ନମସ୍କାର ଦର୍ଶକବନ୍ଧୁ କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତିଠାରୁ ଏହି ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନି ଥାଉ ମହାଦେବଙ୍କୁ ହିଁ ସୃଷ୍ଟିର ପାଳନ ହାର ବୋଲି କୁହାଯାଏ ଦର୍ଶକବନ୍ଧୁ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇ ଥାଆନ୍ତି ଭଗବାନ ଭୋଳାନାଥ ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ଆଉ ଏହା ମଧ୍ୟ ଜାଣିରଖନ୍ତୁ ଯେ ମହାଦେବ ଏବେ କିଛି ରାଶିମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି |
ମହାଦେବ ତାଙ୍କ ଭକ୍ତିରେ ଏବେ ଖୁସି ହୋଇ ସାରିଛନ୍ତି ଯାହା ଫଳରେ ଆଜି ରାଶିର ଲୋକମାନେ ମଧ୍ୟ ମାଲାମାଲ ହେବାକୁ ଯାଉଛନ୍ତି |ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି |ଆପଣଙ୍କର ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ସବୁ ଅଧୁରା କାର୍ଯ୍ୟ ବା ବିଗିଡ଼ି ଯାଇଥିବା କାର୍ଯ୍ୟ ଏବେ ସେସବୁ ପୂରଣ ହେବାରେ ଲାଗିବ ଆପଣଙ୍କ ଜୀବନରେ ଆସୁଥିବା ସେ ସବୁ ଅସୁବିଧା ଏବେ ଦୂର ହେବାରେ ଲାଗିବ |
ଆପଣଙ୍କୁ ଏବେ ଆପଣଙ୍କ ପ୍ରତ୍ୟକ କାର୍ଯ୍ୟରେ ଏବେ ସଫଳତା ମିଳିବ |ଆପଣଙ୍କ ଶତ୍ରୁ ଏବେ ଆପଣଙ୍କ ଠାରୁ ଦୂରରେ ରହିବେ ସମାଜରେ ଲୋକମାନେ ଆପଣଙ୍କୁ ମାନ ସମ୍ମାନ ଦେବେ ବ୍ୟାପାର ବାଣିଜ୍ୟ ଆପଣଙ୍କ ଦୁଇଗୁଣା ଆଗକୁ ବଢି ଯିବ ଯେଉଁ ଲୋକମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ ଭୋଳାନାଥଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଛି ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ |
ଆପଣଙ୍କ ଆର୍ଥିକ ସ୍ଥିତି ମଝଭୁତ ରହିବ ଆପଣଙ୍କ କଳାତ୍ମକ ,ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ |ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ |ଆପଣଙ୍କ ସବୁ ମନସ୍କମାନା ଦିନେନା ଦିନେ ପୂରଣ ହେବ ଏବଂ ଆପଣଙ୍କ ଆର୍ଥିକ ସମସ୍ୟା ଗୁଡ଼ିକ ଦୂର ହେବ |ଆପଣଙ୍କୁ ଖୁବ ଶୀଘ୍ର ଚାକିରୀ ମିଳିବାର ସମ୍ଭାବନା ବନୁଛି |
ଅବିବାହିତ ଲୋକମାନଙ୍କ ବିବାହ ଖୁବ ଶୀଘ୍ର ହେବାକୁ ଯାଉଛି ଆପଣଙ୍କ ଜୀବନ ସାଥିଙ୍କ ସହିତ କୌଣସି ପ୍ରକାରର ଦର୍ଶନୀୟ ସ୍ଥାନ ବା କୌଣସି ଜାଗାକୁ ବୁଲିବାକୁ ଯାଇ ପାରନ୍ତି |ତେବେ ସେହି ସବୁ ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି କୁମ୍ଭ ରାଶି ,ମିଥୁନ ରାଶି ,କର୍କଟ ରାଶି ,ସିଂହ ରାଶି ,ବୃଷ ରାଶି ଏବଂ ତୁଳା ରାଶି |