ବିଶ୍ୱକପରେ ସର୍ବାଧିକ ସ୍କୋର କରିଥିବା ଭାରତର ଏହି ବ୍ୟାଟ୍ସମ୍ୟାନ ,କରିଥିଲେ ବିଶ୍ୱ ରେକର୍ଡ ,କାହା ବାପା ବି ଭାଙ୍ଗି ପାରିବ ନାହିଁ ଏହି ରେକର୍ଡ |

ନମସ୍କାର ଦର୍ଶକବନ୍ଧୁ ପାଖେଇ ଆସୁଛି କ୍ରିକେଟର ମହାକୁମ୍ଭ ବିଶ୍ୱକପ ଦିନିକିଆ ବିଶ୍ୱକପରେ ଅଧିକ ରନ କରିଥିବା ଚାରି ବ୍ୟାଟର ନମ୍ବର ଏକରେ ଅଛନ୍ତି ଜଣେ ଭାରତୀୟ |ODI ବିଶ୍ୱକପ 5 ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ଫାଇନାଲ 19 ନଭେମ୍ବରରେ ଖେଳାଯିବ ପ୍ରତ୍ୟକ କ୍ରିକେଟର ବିଶ୍ୱକପରେ ନିଜ ଦେଶକୁ ରିପ୍ରେଜେଣ୍ଟ କରିବାର ସ୍ବପ୍ନ ଦେଖନ୍ତି ଅନେକ କ୍ଷେତ୍ରରେ ସଫଳ ହୁଅନ୍ତି ଏବଂ ଅନେକ କ୍ଷେତ୍ରରେ ମଧ୍ୟ ବିଫଳ ହୁଅନ୍ତି |କିଛି ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏ କି ODI ବିଶ୍ୱକପରେ ନିଜ ଯାଦୁ ଦେଖାଇଛନ୍ତି ଏହାକୁ ଧ୍ୟାନରେ ରଖି ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ପାଞ୍ଚ ଜଣ ବ୍ୟାଟ୍ସ ମ୍ୟାନ ମାନଙ୍କ ବିଷୟରେ କହିବାକୁ ଯାଉଛୁ |

ନମ୍ବର 5 ରେ ଏବି ଡିଭିଲିୟର୍ସ ଅଛନ୍ତି ଯିଏ କି ମିସ୍ଟର 360 ଡିଗ୍ରୀ ଭାବରେ ଜଣାଶୁଣା ସେ ବିଶ୍ୱକପରେ ମୋଟ 23 ଟି ମ୍ୟାଚ ଖେଳି 63.52 ହାରାହାରିରେ 1207 ରନ ସ୍କୋର କରିଛନ୍ତି ଏହି ଅବଧି ମଧ୍ୟରୁ ତାଙ୍କ ବ୍ୟାଟରୁ 4 ଟି ଶତକ ଏବଂ ଛଅଟି ଅର୍ଦ୍ଧ ଶତକ ଦେଖିବାକୁ ମିଳିଛି ତାଙ୍କର ସର୍ବାଧିକ ସ୍କୋର 162 ରନ ରହିଛି |

ନମ୍ବର 4 ବ୍ରାଏନ ଲାରା ୱେଷ୍ଟନଡିଜର ପୂର୍ବତନ କ୍ରିକେଟର ଲାରା ଏକ ଦିବସୀୟ ବିଶ୍ୱକପରେ ସର୍ବାଧିକ ରନ ସ୍କୋର କରିବାରେ ଚତୁର୍ଥ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ଏହି ପୂର୍ବତନ କ୍ରିକେଟର 34 ଟି ମ୍ୟାଚ ଖେଳିଛନ୍ତି ଏବଂ ହାରାହାରି 42.24 ରେ ତାଙ୍କ ଆକାଉଣ୍ଟରେ 1235 ରନ କରିବାରେ ସଫଳ ହୋଇଛନ୍ତି ଏହି ଅବଧିରେ ଦୁଇଟି ଶତକ ଏବଂ ଚାରୋଟି ଅର୍ଦ୍ଧ ସତଜ ହାସଲ କରିଛନ୍ତି |

ନମ୍ବର 3 କୁମାର ସାଙ୍ଗାକାରା -ଏହି ବ୍ୟାଟ୍ସମ୍ୟାନ ODI ବିଶ୍ୱକପରେ ଖେଳିଥିବା 37 ଟି ମ୍ୟାଚ ମଧ୍ୟରୁ ହାରାହାରି 56.74 ରେ 1532 ରନ ସଂଗ୍ରହ କରିଛନ୍ତି ଏହି ବାମହାତି ବ୍ୟାଟ୍ସମ୍ୟାନ ODI ବିଶ୍ୱକପରେ ପାଞ୍ଚୋଟି ଶତକ ଏବଂ ସାତୋଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି ତାଙ୍କର ସର୍ବାଧିକ ସ୍କୋର 124 ରନ ରହିଛି |

ନମ୍ବର 2 ରିକି ପଏଣ୍ଟିଙ୍ଗ ଅଷ୍ଟ୍ରେଲିଆର ପୂର୍ବତନ ବିଜେତା ଏହି ସ୍ଥାନର ଦ୍ୱିତୀୟରେ ରହିଛନ୍ତି ସେ ବିଶ୍ୱକପରେ ଖେଳିଥିବା 46 ଟି ମ୍ୟାଚରେ ସେ ହାରାହାରି 45.86 ରେ 1743 ରନ ସଂଗ୍ରହ କରିଛନ୍ତି |ପଏଣ୍ଟିଙ୍ଗ ବିଶ୍ୱକପରେ ପାଞ୍ଚୋଟି ଶତକ ଏବଂ ଛଅଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି ଏହା ଅବଧି ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର 140 ରନ ରହିଛି ||

ନମ୍ବର 1 ରେ ସଚିନ ତେନ୍ଦୁଲକର ଏହି ସ୍ଥାନରେ କ୍ରିକେଟର ଭଗବାନ କହୁଥିବା ସଚିନ ତେନ୍ଦୁଲକର ଅଛନ୍ତି ବିଶ୍ୱକପରେ ସର୍ବାଧିକ ରନ ସ୍କୋର କରି ସେ ମେଗା ଇଭେଣ୍ଟରେ ନିଜର ସ୍ଥାନ ଅଧିକାର କରିଛନ୍ତି |ସେ ବିଶ୍ୱକପରେ ମୋଟ 45 ଟି ମ୍ୟାଚ ଖେଳିଛନ୍ତି ଏବଂ ହାରାହାରି 56.95 ରେ ମୋଟ 2278 ରନ ସ୍କୋର କରିଛନ୍ତି |ଏହା ଅବଧି ମଧ୍ୟରେ ସେ 6 ଟି ଅର୍ଦ୍ଧ ଶତକ ଏବଂ 15 ଟି ଅର୍ଦ୍ଧ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି \

Leave a Reply

Your email address will not be published. Required fields are marked *