ ସଙ୍ଘ |

ସଙ୍ଘ ଗତ 5 ତାରିକରେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ କରିଥିଲା |ଦାବି ପୂରଣ ନହେବାରୁ ପୁଣି ଥରେ ଆନ୍ଦୋଳନକୁ ଓଲ୍ହାଇବ ବୋଲି ଗୁରୁବାର ଦିନ ସଙ୍ଘ ପକ୍ଷରୁ ଏକ ପ୍ରେସ ପକ୍ଷରୁ କୁହାଯାଇଛି |ରାଜ୍ୟରେ 226 ଓ 399 ଟି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷକ ଏବଂ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ପ୍ରଦାନ ପାଇଁ ସଙ୍ଘ ଦାବି କରିଛି |

ସେହିପରି 2800,2200 ଓ 1900 ଗ୍ରେଡ଼ ପେ ଥିବା ଅସଂଘତି ଦୂରୀକରଣ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକଙ୍କୁ ଉଚ୍ଚତର ଦରମା ପ୍ରଦାନ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ସରକାରୀ କିରାଣୀ ଓ ଏଥିରେ କାର୍ଯ୍ୟରତ 52 ଜଣ ସେକ୍ସନ ଶିକ୍ଷକଙ୍କୁ ଦରମା ପ୍ରଦାନ |2004 ରୁ 2013 ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ବାର୍ଷିକ ଦରମା ବୃଦ୍ଧି ସହ ବରିଷ୍ଠତା ପ୍ରଦାନ କରିବା ପାଇଁ ଦାବି ହୋଇଛି |

ଆରଏସିପି ପ୍ରଦାନ କ୍ଷେତ୍ରରେ ଉଚ୍ଚତମ ନ୍ୟାୟଳୟର ନିର୍ଦେଶ ପାଳନ କରିବା ,48 ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକଙ୍କୁ ମାନ୍ୟତା ପ୍ରଦାନ ଆଲେଜେଡ଼ ଏବଂ ସେକ୍ସନ ଶିକ୍ଷକଙ୍କୁ ନିୟମିତ କରିବା ଆରଏସ ସ୍କିମ ପ୍ରଚଳନ 110 ବାଳିକା ସ୍କୁଲକୁ ପୁନଃ ଅନୁଦାନ ପ୍ରଦାନ କ୍ରୀଡ଼ା ଶିକ୍ଷକଙ୍କ ବୟସ 60 ରୁ 62 ବର୍ଷ ହେବା ପାଇଁ ଆନ୍ଦୋଳନ କରାଯିବ |

ଏନେଇ ସଂଘର ସଭାପତି ଅକ୍ଷୟ କୁମାର ମିଶ୍ର ,କାର୍ଯ୍ୟକାରୀ ସମ୍ପାଦକ ନୀଳମଣି ପୁରୋହିତ ,ସାଧରଣ ସମ୍ପାଦକ ରଞ୍ଜନ କୁମାର ଦାସ ଏବଂ ଶିକ୍ଷା ପ୍ରଦୀପ ସମ୍ପାଦକ ଶଙ୍କର ଶୁଭୁତି ପ୍ରମୁଖ ଚେତାବନୀ ଦେଇଛନ୍ତି |

Leave a Reply

Your email address will not be published. Required fields are marked *