ନିଜ ଘରେ ଦୁଇ କୁନି ଝିଅଙ୍କ ମଜା ମସ୍ତି କରି କେମିତି ଧୁମଧାମ ଗଣେଶ ପୂଜା ପାଳିଲେ ଝିଲ୍ଲିକ ଭଟାଚାର୍ଯ୍ୟ ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଦୁଇ ଝିଅଙ୍କ ସହ ଘରେ ଧୁମଧାମରେ ଗଣେଶ ପୂଜା ପାଳନ କରୁଛନ୍ତି ଓଡ଼ିଆ ଅଭିନେତ୍ରୀ ଝିଲ୍ଲିକ ଭଟାଚାର୍ଯ୍ୟ ତ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଝିଲ୍ଲିକ ଗତ ଦିନ ମାନଙ୍କରେ ମା ହୋଇଛନ୍ତି ତାପରେ ଝିଲିକଙ୍କ ଦୁଇଟି ଯାଆଁଳା ଝିଅ ଜନ୍ମ ନେଇଛନ୍ତି ତାହେଲେ ଏହି ବଙ୍ଗାଳି ଅଭିନେତ୍ରୀ ଏବେ ଓଡ଼ିଆ ଘରର ବୋହୁ ପାଲଟିଛନ୍ତି ତ ଆପଣମାନେ ଜାଣିଥିବେ ଝିଲ୍ଲିକ ବଙ୍ଗାଳି ଇଣ୍ଡଷ୍ଟ୍ରିରୁ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଅଭିନୟ କରିବାକୁ ଆସିଥିଲେ |

ଆଉ ଏହା ପରେ ସେ ପ୍ରୀତି ରଞ୍ଜନ ଘଡ଼ାଇକୁ ଭଲ ପାଇଁ ଶେଷରେ ବିବାହ କରିଥିଲେ ଆଉ ବାହାଘର ପରେ ନିଜ ଶାଶୁଘରେ ଏବେ ବହୁତ ଖୁସିରେ ଅଛନ୍ତି ଓଲିଉଡ଼ର ଏହି ଅଭିନେତ୍ରୀ ଝିଲ୍ଲିକ ଭାଟାଚାର୍ଯ୍ୟ |ଝିଲ୍ଲିକ ତାଙ୍କ କ୍ୟାରିୟର ମଧ୍ୟରେ ପ୍ରାୟ ଓଡ଼ିଆ ସିନେମାରେ ବହୁତ ଫିଲ୍ମରେ ଅଭିନୟ କରି ସାରିଲେଣି |ଓଡ଼ିଆ ସିନେମା ଛଡ଼ା ତେଲଗୁ ,ତାମିଲ ଏବଂ ବଙ୍ଗାଳୀ ସିନେମାରେ ଅଭିନୟ କରିଛନ୍ତି |

ଝିଲ୍ଲିକ ଭଟାଚାର୍ଯ୍ୟ ତ ଆପଣମାନେ ଝିଲ୍ଲିକଙ୍କ ବହୁତ ସାରା ସୁନ୍ଦର ଅଭିନୟ ଦେଖିବାକୁ ପାଇଥିବେ |ତେବେ ଝିଲ୍ଲିକ ଏବେ ମା ହେବା ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଏବେ ଟିକେ ଦୂରରେ ଅଛନ୍ତି | ନିଜର ପ୍ରଡକ୍ସନ ହାଉସ ଝିଲ୍ଲିକ ମୋସନ ପିକ୍ଚରରେ ସେ ବହୁତ ସାରା ଚଳଚ୍ଚିତ୍ର ରିଲିଜ କରୁଛନ୍ତି

ଆଉ ଏହା ଛଡ଼ା ସେ ବହୁତ ସାରା ସିନେମାର କାହାଣୀ ମଧ୍ୟ ଲେଖିବାର ନଜର ଆସିଛନ୍ତି |ତେବେ ମା ହେବା ପରେ ଝିଲ୍ଲିକ ଭଟାଚାର୍ଯ୍ୟ ନିଜ ଉପରେ ଏବେ ଧ୍ୟାନ ଦେଇ ପାରୁ ନାହାଁନ୍ତି ତେଣୁ ସେ ଏବେ ବହୁତ ମୋଟା ହୋଇ ଯାଇଛନ୍ତି ଝିଲିକ ଏବେ ଓଡ଼ିଆ ଘରର ବହୁ ଭାବରେ ନିଜ ଶାଶୁ ଘରେ ଚଳୁଛନ୍ତି |

Leave a Reply

Your email address will not be published. Required fields are marked *