ପସନ୍ଦ କରନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଚାବି ଏବଂ Janantu ଆଗାମୀ ଭବିଷ୍ୟତ ଆପଣ ଭାଗ୍ୟଶାଳୀ ବ୍ୟକ୍ତି ହେବ କି ନାହିଁ |

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟ ବସ୍ତୁଟି ଏକ ସୁନ୍ଦର ବିଷୟ ବସ୍ତୁ ଅଟେ ଆପଣଙ୍କୁ ସ୍କିନ ଉପରେ ଦେଖା ଯାଉଥିବା ଚାବି ଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ ଚାବିକୁ ବାଛିବାର ଅଛି |ଆମେ ଶେଷରେ ଜାଣିବା କେଉଁ ଚାବିର ଅର୍ଥ କଣ ହୋଇଥାଏ |ଦେଖନ୍ତୁ ଆପଣ ପ୍ରଥମେ ଗୋଟିଏ ଚାବିକୁ ପସନ୍ଦ କରିବେ ଏବଂ ତାପରେ ନିଜର ଉତ୍ତର ଜାଣିବାକୁ ଚେଷ୍ଟା କରିବେ ତ ଆସନ୍ତୁ ଆରମ୍ଭ କରିବା |ଆପଣ ଏହାକୁ ଦେଖି ଭାବୁଥିବେ ଏହା କେବଳ ସମୟ ନଷ୍ଟ କରିବା ଅଟେ ଏହା ଦ୍ୱାରା କିଛି ବି ଜଣା ପଡ଼ିନଥାଏ |ଏହା କେତେ ଆପଣଙ୍କ ମାଇଣ୍ଡ ପାଇଁ ଆକୃଷ୍ଟ ଟେଷ୍ଟ ଅଟେ ତାହା ଆଜି ଆପଣ ପସନ୍ଦ କରି ବାଛିବା ଦ୍ୱାରା ଜାଣିପାରିବେ |ଯାହାକି ପ୍ରକୃତରେ ଆପାଣଙ୍କ ବିଷୟରେ ସବୁ କିଛି କହି ଦେଇଥାଏ ଯାହା ଆପଣଙ୍କ ବ୍ୟକ୍ତିଗତ ବିଷୟରେ କିଛି କଥା କହିଦେଇଥାଏ |ତେବେ ପସନ୍ଦ କରନ୍ତୁ ଆପଣଙ୍କ ମନ ପସନ୍ଦର ଚାବି ଏବଂ ଜାଣନ୍ତୁ ଆପଣଙ୍କ ଭବିଷ୍ୟତକୁ ସବୁ କଣ ରହିଅଛି |

ପ୍ରଥମ ଚାବି -ଯଦି ଆପଣ ପ୍ରଥମ ଚାବି କୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣ ବହୁତ ସରଳ ,କୋମଳ ଏବଂ ବିନା କାରୁକାର୍ଯ୍ୟ ଥିବା ଚାବିଟିକୁ ବାଛିଛନ୍ତି ଓ ବିନା କାରୁକାର୍ଯ୍ୟ ଚାବି ହେବା ସତ୍ୱେ ବହୁତ ଇଫେକ୍ଟିଭ ଅଟେ କୌଣସି ବି ଡୋରକୁ ଓପନ କରିବା ପାଇଁ ଏହାର ଅର୍ଥ ଅଟେ ଆପଣ ବହୁତ ବୁଦ୍ଧିମାନ ବିବେକ ସମ୍ପନ୍ନ ବ୍ୟକ୍ତି ଅଟନ୍ତି କିନ୍ତୁ ପ୍ରାୟତଃ ନିଜକୁ ଆପଣ ଦୁର୍ବଳ ଲାଜକୁଳା ଅନୁଭବ କରୁଛନ୍ତି ଆପଣଙ୍କୁ ସମାଜରେ ମାନ ସମ୍ମାନର ଅଭାବ ରହିନଥାଏ |

ଦ୍ୱିତୀୟ ଚାବି -ଆପଣ ଯଦି ଏହି ଚାବି ଟିକୁ ବାଛିଛନ୍ତି ଏହାର ଅର୍ଥ ଆପଣ ଅତ୍ୟନ୍ତ କାରୁକାର୍ଯ୍ୟ ଥିବା ଚାବିଟିକୁ ବାଛିଛନ୍ତି ଯାହାର ଅର୍ଥ ଆପଣଙ୍କ ଠାରେ ଆଶ୍ଚର୍ଯ୍ୟ ଜନକ ବ୍ୟକ୍ତିତ୍ୱ ରହିଛି ଆପଣ ଦେଖିବାକୁ ଖୁବ ଆକର୍ଷକ ଏବଂ ଶକ୍ତିଶାଳୀ ହୋଇ ଥାଆନ୍ତି |ନୂଆ ନୂଆ କାର୍ଯ୍ୟ କରିବାରେ ଆପଣ ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ |ଆପଣ ପ୍ରତ୍ୟକ ବସ୍ତୁ ସମ୍ପୂର୍ଣ୍ଣ ଭାବରେ ପ୍ରାପ୍ତ କରି ଥାଆନ୍ତି |ଯାହାର ଆପଣ ଇଚ୍ଛା ରଖି ଥାଆନ୍ତି |

ତୃତୀୟ ଚାବି -ଆପଣ ଯଦି ତିନି ନମ୍ବର ଚାବିଟିକୁ ବାଛିଛନ୍ତି ଯାହା ବହୁତ କମ ପରିମାଣର ମିଳିଥାଏ କୋଚିତ ଦେଖିବାକୁ ମିଳିଥାଏ ତ ଏହାର ଅର୍ଥ ଏହା ଯେ ଆପଣ ବହୁତ ସଚୋଟ ଏବଂ ନିଜ ଉପରେ ଭରସା କରିବା ଭଳି ବ୍ୟକ୍ତି ଅଟନ୍ତି |ଆପଣ ସମସ୍ତଙ୍କ ଠାରୁ ଅଲଗା ଯାହାକି ପ୍ରାୟତଃ ଦେଖିବାକୁ ମିଳିଥାଏ ଏପରି ଚାବି କାହିଁକି ସିଲେକ୍ଟ କରି ଥାଆନ୍ତି |ଆପଣ ଭିନ୍ନ ପ୍ରକାର ଆଇଡ଼ିଆ ରଖିବା ଭଳି ବ୍ୟକ୍ତି ଅଟନ୍ତି |

ଚତୁର୍ଥ ଚାବି -ଯାହାକି ବହୁତ ସରଳ ଏବଂ ବିଶେଷ କାରୁକାର୍ଯ୍ୟ ନଥିବା ଚାବିଟିଏ ଏହାର ଅର୍ଥ ଆପଣ କୌଣସି ସମସ୍ୟା ଭିତରକୁ ଯିବା ପାଇଁ ପସନ୍ଦ କରନ୍ତି ନାହିଁ ଓ ସର୍ବଦା ଖୁସି ମନରେ ରହୁଥିବା ଭଳି ବ୍ୟକ୍ତି ହୋଇ ଥାଆନ୍ତି ଏବଂ ସମସ୍ତଙ୍କର ପ୍ରିୟ ମଧ୍ୟ ହୋଇ ଥାଆନ୍ତି |ଆପଣ ପ୍ରତ୍ୟକ କ୍ଷେତ୍ରରେ ତାହାର ପଜେଟିଭ ଦିଗରେ ଦେଖି ଥାଆନ୍ତି କିନ୍ତୁ ମନେ ରଖନ୍ତୁ ଆପଣଙ୍କୁ ସର୍ବଦା ସାବଧାନ ରହିବାର ଆବଶ୍ୟକତା ରହିଛି |କି ଯେକୌଣସି ବ୍ୟକ୍ତିକୁ ଆପଣ ସହଜରେ ବିଶ୍ୱାସ କରିବା କାରଣରୁ ଆପଣ କିଛି ସମସ୍ୟାରେ ପଡ଼ି ପାରନ୍ତି |

ପଞ୍ଚମ ଚାବି -ଆପଣ ଯଦି ପାଞ୍ଚ ନମ୍ବର ଚାବିଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଯାହାକି ବହୁତ ମଜଭୁତ ଏବଂ କାରୁକାର୍ଯ୍ୟ ସମ୍ପନ୍ନ ରହିଛି ତ ଏହାର ଅର୍ଥ ଆପଣ ଉଚ୍ଚ ବିଚାର ସମ୍ପନ ଓ ଦୁରଦୃଷ୍ଟି ରଖିବା ଭଳି ବ୍ୟକ୍ତି ଅଟନ୍ତି |ଆପଣ ଜିଦି ସ୍ୱଭାବର ବ୍ୟକ୍ତି ଅଟନ୍ତି ଓ ଏହା ହିଁ ଆପଣଙ୍କୁ ସଫଳତା ଆଡ଼କୁ ନେଇ ଯାଇଥାଏ ସମାଜରେ ଆପଣଙ୍କ ଧନ ମାନର ପ୍ରତିଷ୍ଠା ହେବାର ଅଭାବ ରହି ନଥାଏ |

ଷଷ୍ଠ ଚାବି -ଆପଣ ବହୁତ ବୁଦ୍ଧିମାନ ଏବଂ ସେନ୍ସର ହ୍ୟୁମାନର ମାଲିକ ଅଟନ୍ତି ଆପଣଙ୍କ ପାଖରେ କୌଣସି କାର୍ଯ୍ୟକୁ ଧ୍ୟାନର ସହ ସଠିକ ଭାବରେ କରିବାର ପ୍ରଭୃତି ରହିଥାଏ କିନ୍ତୁ ଆପଣ ଆପଣଙ୍କ କମ୍ଫୋର୍ଟ ଜୋନରୁ ଟିକେ ବାହାରକୁ ଗଲେ ଅସହଜ ଅନୁଭବ କରି ଥାଆନ୍ତି |ତେବେ ସେଥିପାଇଁ ଆପଣଙ୍କୁ ସଫଳତା ପାଇବା ପାଇଁ ଅଧିକ ସମୟ ଲାଗିଥାଏ ଆପଣ ବହୁତ ସଚୋଟ ଏବଂ ବିଶ୍ୱାସୀ ସମ୍ପନ୍ନ ବ୍ୟକ୍ତି ହୋଇ ଥାଆନ୍ତି |

Leave a Reply

Your email address will not be published. Required fields are marked *