ସବୁ ଚାଷୀ ଭାଇ ମାନଙ୍କ ଖାତାକୁ ଆସିଲା Kalia yojona କିସ୍ତିର ଟଙ୍କା ,ଯଦି ଆପଣଙ୍କ ଖାତାକୁ ଆସିନାହିଁ ତାହେଲେ ଶୀଘ୍ର କରି ଦିୟନ୍ତୁ ଏହି କାମ…

ନମସ୍କାର ଦର୍ଶକବନ୍ଧୁ ଫାଇନାଲି ଏବେ କାଳିଆ ଯୋଜନା ଅଧୀନରେ ଆସିଗଲା 2,000 ଟଙ୍କା ଆପଣମାନେ ଜାଣିଛନ୍ତି ଗତକାଲି ସରକାରଙ୍କ ତରଫରୁ ଘୋଷଣା ହୋଇଛି ଟଙ୍କା ଆସିବ ବୋଲି ଆଉ ଆଜି ମଧ୍ୟ ଆସି ସାରିଛି ମ୍ୟାସେଜ କିଛି କିଛି ୟୁଜର ମାନଙ୍କୁ ମଧ୍ୟ ମିଳି ସାରିଛି ଟଙ୍କା ଏକଥା ଆପଣମାନେ ଜାଣିଥିବେ ଦେଖନ୍ତୁ ନୂଆଖାଇ ଅବସରରେ କାଳିଆ ସହାୟତା 44,00,000 ରୁ ଉର୍ଦ୍ଧ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏମିତିକି ଭୂମିହୀନ କୃଷକ ପରିବାର ମଧ୍ୟ ଉପକୃତ ହୋଇଛନ୍ତି |

ଯାହାକି ନଅ ଶହ କୋଟି ଟଙ୍କାର ଉପକୃତ ରାଶି ଡିବିଟି ମାଧ୍ୟମରେ ସରକାର ମଧ୍ୟ ହସ୍ତାନ୍ତର କରିଛନ୍ତି ତେବେ ଆସନ୍ତୁ ଏନେଇ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା |ପ୍ରଥମେ ଜାଣି ରଖନ୍ତୁ ଆପଣ ଏହି ଯୋଜନା ଟଙ୍କା ପାଇବାକୁ ହେଲେ ଆପଣ ଦୁଇଟି କାମ କରିଦେବା ନିହାତି ଜରୁରୀ ଯେପରିକି ଆପଣ ୱେବସାଇଟ ଭିଜିଟ କରିବେ ଉପରେ ଦେଖିବେ ଲେଖା ଯାଇଛି |

କମ୍ପ୍ଲିଟି ଇଓର E -Kyc ଯାହାକି ଏହି କାଳିଆ ଯୋଜନା ଅଧୀନରେ ଏକ E-kyc କରିବାକୁ ପଡ଼ିବ ତାପରେ ଦେଖିବେ ସ୍କ୍ରୋଲ କରି ଉପରେ ଲେଖା ହୋଇଥିବ ପରବର୍ତ୍ତୀ କାଳିଆ ସହାୟତା ରାଶି ଆଧାର ନମ୍ବର ସହ ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ ତେଣୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରନ୍ତୁ |

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର କାର୍ଡ ଲିଙ୍କ ହୋଇନଥିବ ତେବେ ଆପଣଙ୍କ ଟଙ୍କା ଆସିବା ନାହିଁ |ଆଉ ପୂର୍ବରୁ ସରକାର ଖାଲି ଚାଷୀ ମାନଙ୍କୁ ଟଙ୍କା ଦେଉଥିଲେ ଭୂମିହୀନ ମାନଙ୍କୁ ଟଙ୍କା ଦେଇ ନଥିଲେ କିନ୍ତୁ ଆରମ୍ଭରୁ ତାଙ୍କୁ 12,500 ଟଙ୍କା ମିଳି ଯାଇଥିଲା କିନ୍ତୁ ଖୁସି ଖବର ଯେ ଏଥର ଭୂମିହୀନ ମାନଙ୍କୁ 2,000 ଟଙ୍କା ଦେଇ ଦେଇଛନ୍ତି |

ମୋଟ ଉପରେ କହିଲେ ସମସ୍ତଙ୍କୁ ଏବେ ଟଙ୍କା ମିଳିଛି |ଯଦି ଆପଣଙ୍କ କାଳିଆ ଯୋଜନା ଲିଷ୍ଟରେ ନାମ ରହିଥିବ ତେବେ ଦିନେ ଦୁଇଦିନ ଭିତରେ ଆପଣଙ୍କୁ କାଳିଆ ଯୋଜନା ଟଙ୍କା ମିଳିଯିବ |ଏବେ ସମସ୍ତଙ୍କ ଆକାଉଣ୍ଟକୁ ଧୀରେ ଧୀରେ ଆସୁଛି ଆପଣଙ୍କର ମଧ୍ୟ ଆସିଯିବ

Leave a Reply

Your email address will not be published. Required fields are marked *