Ajira anuchinta : ଜଣେ ନାରୀର ଏପରି କିଛି ଗୁଣ ଯୋଗୁଁ ତାର ସ୍ୱାମୀ ପର ସ୍ତ୍ରୀ ସହିତ ସମ୍ପର୍କ ରଖିଥାଏ ,ପୁରୁଷ ମାନେ ନିଶ୍ଚିତ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ମାନ ବିଷୟରେ ଯାହା ଜାଣିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ କିଛି ଶିଖି ଥାଆନ୍ତି ଏବଂ ସ୍ୱାମୀ ସ୍ତ୍ରୀ ମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ |ତେବେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ବିଷୟରେ |ପ୍ରଥମେ ସ୍ତ୍ରୀ ମାନେ ସିନ୍ଦୁର ଲଗାଇବା ସମୟରେ ଲକ୍ଷ୍ମୀ ନାରାୟଣ ଏବଂ ଶିବ ପାର୍ବତୀ ,ସାବିତ୍ରୀ ଏବଂ ସରସ୍ବତୀଙ୍କୁ ମନରେ ସ୍ମରଣ କରି ପ୍ରତିଦିନ ସିନ୍ଦୁର ଲଗାଇଲେ ସ୍ୱାମୀଙ୍କର ଆୟୁଷ ବଢିଥାଏ ଏବଂ ସେହି ନାରୀ ସୁଲକ୍ଷିଣୀ ହୋଇ ସ୍ୱର୍ଗକୁ ଯାଇଥାଏ |

ସକାଳୁ ଉଠିବା ପରେ ସ୍ନାନ ଏବଂ ଶୌଚ ସାରିବା ପରେ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ଶୁଭପ୍ରଦ ଏବଂ ମଙ୍ଗଳକାରୀ ହୋଇଥାଏ |ଖାଦ୍ୟ ଖାଇବା ସମୟରେ ଅଇଁଠା ଥାଳି ଗୋଟେ ହାତରେ ରଖନ୍ତୁ ନାହିଁ ଏହା ଦ୍ୱାରା ଖାଇବା ପ୍ରେତ ମାନଙ୍କୁ ପ୍ରାପ୍ତ ହୋଇଥାଏ ଖାଇବା ପ୍ରେତ ମାନଙ୍କୁ ପ୍ରାପ୍ତ ହେଲେ ଘରେ ସବୁବେଳେ ପ୍ରେତ ମାନଙ୍କୁ ବାସ କରନ୍ତି ଏବଂ ସେମାନଙ୍କ ପ୍ରଭାବରେ ଘରେ ସବୁବେଳେ ଲାଗିକି ରହିଥାଏ |

ଚତୁର୍ଥୀ ବା ବାହାଘରର ଚତୁର୍ଥୀ ଦିନ ରାତି ପରେ ଦେଢ଼ସୁର ଭାଇ ବୋହୁକୁ ଛୁଇଁବା ଉଚିତ ନୁହେଁ କାରଣ ଦେଢ଼ ସୁର ବଡ଼ ଭାଇଙ୍କ ସମାନ ହୋଇଥାଏ ଦେଢ଼ ସୁରଙ୍କୁ ବଡ଼ ଭାଇ ସମ୍ମାନ ହୋଇ ଥାଆନ୍ତି |ସକାଳୁ ମୁହଁ ଧୋଇ ଚା କିମ୍ବା ପାଣି ପିଇବା ଉଚିତ ନୁହେଁ ଏବଂ ଅଇଁଠା ପାଟିରେ ଅଗ୍ନିକୁ ସ୍ପର୍ଶ କରିବା କି ଜଳେଇବା ଉଚିତ ନୁହେଁ ଏହା ବହୁତ ଅମଙ୍ଗଳକାରୀ ହୋଇଥାଏ |

କୌଣସି ନାରୀ ବା ଝିଅକୁ କେବଳ ସୁନ୍ଦରତା ପଛରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ ନାରୀର ଜନ୍ମ କେବଳ ପୁରୁଷକୁ ଆକର୍ଷିତ କରିବା ପାଇଁ ଜନ୍ମ ହୋଇନଥାଏ ଅସଲି ନାରୀ ସୁନ୍ଦରତା ଅଧିକ ଧ୍ୟାନ ଦେଇ ନଥାଏ ସେ ନିଜର ବୁଦ୍ଧି ,ସ୍ଵଭାଵ ,ଶରୀର ଠାରୁ ଅଧିକ ଚିନ୍ତା କରିଥାଏ |

Leave a Reply

Your email address will not be published. Required fields are marked *