ନିଜ ହାତରେ ଜୋତା ଧରି ମୋଚିଙ୍କ ସାଙ୍ଗରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର Modi ,କହିଲେ ଏପରି କଥା ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଦେଶ ଉଦେଶ୍ୟରେ ସମର୍ପଣ କଲେ ଯଶଭୂମି ସେଣ୍ଟର ଜୋତା ହାତରେ ଧରି ମୋଚିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ଏବେ ଭାଇରାଲ ହେବାରେ ଲାଗିଛି |ତେବେ ଦିଲ୍ଲୀର ଦ୍ୱାରକାରେ ନିର୍ମିତ ଇଣ୍ଡିଆ ଇଣ୍ଟରନେଶନାଲ କନଭେସନ ଆଣ୍ଡ ଏକ୍ସପୋ ସେଣ୍ଟର ଆଇସିସି ର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି |

ଯଶଭୂମି କନଭେନସନ ସେଣ୍ଟର କୁହାଯାଉଥିବା ଏହି ସେଣ୍ଟରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି |ଏହି ସବୁ ସେଣ୍ଟରରେ ସେ ସର୍ବ ପ୍ରଥମେ ଜୋତା ଚପଲ କାରିଗର ଙ୍କୁ ଭେଟିଛନ୍ତି ଏହି ସମୟରେ ସେ ମୋଚି ମାନଙ୍କ ସହ କଥାବାର୍ତ୍ତା କରିଛନ୍ତି |

ମୋଚିଙ୍କ ଦ୍ୱାରା ନିର୍ମିତ ଜୋତା ହାତରେ ଧରି ସେ ଏହାକୁ ପ୍ରଶଂସା କରି କାରିଗରଙ୍କ ସହ ଆଲୋଚନ କରିଛନ୍ତି ତେବେ ପ୍ରଧାନମନ୍ତ୍ରୀ କେବଳ ମୋଚି ମାନଙ୍କ ସହିତ ନୁହଁ ମାଟିର କାରିଗର କୁମ୍ଭାର ମାନଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି |

ଏହି ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ କଳା ବିଷୟରେ ପଚାରି ବୁଝିଛନ୍ତି ଓ ସେମାନଙ୍କୁ ଉତ୍ସାହିତ କରିଛନ୍ତି |ତେବେ ପ୍ରଧାନମନ୍ତ୍ରୀ ମୋଦି ଯଶଭୂମି ନାମରେ ଯେଉଁ ଇଣ୍ଡିଆ ଇଣ୍ଡିଆ ଇଣ୍ଟରନେଶନାଲ କନଭେସନ ଆଣ୍ଡ ଏକ୍ସପୋଜ ସେଣ୍ଟର ଦେଶକୁ ସମର୍ପିତ କରିଛନ୍ତି |

ସେଥିରେ ପନ୍ଦର କନଭେସନ ସେଣ୍ଟର ଓ ଏଗାରହଜାର ଲୋକ ଏକ ସହ ବସିବାର କ୍ଷମତା ରହିଛି |ପଚିଶ ହଜାର ତିନି ସହ ସାତକୋଟି ଟଙ୍କା ବ୍ୟୟରେ ଏହି ଯଶଭୂମି ପ୍ରୋଜେକ୍ଟ ରୂପ ଦିଆଯାଇଛି |

Leave a Reply

Your email address will not be published. Required fields are marked *