Malika Bachana: ହୀରାକୁଦରେ ଫଣା ଟେକିଲେଣି କାଳୀ ନାଗ ,ଗୋଟି ଗୋଟି କରି ସତ ହେଉଛି ମାଳିକା ,ଭାଙ୍ଗିବ ହୀରାକୁଦ ବନ୍ଧ, ଜଳମଗ୍ନ ହେବ ଓଡ଼ିଶା |

ନମସ୍କାର ଦର୍ଶକବନ୍ଧୁ ପ୍ରଥମେ ହୀରାକୁଦ ବନ୍ଧରେ ଫାଟ ଦେଖା ଦେଇଥିଲା ଚିନ୍ତାରେ ପଡ଼ିଥିଲେ ଜନ ସାଧାରଣ ପରେ ପରେ ଜଳସ୍ତର ଫୁଲିବାକୁ ଲାଗିଲା ଆଉ ରାଜନୀତି ମହଲରେ ଛନକା ପଶିଲା ସତରେ କଣ ଅକାତ ଅକାତ କଳା ଗୁମର ପାଣିରେ କଣ ଅଛନ୍ତି ଶେଷ ନାଗ ଆଉ ଏବେ ମୁଣ୍ଡ ଟେକି ଫଣା କାଢ଼ିଲେଣି ଶେଷ ନାଗଙ୍କ ବଂଶଧର |ଇଏ କିପରି ସଙ୍କେତ ଆସିବ କି ମହାପ୍ରଳୟ ଏବେ ଚାରିଆଡ଼େ ହାହାକାର ରାତି ଅଧିଆ ଫୋନ କଲ ନେତା ଠାରୁ ଜନତା ସଚିବ ଠାରୁ ଅଧିକାରୀ ସମସ୍ତେ ହେଉଛନ୍ତି ହତଭାଗା ଚାରିଆଡ଼େ 24 ଅଙ୍କକୁ ନେଇ ଚର୍ଚ୍ଚା ଆଉ ସବୁଠି ସମାଧାନ ପାଇଁ ଭୟ |

2024 ଅଙ୍କଟି ଓଡିଶା ପାଇଁ ହେବକି କାଳ 600 ବର୍ଷର ଏହି କଥା କାହାଣୀ ଆଉ ଗାର ଠାର ଆଜି ଆମେ ଆଖି ସାମ୍ନାରେ ଦେଖାଗଲେଣି ଏଭଳି ଦୃଶ୍ୟ ମାଳିକା କହିଥିବା ଗୋଟିଏ ପରେ ଗୋଟିଏ ଘଟଣା ଏବେ ସତ ହୋଇ ଚାଲିଛି |ମହାପୁରୁଷ ଅଚ୍ୟୁତା ନନ୍ଦ ଯାହା ସବୁ ମାଳିକାରେ ବର୍ଣ୍ଣନା କରିଥିଲେ ତାହା ସବୁ ଗୋଟି ଗୋଟି କରି ସତ ହେବାରେ ଲାଗିଛି ଆଉ ତାହା ମଧ୍ୟ ଘଟି ଘଟି ଯାଉଛି ଅବେଳରେ ଆଖି ଆଗରେ ଛଟପଟ ଯନ୍ତ୍ରଣା ନିମିଶେକରେ ଉଭେଇ ଯାଉଛି |

ସୁନାର ସଂସାର କଳିଯୁଗରେ ମନୁଷ୍ୟ ପାଖରେ ସବୁ ଥାଇ ନିଜକୁ କଳ୍କୀଙ୍କ ନୀଳରୁ ମୁକ୍ତି କରିପାରୁ ନାହିଁ |ହୀରାକୁଦ ବନ୍ଧ ବିଷୟରେ ଅନେକ କଥା କଳିଯୁଗ ମାଳିକାରେ ଲେଖାଯାଇଛି ଅକାତ ଅକାତ ଗଭୀର ଭିତରେ କଳା ଗୁମର ପାଣି ଆଉ ସେହି ପାଣିରେ ଭୟାନକ ଭଉଁରୀ ଆଉ ତାହା ହେଉଛି ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ହୀରାକୁଦ ବନ୍ଧ |ମାଳିକାରେ ମହାପୁରୁଷ ଲେଖିଛନ୍ତି ଯେ 24 ଅଙ୍କରେ ଏହି ବନ୍ଧ ଭାଙ୍ଗିଯିବ ଆଉ ଜଳସ୍ତର ସବୁଆଡ଼େ ମାଡ଼ିଯିବ |

ଆଉ ସେହି କଳାଗୁମର ପାଣିରେ ଜଳ ସମାଧି ନେବେ ସମସ୍ତ ସୃଷ୍ଟି ଆଉ ସେ ଅଗଭୀର ପାଣିରେ ରହିଛନ୍ତି ଶେଷ ନାଗଙ୍କ ବଂଶଧର ଆଉ ସେମାନେ ମାଡ଼ି ଆସି ସମସ୍ତଙ୍କୁ ଦଂଶନ କରିବେ ସେମାନଙ୍କ ହଳାହଳ ବିଶ୍ୱ ଜ୍ୱାଳାରେ ତ୍ରାହି ତ୍ରାହି ଡାକିବ ଏହି ଧରା ପୃଷ୍ଠ ଆଉ ସେ ବେଳ ପାଖେଇ ପାଖେଇ ଆସିଲାଣି ଆଉ ସେହି ବନ୍ଧ ଭିତରେ ରହି କଳା ଗୁମର ପାଣିରେ ମୁଣ୍ଡ ଟେକିଲେଣି |

ସାପ ମାନେ ଆଉ ବନ୍ଧ ଅତିକ୍ରମ କରି ବାହାରକୁ ଯିବାକୁ ମନ ବଳାଇଲେଣି କାହିଁକିନା ଚାରିଆଡ଼େ ଅନ୍ୟାୟ ଅତ୍ୟାଚାର ଏବଂ ପାପ ବଢି ଗଲାଣି |ଆଉ ଏହି ଶେଷ ନାଗ ଯେବେ ବାହାରିବେ ପାପୀ ମାନଙ୍କୁ ବିନାଶ କରିବେ ଏବଂ ସତ୍ୟ ଯୁଗ ସ୍ଥାପନ ହେବ ଏହି କଥା ଆମେ କହୁ ନାହିଁ ଏହା ମାଳିକାରେ ଉଲେଖ ଅଛି |

Leave a Reply

Your email address will not be published. Required fields are marked *