ପୁଣି କେନ୍ଦ୍ରପଡାରେ ମାତିଲା ମଣିଷଖିଆ କୁମ୍ଭୀର ,ଆଉ ଜଣେ ବୃଦ୍ଧଙ୍କୁ ଖାଇଗଲା ଘୋଷାରି ଘୋଷାରି ,ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ |

ନମସ୍କାର ଦର୍ଶକବନ୍ଧୁ ପୁଣି କେନ୍ଦ୍ରାପଡ଼ାରେ ମାତିଲା ମଣିଷ ଖିଆ କୁମ୍ଭୀର ଆଉ ଜଣେ ଲୋକଙ୍କୁ ଚିରିଫାଡ଼ି ଖାଇଦେଲା ରାତିରେ ବୃଦ୍ଧ ଜଣକ ନିଖୋଜ ଥିଲେ ସକାଳେ ମିଳିଲା ବୃଦ୍ଧଙ୍କର ଖଣ୍ଡ ବିଖଣ୍ଡିତ ମୃ-ତ ଦେହ ଯାହାକୁ ଦେଖି ସମସ୍ତେ କୁମ୍ଭୀର ଖାଇ ଯାଉଥିବା ନେଇ ଆଶଙ୍କା କରିଛନ୍ତି |କୁମ୍ଭୀର କେନ୍ଦ୍ରାପଡ଼ାରେ ଆତଙ୍କ ଖେଳାଉ ଥିବା ବେଳେ ତିନିମାସ ଭିତରେ ଗୋଟି ଗୋଟି କରି ଖାଇଦେଲାଣି କୁମ୍ଭୀର ତଥାପି ତାର ପେଟ ପୁରୁନି ମଣିଷ ମାଂସ ଖାଇବା ପାଇଁ ଏହି ନଦୀରୁ ସେ ନଦୀ ପାଗଳ ପରି ଘୁରି ବୁଲୁଛି ମଣିଷ ଦେହର ରକ୍ତ ତାକୁ ପାଗଳ କରିଦେଇଛି |

ପ୍ରତି ମାସରେ ମଣିଷ ମାଂସ ଖାଇବାର ସ୍ବପ୍ନ ଦେଖୁଚି ତେଣୁ ଯେତେବେଳେ ସୁଯୋଗ ପାଉଛି ମଣିଷକୁ ଖାଇ ଯାଉଛି ଅନେକ ଦିନ ଧରି ମଣିଷ ମାଂସ ପାଟିରେ ବାଜି ନଥିବାରୁ ପୁଣି ମୌକା ଦେଖି ନଦୀ ଭିତରକୁ ଆଉ ଜଣକୁ ଟାଣି ନେଉଛି କୁମ୍ଭୀର ଆଉ ଅନେକ ଦିନ ପରେ ମଣିଷ ମାଂସ ଖାଇ ତା ଆତ୍ମାକୁ ଶାନ୍ତି ଦେଇଛି |

କିଛିଦିନ ଧରି କେନ୍ଦ୍ରାପଡ଼ା ବାସୀ କୁମ୍ଭୀର ଆତଙ୍କରେ ଭୟଭୀତ ହୋଇ ସତର୍କ ରହିଥିବା ବେଳେ ଆଜି ପୁଣି ଏକ ଅଘଟଣ ଘଟି ଯାଇଛି |ଆଉ ପୁଣି ଆଜି କୁମ୍ଭୀର ମୁହଁରେ ଚାଲି ଯାଇଛି ଆଉ ଜଣକ ଜୀବନ | ଆଉ କୁମ୍ଭୀର ରକ୍ତ ମୁଖା ହୋଇ ଖାଇଯାଇଛି ବୃଦ୍ଧଙ୍କ ଶରୀରକୁ ଆଉ ବୃଦ୍ଧଙ୍କ ମାଂସକୁ ଖାଇ ସାରି ନଦୀ ମଝିରେ ତାର ମାଂସକୁ ଖଣ୍ଡ ବିଖଣ୍ଡିତ କରି ପକାଇ ଦେଇଛି |

ଏହି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର କିଛି ଦିନ ଏହି ଗାଁର ଜଣେ ମଇଁଷି ଚାରାଳୀଙ୍କୁ ଟାଣି ନେଇ ଖାଇ ଯାଇଥିଲା କୁମ୍ଭୀର |ସୂଚନା ଅନୁସାରେ ବୃଦ୍ଧ ଜଣକ ଯାହାଙ୍କ ନାମ ହେଉଛି ବନମାଳୀ ପତ୍ର ଯିଏ କି ନଦୀ କୂଳକୁ ଆସିଥିଲେ ଆଉ ଅନେକ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଚିନ୍ତା କରିଥିଲେ |

ମାତ୍ର ବହୁତ ଖୋଜା ଖୋଜି ପରେ ମଧ୍ୟ ବନମାଳୀ ଙ୍କୁ ପାଇ ନଥିଲେ ଗାଁ ଲୋକେ |ଆଉ ଆଜି ସକାଳୁ ସକାଳୁ ଗାଁ ଲୋକେ ଯାହା ଦେଖିବାକୁ ପାଇଲେ ସମସ୍ତଙ୍କ ପାଦ ତଳୁ ମାଟି ଖସିଯିବା ଭଳି ଦୃଶ୍ୟ ଥିଲା |

Leave a Reply

Your email address will not be published. Required fields are marked *