ଏହି ପାଞ୍ଚ ବ୍ଯକ୍ତିର ଡାକ ଭଗବାନ କେବେ ବି ଶୁଣନ୍ତି ନାହିଁ ,ତେବେ ଆପଣ କରୁଛନ୍ତି କି ଏପରି କାର୍ଯ୍ୟ ରୁହନ୍ତୁ ସାବଧାନ ,ନଚେତ ଘଟିପାରେ ଏଭଳି ଘଟଣା ….

ନମସ୍କାର ଦର୍ଶକବନ୍ଧୁ ଆପଣ ଯାହା କରନ୍ତୁ ମୁଣ୍ଡ ତଳେ ପିଟି ଦିଅନ୍ତୁ ବା ନାକ ତଳେ ଘଷି ଦିଅନ୍ତୁ ହେଲେ ଈଶ୍ୱର ଏହି ପାଞ୍ଚଜଣଙ୍କ ଡାକ କେବେବି ଶୁଣନ୍ତି ନାହିଁ |ଯଦି ଆପଣ ଏଥିରେ ସାମିଲ ଅଛନ୍ତି ତେବେ କିଏ ନ ଚାହେଁ ଈଶ୍ୱର ତାଙ୍କ ଡାକ ନ ଶୁଣନ୍ତୁ ଯେତେବେଳେ ଆମର କିଛି ଅସୁବିଧା ହୁଏ ଆମେ ସଙ୍ଗେ ସଙ୍ଗେ ଭଗବାନ ଙ୍କୁ ଡାକନ୍ତି କିନ୍ତୁ ଆପଣ ଜାଣନ୍ତି କି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ଡାକିଲେ ମଧ୍ୟ ଭୁଲରେ ସୁଦ୍ଧା ଭଗବାନ ତାଙ୍କ ଡାକ ଶୁଣନ୍ତି ନାହିଁ |

କେତେକ ଲୋକ ଏପରି ମଧ୍ୟ ଅଛନ୍ତି ଡାକିଲେ ମାତ୍ରେ ପ୍ରଭୁ ସଙ୍ଗେ ସଙ୍ଗେ ଡାକ ଶୁଣି ନିଅନ୍ତି ତେବେ ଆସନ୍ତୁ ଜାଣିବା ସେହି ଲୋକ କେଉଁମାନେ ଏହି ମାନଙ୍କ ଡାକ ଭୁଲ ବଶତଃ ସୁଦ୍ଧା ଭଗବାନ ମଧ୍ୟ ଶୁଣନ୍ତି ନାହିଁ ଆସନ୍ତୁ ଜାଣିବା ସେହି ପାଞ୍ଚ ବ୍ୟକ୍ତିଙ୍କୁ ଯେଉଁମାନଙ୍କ ଉପରେ ଈଶ୍ୱର ସବୁବେଳେ କ୍ରୋଧିତ ହୁଅନ୍ତି |

ନମ୍ବର 1 ଯେଉଁ ଲୋକ ନିଜର ସବୁବେଳେ ଚିନ୍ତା କରେ ହେଲେ ପରର ଭଲ କଥା କେବେ ହେଲେ ଭାବେ ନାହିଁ ସେଭଳି ବ୍ୟକ୍ତିର ଡାକ ଭଗବାନ କେବେବି ଶୁଣନ୍ତି ନାହିଁ |ତାର ଦିନେ ନା ଦିନେ ସର୍ବନାଶ ମଧ୍ୟ ହୋଇଥାଏ |

ନମ୍ବର 2 ଯେଉଁ ଲୋକ ନାରୀକୁ କେବେ ହେଲେ ସମ୍ମାନ ଦିଏ ନାହିଁ ତାର ଡାକ ଭଗବାନ କେବେ ହେଲେ ଶୁଣନ୍ତି ନାହିଁ |

ନମ୍ବର 3 ଯେଉଁ ବ୍ୟକ୍ତି ପିତା ମାତାଙ୍କୁ ସମ୍ମାନ କରେ ନାହିଁ ତାଙ୍କ ଉପରେ ଅତ୍ୟାଚାର କଲେ ସେ ଯେତେ ଭଗବାନଙ୍କୁ ଡାକିଲେ ମଧ୍ୟ ଭଗବାନ ଶୁଣନ୍ତି ନାହିଁ |

ନମ୍ବର 4 ଯେଉଁ ବ୍ୟକ୍ତି ଗରିବଙ୍କ ଉପରେ ଅତ୍ୟାଚାର କରେ ଏବଂ ଅନ୍ନର ଅପମାନ କରେ ଭଗବାନ କେବେବି ତାର ଡାକ ଶୁଣନ୍ତି ନାହିଁ |

ନମ୍ବର 5 ଯେଉଁ ବ୍ୟକ୍ତି ଭୁଲ କରି ନିଜର ଭୁଲକୁ ମାନେ ନାହିଁ ନିଜର ଭୁଲକୁ ଲୁଚାଇବା ପାଇଁ ଆହୁରି ଭୁଲ କରି ଚାଲେ ଭଗବାନ ତାର ଡାକ କେବେବି ଶୁଣନ୍ତି ନାହିଁ ଶେଷରେ ତାର ମଧ୍ୟ ସର୍ବନାଶ ହୋଇଥାଏ |

Leave a Reply

Your email address will not be published. Required fields are marked *