କାଳିଆ ଯୋଜନାକୁ ନେଇକି ଆସିଲା ବହୁତ ବଡ ଅପଡେଟ, ଶୀଘ୍ର ଦେଖନ୍ତୁ ନଚେତ ପଛରେ କରିବେ ପଶ୍ଚାତାପ, କଟିଲା ଏହି Sabu ନାମ…

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଜାଣିଛନ୍ତି ନୂଆଖାଇ ଅବସରରେ ସରକାର ସମସ୍ତଙ୍କୁ କାଳିଆ ଯୋଜନା ଅଧୀନରେ 2,000 ଟଙ୍କା ପଠାଇଛନ୍ତି |ତେବେ ଏହି ଟଙ୍କା କିଛି ଲୋକଙ୍କୁ ମିଳି ସାରିଥିବା ବେଳେ ଆଉ କିଛି ଲୋକଙ୍କୁ ମିଳି ନାହିଁ ହେଲେ କାରଣ କଣ ଜାଣିଛନ୍ତି ସେମାନଙ୍କ ନାମ ମଧ୍ୟ ବାଦ ପଡ଼ିଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା କାଳିଆ ଖୋଲିଦେଲା ପୋଲ ଦିନକୁ ଦିନ ହିତାଧିକାରୀଙ୍କ ତାଲିକାରୁ ବାଦ ପଡ଼ିଛି ଚାଷୀ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |

ସରକାରଙ୍କ କଥା ଗୋଟେ ଆଉ କାମ ଗୋଟେ କାଳିଆ ଯୋଜନାରେ 75,00,000 ଚାଷୀ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ହେଲେ ସହାୟତା ପାଉଛନ୍ତି ମାତ୍ର 44,00,000 ହିତାଧିକାରୀ |2019 ରେ ପଞ୍ଚମ ଥର ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଜେଟ ପ୍ରକ୍ରିୟାରେ କାଳିଆ ଯୋଜନାରେ 75,00,000 ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ ଘୋଷଣା କରିଥିଲେ |

ହେଲେ ବାଣ୍ଟିଲେ 91,00,000 ଚାଷୀଙ୍କୁ ଆଉ ନଜର ପକାନ୍ତୁ 2020-21 ର ବିଜ୍ଞାପନ ଉପରେ 53,00,000 ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ବାଣ୍ଟିଥିଲେ ସରକାର ସେହିପରି ତିନିବର୍ଷ ପରେ ଏବେ ର ବିଜ୍ଞାପନ ଦେଖିଲେ ଜଣାପଡୁଛି ଚଳିତ ବର୍ଷ ନୂଆଖାଇରେ 44,00,000 ଉର୍ଦ୍ଧ ଚାଷୀଙ୍କୁ କାଳିଆ ଯୋଜନା ବାଣ୍ଟିଛନ୍ତି |ସରକାର ପ୍ରାୟ 9,00,000 ଚାଷୀ ବାଦ ପଡ଼ିଛନ୍ତି

ସରକାର ତଥ୍ୟ ଅନୁସାରେ 2022 ରେ ଅଯୋଗ୍ୟ ଚାଷୀ ପ୍ରାୟ 2,06,000 ଚାଷୀଙ୍କୁ ଟଙ୍କା ଫେରାଇବାକୁ କହିଛନ୍ତି ସରକାର |ତେବେ ଗତବର୍ଷ ଏତିକି ଚାଷୀ ହିତାଧିକାରୀ ତାଲିକାରୁ ବାଦ କରାଗଲା ଆଉ ଏବେ ଆସି 44,00,000 ଲକ୍ଷରେ ପହଁଚି ଗଲାଣି ତେବେ ଏହିଭଳି ଭାବରେ ସରକାର କିଛି କିଛି ଲୋକଙ୍କୁ ତାଲିକାରୁ ବାଦ କରିଛନ୍ତି ସରକାର |

Leave a Reply

Your email address will not be published. Required fields are marked *