ଗାଁ ଲୋକଙ୍କୁ ଦେଖା ଦେଲେ ପ୍ରଭୁ ଶ୍ରୀ ଗଣେଶ ଲୋକଙ୍କୁ ସ୍ୱପ୍ନରେ ଦେଖା ଦେଲେ ଆଉ ମାଟି ଫଟେଇ ଉପରକୁ ଆସିଲେ ନିଜ ଆଖିରେ ପ୍ରଭୁ ଗଣେଶଙ୍କୁ ଦେଖିଲେ ଗାଁ ଲୋକେ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କର ଲମ୍ବା ଭିଡ | ଏଭଳି ଲୀଳା ମାଟି ଫଟେଇ ଉପରକୁ ଆସିଲେ ପ୍ରଭୁ ଗଜାନନ ଭକ୍ତଙ୍କ ଡାକାଶୁଣୀ ସଂ ଉଭା ହୋଇଗଲେ ଶ୍ରୀଗଣେଶ | ବିଶ୍ୱାସ ହେଉନଥିଲେ ବି କଥାଟି ସତ ନିଜ ଆଖିରେ ନଦେଖିଲେ ଆପଣ ବିଶ୍ୱାସକରିବେ ନାହିଁ |
ପ୍ରଭୁ ଶ୍ରୀ ଗଣେଶଙ୍କର ଲୀଳା ଦେଖିବାକୁ ମିଳିଛି ଗଣେଶ ପୂଜାରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ପୂଜାରେ ସନ୍ତୁଷ୍ଟ ହୋଇ ପ୍ରଭୁ ଶ୍ରୀ ଗଣେଶ ପ୍ରଥମେ ଶ୍ରୀ ଗଣେଶ ଭକ୍ତ ମାନଙ୍କୁ ସ୍ବପ୍ନଇବା ଏବଂ ପରେ ନିଜେ ଏବ୍ରୀ ଭାବ ହେବା ଘଟଣା ପୁରା ଅଂଚଳରେ ଚହଳ ଖେଳେଇଦେଇଛି | ହଁ ଦର୍ଶକବନ୍ଧୁ ଚାଲିଛି ଭଜନ କ୍ରିତନ ଆଉ ଧୀରେ ଧୀରେ ବଢିଚାଲିଛି ଭକ୍ତଙ୍କ ଭିଡ଼ | ଶ୍ରୀଗଣେଶଙ୍କ ନିଜ ଆଖିରେ ଦର୍ଶନ କରିବା ପାଇଁ 10ଖଣ୍ଡ ମୌଜାରୁ ଲୋକେ ଦୌଡ଼ି ଆସୁଛନ୍ତି |
ଗଭୀର ପୋଖରୀ ଭିତରୁ ଛାଣିଆଣିଛନ୍ତି ପ୍ରଭୁ ଶ୍ରୀ ଗଣେଶଙ୍କୁ ସ୍ବପ୍ନଦେଶ ପରେ ଲୋକମାନେ ଶ୍ରୀଗଣେଶଙ୍କ ପାଣିରୁ ଆଣି ସୁନ୍ଦର ଭାବେ ଫୁଲରେ ସଜେଇ ପୂଜା ଅର୍ଚନା କରୁଛନ୍ତି | ଏମିତି କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ହୁପାନ୍ତ ଜିଲ୍ଲା ମାଲକାନଗିରି କାଲିମିଳା ବ୍ଲକ ଅନ୍ତର୍ଗତ ଟିଂରେସପାଲି ଗାଁରେ | ସୂଚନା ଅନୁସାରେ ଏହିଗାଁର ମିଚୁଭୁଇଁଆକୁ ପ୍ରଥମେ ସ୍ବପ୍ନଦେଶ ହୋଇଥିଲା ଆଉ ଏହାପରେ ମିଚୁସ୍ଥାନୀୟ ଲୋକଙ୍କୁ ସ୍ବପ୍ନଦେଶ ବିଷୟରେ ଜଣେଇବାପରେ ଗାଁଲୋକ ମିଶି ଗାଁ ନିକଟରେ ରାମ ପୋଖରୀକୁ ଯାଇ ଦେଖିଲେ ମୂର୍ତ୍ତିର ଏକ ଶିଖର ଉପରକୁ ରହିଛି |
ଏହାପରେ ଗ୍ରାମବାସୀ ମିଶି ସେଠାରେ ଖୋଲିବା କାର୍ଯ୍ୟ ଆରମ୍ଭ କରିଥିଲେ ଆଉ ଶେଷରେ ପ୍ରଭୁ ଗଣେଶଙ୍କର ମୂର୍ତ୍ତୀସହ ଆଉ ଅନ୍ୟଦୁଇଟି ମୂର୍ତି ଉଦ୍ଧାର ହୋଇଛି | ମୂର୍ତି ଉଦ୍ଧାର ପରେ ଗାଁର ଏକ ତାଳଗଛ ମୂଳରେ ମୂର୍ତ୍ତିଗୁଡିକୁ ରଖି ପୂଜାର୍ଚନା କରିଥିଲେ | ସେ ଜହାବିହେଉନା କାହିଁକି ଗଣେଶ ପୂଜାରେ ଶ୍ରୀଗଜାନନଙ୍କ ଚମତ୍କାର ଦେଖି ସମସ୍ତେ ଭାବ ବିହଳ ହୋଇଯାଇଛନ୍ତି ଆଉ ପୁରା ଅଞ୍ଚଳ ହୋଇଉଠିଛି ଭକ୍ତିମୟ |