ଆଜିର ରାଶିଫଳ 2023 ସେପ୍ଟେମ୍ବର 22 ଶୁକ୍ରବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ମନ ଦୁର୍ବଳ ରହିବ ଭାତୃ ବିବାଦ ପାଇଁ ଅଶାନ୍ତି ଦେଖାଦେବ |ପୈତୃକ ସମ୍ପତ୍ତି ଭାଗ ବଣ୍ଟନ ହୋଇପାଇରେ |କୋର୍ଟ କଚେରୀ ମାମଲା ଆପଣଙ୍କ ବିପକ୍ଷରେ ଯାଇପାରେ |ମନରେ ଅଶାନ୍ତି ଅନୁଭବ କରିବେ |ପରିସ୍ଥିତିରେ ଭୟ ଉପୁଜିବ |ଅଯଥା ଶତ୍ରୁ ବିବାଦରେ ପଡ଼ି ପାରନ୍ତି |

ବୃଷ ରାଶି -ଆଜି ଆପଣ ସୁଖୀ ହେବେ । ସମ୍ମାନୀତ ହୋଇପାରନ୍ତି । ଧାର କରଜ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନୀତ ହୋଇପାରନ୍ତି । ମହିଳାମାନେ ଦୂର ଗାଁ’କୁ ଯିବେ ।

ମିଥୁନ ରାଶି -ବଂଶ ମର୍ଯ୍ୟାଦା ରକ୍ଷା କରିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟରେ ଲାଭଜନକ ହେବ । ସରକାରୀ କୃପା ଲାଭ କରିପାରନ୍ତି ।ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ

ସିଂହ ରାଶି -କର୍ମକ୍ଷେତ୍ରରେ ପ୍ରତିଷ୍ଠାଲାଭ କରିବେ । ମନରେ ଆତୁରତା ବୃଦ୍ଧି ହେବ । ଈର୍ଷାପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ବ୍ୟବସାୟରେ ଲାଭବାନ୍ ହେବେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ।

କନ୍ୟା ରାଶି -ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ମିତ୍ରଙ୍କ ସମ୍ପର୍କ ସ୍ଥାପନ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ ।ଅସ୍ବାଭାବିକ ପରିସ୍ଥିତି ମଧ୍ୟରେ ଗତି କରିବା କାରଣରୁ ବିଚଳିତ ବୋଧ କରିବେ

ତୁଳା ରାଶି -କର୍ମକ୍ଷେତ୍ରରେ କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ।ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ । ଧନ ମିଳିବ । ଶତ୍ରୁନାଶ ହେବେ ।

ବିଛା ରାଶି -ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ବନ୍ଧୁମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ

ଧନୁ ରାଶି -କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କାମ ନ ହେବା କାରଣରୁ ଅଶାନ୍ତ ରହିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ, ସାହାଯ୍ୟ ସହଯୋଗ ପାଇବେ

ମକର ରାଶି -ଆଜି ସକାଳୁ ସକାଳୁ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ । ବ୍ୟବସାୟରେ କମ ଲାଭ ହେବ । ଆର୍ଥିକ ଅଭାବ ଦେଖାଦେଇପାରେ । ବନ୍ଧୁ ସହଯୋଗ ପାଇପାରନ୍ତି । ମାନସିକ ଶାନ୍ତି ବୃଦ୍ଧି ପାଇବ ।

କୁମ୍ଭ ରାଶି -କୌଶଳ କରି କାମ ହାସଲରେ ସମର୍ଥ ହେବେ। ନମ୍ରତା ପ୍ରଦର୍ଶନ କଲେ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ

ମୀନ ରାଶି -କୌଣସି ଅସୁବିଧା ନ ହେଲେ ମଧ୍ୟ ସମସ୍ୟାଗୁଡ଼ିକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରିପାରନ୍ତି। ପୂରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ, ଫଳରେ ବାରମ୍ବାର ଅନ୍ୟମାନଙ୍କ ସାହାଯ୍ୟ ଆଶା କରିବେ

Leave a Reply

Your email address will not be published. Required fields are marked *